Balijatra Cuttack 2024 // ବାଲିଯାତ୍ରା କଟକ 2024#youtubevideo #balijatra

Balijatra Cuttack 2024 // ବାଲିଯାତ୍ରା କଟକ। 2024#youtubevideo #balijatra Query in ବାଲିଯାତ୍ରା କଟକ ଓଡ଼ିଶା ର ଗୋଟେ major ବୋଇତ ବନ୍ଦାଣ Festival , ଏହା କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ସାତ ଦିନ ଧରି ଏଠାରେ ଅନୁଷ୍ଠିତ ହୁଏ। ଏହା ହେଉଛି Asians Largest Open Trade Fair, ଏହା ଓଡ଼ିଶାର ପୂର୍ବ ତଟ ରେ କଟକ ର ଗଡ଼ଗଡ଼ିଆ ଘାଟ ଠାରେ ମହାନଦୀ ପଠା ରେ ଅନୁଷ୍ଠିତ ହୋଇଥାଏ। ଯେତେେଳେ ଓଡ଼ିଶାର ସାଧବ ପୁଅ ନୌ ବାଣିଜ୍ୟ ସାହାଯ୍ୟରେ ବିଦେଶକୁ ଯାଇ ବେପାର ବଣିଜ କରିଥାନ୍ତି। ଯଥା Sumitra, Bali, ଯାହାକୁ ଏବେ Java ନାମରେ ନାମିତକରାଯାଇଛି Indonesia, ଏବଂ Srilanka. ଏହି Festival ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇ ସାତ ଦିନ ଧରି ମେଳା ଆୟୋଜନ ହୋଇଥାଏ। ଆ - କା ମା ବୋଇ ପାନ ଗୁଆ ଥୋଇ ଓଡ଼ିଆ ଗୀତରେ ଶୁଭାରମ୍ଭ କରା ଯାଇଥାଏ। ଏହାର ସମ୍ବନ୍ଧ ତଅପୋଇ ବା ଖୁଦୁରୁକଣୀ ଓଷା ସହିତ ଜଡିତ। ଓଡ଼ିଶାର କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାର ମହାସମାଗମ ହୋଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିଥାଏ । ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ଓ ଠୁଙ୍କାପୁରି ଇତ୍ୟାଦି ଖାଦ୍ୟ ବହୁସ୍ଥାନରେ ବିକ୍ରିହୁଏ | ଉତ୍କଳିୟ ନୌବାଣିଜ୍ୟ ଏବଂ ବାଲିଯାତ୍ରା* ଅତୀତ ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନକରେ ବାଲିଯାତ୍ରା । ତଅପୋଇ କିମ୍ବଦନ୍ତି ଏହି ପରମ୍ପରାରେ ରୋମାଞ୍ଚ ଭରିଅଛି । ଆକାମାବୈରେ ଗୁଂଜରିତ ସେଦିନର ଉପକୂଳ ଅଞ୍ଚଳ ସମୂହର ସ୍ୱର୍ଣିମ ଅଧ୍ୟାର ସ୍ମୃତି ଆଜିବି ଗୁଂଜରିତ ଓଡ଼ିଆଙ୍କ ପ୍ରତି ରକ୍ତବିନ୍ଦୁରେ । ଆଉ ସେହି ପରମ୍ପରାକୁ ଉତ୍ସବ ଭାବେ ପାଳନ କରିବା ନିମିତ୍ତ ସରକାରଙ୍କ ପ୍ରୟାସରେ କଟକରେ ଅନୁଷ୍ଠିତ ହୁଏ ବାଲିଯାତ୍ର । ଇତିହାସ ଏବଂ ବ୍ୟୁତ୍ପତିଗତ ବ୍ୟାଖ୍ୟା* ବାଲି ଅର୍ଥାତ୍ ଅଧୁନ ଇଣ୍ତୋନେସିଆର ବାଲିଦ୍ୱୀପ ଯାହା ସହ କଳିଙ୍ଗର ନୌବାଣିଜ୍ୟ ସମ୍ପର୍କ ରହିଥିଲା । ଓଡ଼ିଆ ସାଧବ ପୁଅ ଅର୍ଥାତ୍ ବଣିକ ଗୋଷ୍ଠିର ପ୍ରତିନିଧି ଗଣ ବାଲି ଦ୍ୱୀପ ସହ ଯାଭା, ସୁମାତ୍ରା, ବୋର୍ଣିଅ ଦ୍ୱୀପମାନଙ୍କ କାର୍ତ୍ତିକ ପୂର୍ଣ୍ଣିମା ଦିନ ଗମନ କରୁଥିଲେ ଏବଂ ବ୍ୟବସାୟରୁ ପ୍ରାପ୍ତ ଧନସମ୍ପଦ ଉତ୍କଳର ଅର୍ଥନୀତିକୁ କରୁଥିଲେ ସମୃଦ୍ଧ । ଯଦିଓ ଅନ୍ୟାନ୍ୟ ଅଞ୍ଚଳ ସହ ବାଣିଜ୍ୟିକ ସମ୍ପର୍କ ରହିଥିଲା, କିନ୍ତୁ ବାଲି ଦ୍ୱୀପ ପେଣ୍ଠସ୍ଥଳୀ ଭାବେ ପରିଗଣିତ ଥିଲା । ଏଣୁ ଏଭଳି ନାମକରଣ କରାଜାଇଛି ବୋଲି ଅନୁମାନ କରାଯାଏ । ଅନ୍ୟମତାନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଉଚ୍ଚାରିତ ଆକାମାବୈ ଶବ୍ଦ ବର୍ଷର ମୁଖ୍ୟ ଚାରିମାସ ଯାହା ଯଥା :-ଆଷାଢ, କାର୍ତ୍ତକ,ମାର୍ଗଶୀର ଏବଂ ବୈଶାଖା ; ସେଥିରେ ଧର୍ମ କର୍ମ ସମୂହ ତଥା ଇଶ୍ୱରୋପାସନା କରିବାକୁ ଦର୍ଶାଏ । ସଂପୃକ୍ତ ଲୋକବାଣୀଟି କିଛି ଏହିଭଳି :- ଅକାମାବୈ, ପାନ ଗୁଆ ଖାଇ, ପାନ ଗୁଆ ତୋର, ମାସକ ଧର୍ମ ମୋର* ବର୍ତ୍ତମାନର ଇତ୍ତିବୃତ୍ତି* ବର୍ତ୍ତମାନ କଟକ ସହରରେ ଏବଂ ପାରିବାରିକ ଉତ୍ସବଭାବେ ବାଲିଯାତ୍ରା ଉତ୍ସବ ପାଳନ ହେଉଛି । ଅନେକ ବ୍ୟବସାୟି ବାଣିଜ୍ୟମେଳାରେ ଅଂଶଗ୍ରହଣ କରି ନିଜର ଦ୍ରବ୍ୟ ବିକ୍ରି କରି ଉପଯୁକ୍ତ ପାରିଶ୍ରମିକ ଲାଭ କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଅଛି ଜଉଥିରେ ସ୍ଥାନୀୟ କଳାକାର ନିଜର ଗାନ୍ଧର୍ବ କଳା ପ୍ରଦଶିତ କରି ଅନେକ ପ୍ରଶଂସା ସାଉଁଟିବା ସହ ଦେଶ ବିଦେଶରେ ପରିଚିତ ହେଉଛନ୍ତି ।ଆଠଦିନ ବ୍ୟାପି ଏହି ମହୋତ୍ସବରେ ଏକ ହଜାରରୁ ଉର୍ଦ୍ଧ୍ୱ ଷ୍ଟଲ ମାନ ବସାଯାଇ ହସ୍ତଶିଳ୍ପ,କାରୁକାର୍ଯ୍ୟ, ପାରମ୍ପାରିକ ଦ୍ରବ୍ୟ, ଘରୋଇ ଉପକରଣ, ଆସବାବପତ୍ର ଆଦି ବିକ୍ରିହୁଏ ।ଆଉ ଏହି ଉତ୍ସବରେ କଟକର ପ୍ରସିଦ୍ଧ ଦହିବରା ଆଲୁଦମ୍ ବ୍ୟଞ୍ଜନଟି ଏତେ ମାତ୍ରାରେ ପ୍ରଚାର ପ୍ରସାର ହୁଏ ଅଂଶଗ୍ରହଣକାରୀଙ୍କ ମନରେ ପ୍ରତିୟମାନ ହୁଏ ଯେ, କେବଳ ଏଥିନିମନ୍ତେ ଉତ୍ସବଟି ଆୟୋଜିତ ହେଇଅଛି । ଅନେକ ପ୍ରତିଭାଙ୍କ ସମ୍ବର୍ଦ୍ଧନା ମଧ୍ୟ ଦିଆହୁଏ। ଓଡ଼ିଶାର ପୁରପଲ୍ଲୀରେ ବୋଇତ ବନ୍ଦାଣ କାଠ ଓ ସୋଲ ତିଆରି ଡଙ୍ଗା ଭସାଇ ଏହି ଇତିହାସକୁ ମନେପକାଇ ପାଳନ କରାଯାଇଥାଏ । ଏହା ଛଡ଼ା ସୁରତ ଆଦି ସ୍ଥାନରେ ମଧ୍ୟ ଓଡ଼ିଆମାନେ ଏହାକୁ ପାଳନ କରିଥାନ୍ତି। ବାଲିଯାତ୍ରା କେବେ ଓ କାହିଁକି ଆରମ୍ଭ ହେଇଥିଲା ତାହା ସଠିକ ଭାବରେ ନିର୍ଦ୍ଧାରିତ ହୋଇ ନାହିଁ। ନିର୍ଦ୍ଧାରଣ ନୀରବ ରହିବାରୁ ବାଲିଯାତ୍ରାର ଆରମ୍ଭକୁ ନେଇ ଦ୍ୱନ୍ଦ ରହିବା ସ୍ୱାଭାବିକ । ଏହି ଐତିହ୍ୟପୂର୍ଣ୍ଣ ଗଣମହୋତ୍ସବର କାରଣ ସମ୍ବନ୍ଧରେ ଆମର ମହାଜନମାନେ ତିନୋଟି ମତ ଉପସ୍ଥାପନ କରି ଆସୁଛନ୍ତି । #balijatra​​ #youtubevideo​ #travellermu​ #odiya​ #balijatra2024​ #Balijatra​​ live 2024 #balijatra​​ Cuttack live #Balijatra​​ Vlog 2024 #Balijatra​​ food inspector #balijatra​​ live #balijatra​​ fish tunnel #balijatra​​ Aquarium #balijatra​​ water tunnel #balijatra​​ vlog #balijatra​​ Cuttack #balijatra​​ Cuttack 2024 #balijatra​​ Cuttack news #Cuttack​​ Balijatra Ram doli #youtubevideos​​ #youtubevideoviral​​ #gouttam​ #infinity​ world #cuttack​ in Cuttack Follow my YouTube channel Travellrmu Also watch my other videos    • Balijatra Cuttack 2024 // ବାଲିଯାତ୍ରା କଟକ 2...      • Tetrahedron Teachers Day Celebration 2024 ...      • @କଣ୍ଟିଲୋ ନୀଳମାଧବ ମନ୍ଦିର // Kantilo Nilamad...  

🌊✨ Cuttack Balijatra 2025 Full Tour Video | Cuttack Balijatra 2025 Full Tour Video ✨🌊
▶︎

🌊✨ Cuttack Balijatra 2025 Full Tour Video | Cuttack Balijatra 2025 Full Tour Video ✨🌊

Best ISKCON Kirtan 2026 | Hare Krishna Hare Rama | Deep Meditation & Inner Peace
▶︎

Best ISKCON Kirtan 2026 | Hare Krishna Hare Rama | Deep Meditation & Inner Peace

ମିନା ବଜାର ରେ ଖାଇଲେ ପନିର ଷ୍ଟିକ
▶︎

ମିନା ବଜାର ରେ ଖାଇଲେ ପନିର ଷ୍ଟିକ

Balijatra 2025 | କଟକ ବାଲିଯାତ୍ରା 2025 |  Cuttack Balijatra 2025 | ଜଳପରୀ ଦେଖିବାକୁ ପ୍ରବଳ ଭିଡ | କଟକ #ctc
▶︎

Balijatra 2025 | କଟକ ବାଲିଯାତ୍ରା 2025 | Cuttack Balijatra 2025 | ଜଳପରୀ ଦେଖିବାକୁ ପ୍ରବଳ ଭିଡ | କଟକ #ctc

ଫସିଲେ ଚାମେଲି ! |Sarpanch Chameli Ojha case | Chameli arrest |Sarpanch vs BDO| Kendrapara|
▶︎

ଫସିଲେ ଚାମେଲି ! |Sarpanch Chameli Ojha case | Chameli arrest |Sarpanch vs BDO| Kendrapara|

International Trade Fair 2026 in Bhubaneswar | Raja Utsav 2026 Bhubaneswar | Bikash Subhashree Vlogs
▶︎

International Trade Fair 2026 in Bhubaneswar | Raja Utsav 2026 Bhubaneswar | Bikash Subhashree Vlogs

Balijatra Food Tour 2024 // ସବୁ ରେଟ ଜାଣନ୍ତୁ // The Funny Blogger
▶︎

Balijatra Food Tour 2024 // ସବୁ ରେଟ ଜାଣନ୍ତୁ // The Funny Blogger

Ladu Baba temple // Sarankul // nayagarh // Raj biswal vlogs // Nayagarh tourist place //
▶︎

Ladu Baba temple // Sarankul // nayagarh // Raj biswal vlogs // Nayagarh tourist place //

Satyapatha: କାଳ ହେବ ଚମେଲୀଙ୍କ ଚିଠି | Tikhiri Sarpanch Chameli Ojha Case Triggers Political Row
▶︎

Satyapatha: କାଳ ହେବ ଚମେଲୀଙ୍କ ଚିଠି | Tikhiri Sarpanch Chameli Ojha Case Triggers Political Row

ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା#subhendustudio#
▶︎

ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା#subhendustudio#

Puri | Big Row at Rath Khala: Chariot Work Stopped! Why Are Maharana Sevaks Angry?
▶︎

Puri | Big Row at Rath Khala: Chariot Work Stopped! Why Are Maharana Sevaks Angry?

G-7 in Evian: Der Westen regiert nicht mehr die Welt – Weltwoche Daily DE
▶︎

G-7 in Evian: Der Westen regiert nicht mehr die Welt – Weltwoche Daily DE

କଟକ ବାଲିଯାତ୍ରା 2025 ପ୍ରଥମ ଦିନ ର ଝଲକ | Cuttack Balijatra 2025 | Odia Vlog | EVS602 | #odiavlog #like
▶︎

କଟକ ବାଲିଯାତ୍ରା 2025 ପ୍ରଥମ ଦିନ ର ଝଲକ | Cuttack Balijatra 2025 | Odia Vlog | EVS602 | #odiavlog #like

ସତ୍ୟପାଠ: ସରପଞ୍ଚ ବନାମ ସରକାର || Sarpanch Vs Government || Chameli Ojha || Satyapatha News
▶︎

ସତ୍ୟପାଠ: ସରପଞ୍ଚ ବନାମ ସରକାର || Sarpanch Vs Government || Chameli Ojha || Satyapatha News

ଆରମ୍ବ ହେଲା କଟକ ଐତିହାସିକ ବାଲିଯାତ୍ରା ୨୦୨୫ |  Cuttack Balijatra Complete Tour | Day-1 |ଜଳ ପରୀ କଟକରେ 😱
▶︎

ଆରମ୍ବ ହେଲା କଟକ ଐତିହାସିକ ବାଲିଯାତ୍ରା ୨୦୨୫ | Cuttack Balijatra Complete Tour | Day-1 |ଜଳ ପରୀ କଟକରେ 😱

ଦେଖନ୍ତୁ Baliyatra ରେ ଜନ ସମୁଦ୍ର, ରାତ୍ରିକାଳୀନ ଦୃଶ୍ୟ ସବୁ ଗୋଟିଏ ଭିଡ଼ିଓରେ, balijatra 2024, balijatra
▶︎

ଦେଖନ୍ତୁ Baliyatra ରେ ଜନ ସମୁଦ୍ର, ରାତ୍ରିକାଳୀନ ଦୃଶ୍ୟ ସବୁ ଗୋଟିଏ ଭିଡ଼ିଓରେ, balijatra 2024, balijatra

today's morning news odisha | 17 june 2026 |Subhadra Yojana new updates | Stock market for beginners
▶︎

today's morning news odisha | 17 june 2026 |Subhadra Yojana new updates | Stock market for beginners

Naveen to Face Consequences of His Own Actions | Nirbhay Gumar Katha
▶︎

Naveen to Face Consequences of His Own Actions | Nirbhay Gumar Katha

Balijatra and kichekeswari Temple visit
▶︎

Balijatra and kichekeswari Temple visit

Summer Prediction with Izabela and Harold - Readings with Crystal Ball -Tarot and Runes
▶︎

Summer Prediction with Izabela and Harold - Readings with Crystal Ball -Tarot and Runes