ଏମିତି ପାଠ , ଚାକିରି ନିଶ୍ଚିତ || Career In Agriculture Science || Career Podcast||OR
ବାହାର ରାଜ୍ୟରେ ଦାଦନ ଖଟିବା ଅପେକ୍ଷା ନିଜ କ୍ଷେତରେ ସୁନାର ଫସଲ ଫଳାଇ ପାରିବେ । ବିଲ ହିଡରେ ମୁଣ୍ଡରେ ହାତ ଦେଇ ଚିନ୍ତା କରିବାର ସମୟ ଗଲା। ଏବେ ବୈଷୟିକ ଶିକ୍ଷା ଓ ଜ୍ଞାନକୌଶଳ ବ୍ୟବହାର କରି କୃଷିରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । ପାଠ ପଢ଼ି ବ୍ୟାଙ୍କରେ କୃଷି ଅଧିକାରୀ ହେଉ ଅବା ନିଜସ୍ବ ଫାର୍ମ କରି ମୋଟା ଅଙ୍କର ଟଙ୍କା ଅର୍ଜିପାରିବେ । କୃଷି ବିଜ୍ଞାନ ପାଠ୍ୟକ୍ରମରେ ଏମିତି କେତେ କଣ ସୁଯୋଗ ରହିଛି। ଆସନ୍ତୁ Agriculture Entrepreneur ଡକ୍ଟର ସୁଶାନ୍ତ ନାୟକଙ୍କଠୁ ଜାଣିବା , ଏ କ୍ଷେତ୍ରରେ ପିଲାମାନେ କେମିତି କରିବେ କ୍ୟାରିୟର। 🚜 Why work as a labourer outside the state when you can earn lakhs in your own land? Today’s youth can build a strong and profitable career in agriculture using technical knowledge, modern skills & scientific methods. In this exclusive interview, Agriculture Entrepreneur Dr. Sushant Nayak explains: ✨ How students can build a career in agriculture ✨ How to earn big through farming & agribusiness ✨ Why agriculture officers, farm managers & agri-entrepreneurs are in high demand ✨ How modern farming can generate ₹5–10 lakh+ income ✨ Best courses, qualifications & job opportunities for youth Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #CareerPodcast #agriculture #entrepreneur #OUAT #agribusiness

କଳା କୋଟ୍ ଥିଲେ 15 ମିନିଟରେ 35 ଲକ୍ଷ | Career Podcast | Advocate Rajat Panda | OR |

File Theft Row: Notice to Pandian, Shah's Political Play | Nirbhay Gumar Katha

ସହଜରେ ହେବ ଚାକିରି ! News18Odia Education Eminence 2026 | Govt Job 2026 | Competitive Exam | Odia News

E-Farming Revolution in Odisha | The Future of Agriculture in Odisha| Odia Farmer Podcast

Online Job: କମ୍ପ୍ୟୁଟର ଅଛି ? ଘରେ ବସି ମାସକୁ 30 ହଜାର | Home-Based Jobs | Animation Jobs |Career Podcast

କେଜିରୁ ପିଜି ମାଗଣା ଶିକ୍ଷା ଦିଆଯିବ, ଆର୍ଥିକ ଅଭାବ ବଞ୍ଚିତ ହେବେନି ପିଲା || CM Mohan Majhi || Free KG to PG

The Farming Revolution: Dr. Balaram Sahu's Ancient Blueprint I Zero poison farming #podcast #odisha

How Israel Turned Negev Desert Into Massive High Tech Farms Feeding Millions

Odisha CMO File Theft Case: କାହିଁକି ପାଣ୍ଡିଆନଙ୍କୁ ଗଲା ସମନ୍ ? || VK Pandian || BJD || BJP || OR

ଆଜି ଶିଖିଲେ , କାଲିଠୁ ଇନ୍କମ୍ | How to Earn Lakhs from Makeup Business | Nilima Das | Career Podcast

ପ୍ରାଇଭେଟରେ ପ୍ରଚୁର ଟଙ୍କା , ବଞ୍ଚିଥିବା ଯାଏଁ ରୋଜଗାର। Career in Pediatrics | MBBS | Career Podcast | OR

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

60 Small Business Machines on Amazon to Make Money

ଭଦ୍ରକରେ ସାପ ଆତଙ୍କ | Odisha Reporter

ନିଜସ୍ବ ବ୍ରାଣ୍ଡ୍ ଲକ୍ଷ ଲକ୍ଷ ରୋଜଗାର || Career Podcast || Career In Fashion Design || Jeet Jagjit || OR

ଚାଷୀଙ୍କୁ ଦୁଇଗୁଣା ଲାଭ ଦେଉଥିବା ବର୍ବରୀ ଓ ଯଖରାନ୍ନା ଛେଳି Barabari and Jakhanna goat farming#Gaotfarming

Odisha CMO File Theft Case: ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ୍ |Notice Issued to Former Chief Secretary

LIVE | ଶ୍ରୀଜଗନ୍ନାଥ ଧାମରୁ ସିଧାପ୍ରସାରଣ | Sandhya Alati,Pataka Lagi ,ShreeJagannath Dham .

ପ୍ରଚୁର ଟଙ୍କା କଷ୍ଟ ପାଠ କାମରେ ଆସିବ ତ ? | Education in Private School | CAREER PODCAST |OR

