MAA MAAHESWARI MANDIR ( ମା ମାହେଶ୍ଵରୀ ମନ୍ଦିର ) PRATISTHA MAHOTSAV , RANISARDA , SUBARNAPUR .
ଜୟ ମା ମାହେଶ୍ଵରୀ🙏🙏🙏🙏 ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ଗ୍ରାମ ସ୍ଥିତ ପ୍ରସିଦ୍ଧ ମା ମାହେଶ୍ବରୀ ଙ୍କ ର ନୂତନ ଭବ୍ୟ ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ଗତ ତା ୨୯.୦୧.୨୦୨୩ ରବିବାର ଦିନ କଳସ ଶୋଭା ଯାତ୍ରା ସହ ମହାସମାରୋହରେ ଆରମ୍ଭ ହୋଇଥିଲା । ଚବିଶ ପ୍ରହର ନାମଯଜ୍ଞ , ପ୍ରବଚନ , ଚଣ୍ଡିପାଠ , ତୁଳସୀ ରାମାୟଣ ପାରାୟଣ , ମହିଷାସୁର ଦରବାର , ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଧାଗୋବିନ୍ଦ ମଠ , ସୁଲେଇ ର ଶ୍ରୀ ଯଶୋଦା ନନ୍ଦନ ବୃନ୍ଦାବନ ଚନ୍ଦ୍ର ଦାସ ମହାରାଜ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଥିଲା | ରାଣୀସର୍ଡା ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା | ରାଣୀସର୍ଡା ଗ୍ରାମ ର ସମସ୍ତ ବାସିନ୍ଦା ଙ୍କ ସହଯୋଗରେ ପ୍ରତିଷ୍ଠା ମହୋତ୍ସବ ସଫଳ ଭାବରେ ଅନୁଷ୍ଠିତ ହୋଇଥିଲା | ତା ୦୫.୦୨.୨୦୨୩ ରବିବାର ଦିନ ପୂର୍ଣ୍ଣାହୁତି ସହ ପ୍ରତିଷ୍ଠା ମହୋତ୍ସବ ର ସମାପନ ହୋଇଥିଲା | This Content Is Copyright To MAA MAAHESWARI CREATION YouTube Channnel . Please LIKE , SUBSCRIBE & SHARE JAI MAA MAAHESWARI CREATION 🙏

कुछ भी करना पर चुलबुल पांडे के चश्मे को हाथ मत लगाना - Salman Khan Dabangg 2 Movie Action Scene

Hasi Delare Due Bahani||Maa Samaleswari Danda Sibtila||Mob-9178602245|| #Raysambalpuri

ତାଲା ଭାଙ୍ଗି ଦେଖିଲି ଛି ଛି କି ଅବସ୍ଥା //ଆପଣ ହିଁ କୁହନ୍ତୁ 🙏

ଆମର ଗାଁ ଡୁଙ୍ଗୁରିପାଲି ମାଟି ରେ ନିର୍ଲିପ୍ତ ହୋଇଯାଇଛି।। ⭕❗⭕।। #lowersuktel #gsdunguripali #jacky_official

Top 10 Odia Jagannath Bhajan 2026 | Sourav Bharadwaj Super Hit Songs

15 Missing Fishermen Rescued Safely After 9 Days, Trawler Found Near Kakdwip

ଧନୀ ଝିଅ ଗରିବ ଘର ବୋହୁ | Dhani jhia gariba ghara bohu || Odia story|odia gapa|gappa

‼️⚠️CHINNA HECHHARIKAA FROM DR. SAAB | Ft. Dr. Vikrant Singh Thakur | Raw Talks With VK

🔴 ብፁዕ አቡነ አብርሃም ስለ ሰሞኑ ውዝግብ የሰጡት ማብራሪያ || በሊቀ ሊቃውንት ስምዓኮነ የጉባኤቤት ተማሪዎች ምርቃት ላያ ያደረጉት አባታዊ መልዕክት

ସୋନପୁର ବୁଢାରଜା ବଳି ଯାତ୍ରା ୨୦୨୫ //SONEPUR BUDHA RAJA BALI YATRA 2025//THE MANOJ OFFICIAL ✨️

البابا شنودة االثالث " طمن ياحبيبي

BANCHHOR PALI LOWER SUKTEL BISTAPIT DEBA DEVI VIDEO ll ବନଛୋର ପାଲି ଗାଁ ଦେବାଦେବୀ ବିସ୍ଥାପିତ ପାର୍ଟ ୧ ।।

Jagannath Puri Story | Krishna's Heart, Jagannath's Soul: A Legendary Journey

ପ୍ରଥମ ଥର ଗିପିଟି ପହଞ୍ଚିଲେ ମାଉସୀ ଶାଶୁ ଘରେ🥰||#family ||@ManasMadhu

କଳସ ଯାତ୍ରା, kalas jatra kutasingha durga puja kamiti

अरे ऊपर देख के चल - मेरे बच्चे मर जाएंगे अगर मैं गिरी तो - Leena ने कहा Sanjeev Kumar से Scene

ស្ដាប់ព្រះធម៌ ជួយរំសាយទុក្ខ គេងលក់ស្ងប់ 🙏🌿សម្ដែងដោយ៖ព្រះវិជ្ជាកោវិទ សាន ភារ៉េត || San Pheareth 2026

Lower Suktel Project Bistapit Anchal । Garjan Village। ଗର୍ଜନ ଗାଁ ବିସ୍ଥାପିତ ଅଞ୍ଚଳ । #sukteldam #bgr

New Season | KBC S16 | Ep.31 | Full Episode | Big B ke saamne is player ki maa ke nikal gaye tears

