ମୁଖ୍ୟମନ୍ତ୍ରୀ ଚୌକି ପାଇଁ ସଜବାଜ | The Quiver News
#ମୁଖ୍ୟମନ୍ତ୍ରୀ_ଚୌକି_ପାଇଁ_ସଜବାଜ ଓଡ଼ିଶା ରାଜନୀତିରେ ଏବେ ଏକ ବଡ଼ ଚର୍ଚ୍ଚା! କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହଠାତ୍ ରାଜ୍ୟ ଭ୍ରମଣ ଏବଂ ବିଭିନ୍ନ ଜିଲ୍ଲାରେ ସମୀକ୍ଷା ବୈଠକକୁ ନେଇ ଅନେକ ପ୍ରଶ୍ନ ଉଠିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସଂଗଠନ ପାଇଁ ମନମୋହନ ସାମଲ ଥିବା ବେଳେ, ଧର୍ମେନ୍ଦ୍ରଙ୍କ ଏହି ସକ୍ରିୟତା ପଛରେ କେଉଁ ନୂଆ ଯୋଜନା ରହିଛି? ଚର୍ଚ୍ଚା ହେଉଛି ଯେ, ଆଗାମୀ ପଞ୍ଚାୟତ ନିର୍ବାଚନକୁ ଆଖିରେ ରଖି ଏବଂ ନିଜ ସମର୍ଥକଙ୍କୁ ଏକଜୁଟ କରି ସେ କାଳେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି। କେନ୍ଦ୍ରୀୟ ରାଜନୀତିର ଚାପ ଏବଂ ରାଜ୍ୟ ରାଜନୀତିର ସମୀକରଣ ଭିତରେ ଧର୍ମେନ୍ଦ୍ରଙ୍କର ଏହି 'ମାଷ୍ଟର ପ୍ଲାନ' କେତେ ସଫଳ ହେବ? #thequiver #thequivernews #OdishaPolitics #DharmendraPradhan #MohanMajhi #BJPOdisha #OdishaNews The Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News! Get Touch With Us! -------------------------- Subscribe "The Quiver News" in YouTube! / @thequivernews Like us in Facebook: / thequiverofficial Follow us in Instagram: / thequivernews Follow us in Twitter: / thequivernews Visit our website: https://thequiver.in/ Follow us in LinkedIn: / thequivernews #thequiver #thequivernews #odishapolitics

ଯୋଗ୍ୟ କଳାକାରଙ୍କୁ ଆୱାର୍ଡ ମିଳୁନି | Exclusive: Manoj Mishra on the Future of Ollywood | Sambad

ଲାଲଜୀଙ୍କ ମାଷ୍ଟର ପ୍ଲାନ ଆଗକୁ...Odisha Congress Holds Crucial PAC Meeting | Lalji Desai | Odia News

10 Hidden Social Rules in Germany Nobody Warns You About!

ଆୟତୁଲ୍ଳା ଖାମେନିଙ୍କ ଶେଷକୃତ୍ୟ ରେ ଅନୁପସ୍ଥିତ ରହିଲେ ପୁଅ ! Mojtaba Khamenei skip father Ayatollah funeral.

Not Against the Government, but a Conspiracy Against the CM | Nirbhay Gumar Katha

ହରିହର ମହାପାତ୍ରଙ୍କୁ ଷ୍ଟୁଡ଼ିଓରେ ଚ୍ୟାଲେଞ୍ଜ ଦେଲେ ମନୋଜ ମିଶ୍ର… | Manoj Mishra's Explosive Reaction |

Avimukteshwaranand (Shankaracharya) On Embezzlement Of Ram Mandir Donations

Suvendu Seeks Judicial Probe, Anti-Corruption Bill; When Will Mohan Act ? | Nirbhay Gumar Katha

ସୌମ୍ଯଙ୍କ ଶେଷ ମେସଜ୍ ଭାଇରାଲ | Balianta Soumya's Last Chat | Balianta News Today | OMM|Odia News

ଶଙ୍ଖ ଭବନ କଥା କହି ଡେଇଁ ପଡ଼ିଲେ ସୁର | Sura Routray | BJD's Sankha Bhawan Canteen | Odisha Reporter

🔴 LIVE 🔥 ବିୟୁଟି ମୃତ୍ୟୁ ମାମଲାରେ ବଡ଼ ଟ୍ୱିଷ୍ଟ! 😳 ଭାଇଙ୍କ ବିସ୍ଫୋରକ ଦାବି – "ମୋ ଭଉଣୀକୁ ହତ୍ୟା କରାଯାଇଛି!" OS

Live: ରାତି ୧୦ର ସବୁଠୁ ବଡ଼ ଖବର | 10 PM News | Rain Alert In Odisha | Gold Price News Today

ସାରାରାଜ୍ୟରେ ଠପ ସ୍ୱାସ୍ଥ୍ୟବସ୍ଥା,ଦାଦାଗିରି ନକରି ଡାକ୍ତରଙ୍କୁ ବୁଝାନ୍ତୁ | Latest Odia News | Samayalive

ସୁଜାତାଙ୍କ ଏଣ୍ଟ୍ରି ପରେ.. Court summons Naveen Patnaik | VK Pandian | sujata karthikeyan | Odia News

Thousands of Errors in School Textbooks Now Govt to Distribute Lakshmi Purana | Nirbhay Gumar Katha

ଫୋକସରେ ଗ୍ରୀନ ଏନର୍ଜି ଜାପାନ ସହ ବଡ ଚୁକ୍ତି | Latest Odia News | Samayalive

कुछ भी करना पर चुलबुल पांडे के चश्मे को हाथ मत लगाना - Salman Khan Dabangg 2 Movie Action Scene

Gen Z: Truth Behind Protests in Bangladesh, Nepal & India | Sanjay Bhardwaj & Pathikrit Payne |EP426

ୟୁଜିରୁ ପିଜି ଲାଗିବନି ଆଡମିଶନ ଫି | Latest Odia News | Samayalive

