JIBI KAHARI THAKU ||ଯିବି କାହାରି ଠାକୁ|| NEW ODIA CHRISTIAN SONG || BY. PASTOR.SITARAM BHATRA || 2026
|| ଯିବି କାହାରି ଠାକୁ || NEW ODIA DEOVOSNAL SONG || BY. PASTOR.SITARAM BHATRA || 2026 Song Credits :- Singer & Lyrics :- Pastor. Sitaram Bhatra Music :- Brother Kangu Nachika Recordist :- Brother Simon Kulesika Special Thanks :- Emmanuel Prayer Centre Nilabadi #jibikaharithaku #odiachristiansong #pssitarambhatrasongs #viralvideo #odiachristiandevosnalsong #S.BMusic Fhull Song Lyrics ତୁମେ ନ ଥିଲେ ମୁଁ ନାହିଁ ହେ ପ୍ରଭୁ ତୁମ ଛଡ଼ା ମୁଁ ଯିବି କାହାରି ଠାକୁ (୨ଥର) ପାପି ଅଟେ ମୁଁ ପ୍ରଭୁ ଦୀନହୀନ ଧୂଳି ମୁଁ ରୋଗୀ ଯେ ମୁଁ ଯୀଶୁ ଅଯୋଗ୍ୟ ମୁଁ ପ୍ରଭୁ (୨ଥର) ଆବରି ନିଅ ହେ ଯୀଶୁ ମୋତେ ମୋ ପ୍ରଭୁ ହେ ଆବରି ନିଅ ହେ ଯୀଶୁ ମୋତେ (୨ଥର) ତୁମେ ନ ଥିଲେ ମୁଁ ନାହିଁ ହେ ପ୍ରଭୁ ତୁମ ଛଡ଼ା ମୁଁ ଯିବି କାହାରି ଠାକୁ (୦) ୧) ମୋ ପରି ଧୂଳିକୁ ମନୁଷ୍ୟରେ ଗଢିଲ ତୁମ ଶ୍ବାସ ଦେଇ ମୋତେ ଜୀବିତ କରିଲ ପାପେ ହୋଜି ଯାଇଥିଲି ଉଧାରିଲ ମୋ ଯୀଶୁ ଧୋଇ ତୁମ ରକତେ ନୁଆ ଜୀବନ ଦେଲ (୨ଥୟ) କ୍ଷମା ଦେଇ ପ୍ରେମ କଲ ମୋତେ ମୋ ପ୍ରଭୁ ହେ କ୍ଷମା ଦେଇ ପ୍ରେମ କଲ ମୋତେ (୨ଥର) ତୁମେ ନ ଥିଲେ ମୁଁ ନାହିଁ ହେ ପ୍ରଭୁ ତୁମ ଛଡ଼ା ମୁଁ ଯିବି କାହାରି ଠାକୁ (୧) ୨) ନିଜ ଲୋକ ଛାଡ଼ିଲେ ବି ଛାଡିଲନି ମୋ ହାତ ଅନାଥର ପ୍ରଭୁ ହୋଇ ସାଜିଲହେ ମୋ ପଥ କାନ୍ଦୁଥିଲି ଏକା ହୋଇ ଏ ଜୀବନ ଗତିରେ ଲୁହ ପୋଛି ଆବରିଲ ପ୍ରଭୁ ତୁମ କଳରେ (୨ଥର) ତୁମେ ହିଁ ତ ମୋ ଜୀବନ ମୋ ପ୍ରଭୁ ହେ ତୁମେ ହିଁ ତ ମୋ ଜୀବନ (୨ଥର) ତୁମେ ନ ଥିଲେ ମୁଁ ନାହିଁ ହେ ପ୍ରଭୁ ତୁମ ଛଡ଼ା ମୁଁ ଯିବି କାହାରି ଠାକୁ.....

ପ୍ରଧାନ ପାପୀ ମୁଁ //PRADHANO PAPI MU//PS SITARAM BHATRA//2026

||ଶେଷ ଦିନର ପ୍ରସ୍ତୁତି ସଭା||UPERGADALA, DASMANTPUR, SPEAKER.REV.SITARAM BHATRA -2026

𝗗𝗛𝗔𝗡𝗬𝗔𝗕𝗔𝗗 𝗚𝗛𝗘𝗡𝗔 𝗣𝗥𝗔𝗕𝗛𝗨(ଧନ୍ୟବାଦ ଘେନ ପ୍ରଭୁ )𝗢𝗱𝗶𝗮 𝗖𝗵𝗿𝗶𝘀𝘁𝗶𝗮𝗻 𝗝𝗲𝘀𝘂𝘀 𝗦𝗼𝗻𝗴✝️🙏❤️

Dayamaya

This Song Will Give You Peace 🙏 | ସବୁ ସୁଖ ଭରା | Odia Christian Song | Mitan Kumar#OdiaChristianSong

PAPA SAVAEP1436:INDYO YUZUYE KWA NDIMBATI!BY NIYITEGE Gratien(Rwandan Comedy)

PASTOR.SITARAM BHATRA | କିପରି ଯୀଶୁଙ୍କ ନିକଟରେ ଆସିଲେ ତାହା ସାକ୍ଷ ପ୍ରଦାନ କଲେ | TESTIMONY |

16 ତମ ଛାତ୍ର ଛାତ୍ରୀ ସଭା ବାଦୁଆ ଏରିଆ କଣ୍ଟେଇପଲ୍ଲୀ ମଣ୍ଡଳୀ l

AMULYA PREMA ||ଅମୂଲ୍ୟ ପ୍ରେମ|| PREMA KALA ll HUMAN SAGAR NEW CHRISTIAN SONG |||FIRST LOVE CREATION||

ଚାଲାକି ଖ୍ରୀଷ୍ଟିୟାନ୍//Daringibadi Meeting Message By Pastor Sitaram Bhatra-2026#shortmessage

KEMTI BHULIBI SE PREMA (କେମିତି ଭୁଲିବି ସେ ପ୍ରେମ) | OFFCIAL STUDIO VERSION | HUMANE SAGAR | S.D MUSIC|

ମତ୍ ଲବି ଦୁନିଆ / MATLABI DUNIA /କୋରାପୁଟିଆ ଖ୍ରୀଷ୍ଟିୟ ଭକ୍ତି ସଙ୍ଗୀତ / Present by Pratap sethia official

ପ୍ରେମ ସମ୍ବନ୍ଧୀୟ ଅତି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା..Youth Odia Message..Stephen Lima..S Konga Bersheba Church

ହେ ସଦାପ୍ରଭୁ, ମୋ ଉପରେ ଦୟା କର#song #ଓଡ଼ିଆଭକ୍ତି #christian

Humane Sagar's first Christian Koraputia Song || HALLELUJAH PADE SUN ହାଲ୍ଲେଲୁୟା ପଦେ ଶୁନ୍|| 2024-25

ଅନ୍ତିମ କାଳର ପ୍ରସ୍ତୁତି ସଭା//Upergadala, Girliguma, Dasmantpur, Speaker:-Rev.Sitaram Bhatra-2026

Bible Question Answers - part 32

//One Day Gospel Metting Lanjigad//Message By Pastor Sitaram Bhatra #@SBMusic #pssitarambhatra

