ମୂର୍ଚ୍ଛାରୋଗ - କାହିଁକି ହୁଏ? | Dr Subhransu Sekhar Jena on Epilepsy (Fits) in Odia | Causes, Treatment
#Epilepsy #DoctorAdvice #OdiaHealthTips ମୂର୍ଚ୍ଛାରୋଗ ବା ଅପସ୍ମାର ବାତ ହେଉଛି ଏକ ମସ୍ତିଷ୍କଜନିତ ସ୍ନାୟୁଗତ ରୋଗ। ହେଲେ ଆଜି ବି ମୂର୍ଚ୍ଛାରୋଗକୁ ନେଇ ଆମ ସମାଜରେ ଅନେକ ଅନ୍ଧବିଶ୍ୱାସ ରହିଛି। ଆମ ମସ୍ତିଷ୍କର କୋଷିକାଗୁଡ଼ିକ ଏକ ପ୍ରକାରର ଇଲେକ୍ଟ୍ରିକ୍ କରେଣ୍ଟ ଜରିଆରେ କାମ କରନ୍ତି। ଏହି କରେଣ୍ଟ ନିୟନ୍ତ୍ରଣ ବାହାରକୁ ଚାଲିଗଲେ ମସ୍ତିଷ୍କରେ ଏକ ଝଡ଼ ସୃଷ୍ଟି କରେ। ଫଳରେ ବ୍ୟକ୍ତିଜଣକ ଥରି ଥରି ତଳେ ପଡ଼ିଯାଏ। ଏଭଳି ଲଗାତାର ହେବାକୁ ମୁର୍ଚ୍ଛାରୋଗ ବା ଅପସ୍ମାର ବାତ ବୋଲି କୁହାଯାଏ। ମୂର୍ଚ୍ଛାରୋଗ ବା ଅପସ୍ମାର ବାତ ହେବାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଶୁଭ୍ରାଂଶୁ ଶେଖର ଜେନା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଭିଡିଓଟିକୁ ଲାଇକ୍ ଓ ସେୟାର କରନ୍ତୁ। ଏହି ଭିଡ଼ିଓରେ ରହିଛି, ମୂର୍ଚ୍ଛାରୋଗ ବା ଅପସ୍ମାର ବାତ କ’ଣ? (0:00) ମୂର୍ଚ୍ଛାରୋଗର ପ୍ରକାର ଓ ଲକ୍ଷଣ (1:19) ମୂର୍ଚ୍ଛାରୋଗକୁ ନେଇ ଅନ୍ଧବିଶ୍ୱାସ (2:47) ମୂର୍ଚ୍ଛାରୋଗ ହେଲେ କ’ଣ କରିବେ? (3:43) ମୂର୍ଚ୍ଛାରୋଗର ଚିକିତ୍ସା (4:53) ମୂର୍ଚ୍ଛାରୋଗୀ ପାଇଁ ସତର୍କତା (5:43) ଅନ୍ଧବିଶ୍ୱାସରୁ ଦୂରେଇ ରହନ୍ତୁ (6:50) Epilepsy is a neurological disorder. But even today, there is a lot of superstition in our society about epilepsy. The cells in our brain work through a kind of electric current. When this current goes out of control, it creates a storm in the brain. As a result, the individual trembles and falls to the ground. This recurrence is called epilepsy. Let's find out what Neurologist Dr Shubhransu Sekhar Jena, has to say about the Causes, Symptoms and Treatment of Epilepsy. Like and share the video. In this video, What is Epilepsy? (0:00) Types and symptoms of Epilepsy (1:19) Superstitions about Epilepsy (2:47) What to do if you have Epilepsy? (3:43) Treatment of Epilepsy (4:53) Protection against Epilepsy (5:43) Stay away from superstitions (6:50) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ। Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!

ମୂର୍ଚ୍ଛା ବା ଫିଟ୍ସ ମାରେ କାହିଁକି? | Dr Subhransu Sekhar Jena on Epilepsy (Fits) in Odia | Seizures

EPILEPSY & TREATMENT || Fit Rahu Odisha || Prof. (Dr) Srikanta Kumar Sahoo (Neurologist)

Epilepsy || Dr Santosh Kumar Dash || Kalinga Supravat || KalingaTV

Brain Tumor : Types, Symptoms & Treatment | Dr. Biswaranjan Nayak | Swasthya Sambad | Odisha

Morning Stroke WARNING! Spot These Signs the Moment You Wake Up — It Can Save a Life!

ଥାଲାସେମିଆ କଣ? What Is Thalassemia In Odia #thalassemia #anemia #odiavlog

କଳିଙ୍ଗ ସୁପ୍ରଭାତ || All You Need To Know About 'Epilepsy' || 20 November 2021 || Kalinga TV

Doctor Doctor | Epilepsy in Children: Symptoms, Causes, Diagnosis, Treatment

Mitare Mita | Audio Jukebox | Odia Movie Song | Arindam Roy | Namrata Thapa #pabitraentertainment

How to Relieve TMJ Pain at Home | 30 SECOND RELIEF

ଛୋଟ ପିଲାକୁ ଫିଟ୍ସ ମାରିଲେ କ’ଣ କରିବେ? | Epilepsy in Children (in Odia) | Dr Arakhita Swain

ପ୍ରତି କଥାରେ ରାଗି ଯାଉଛନ୍ତି କି, ଆପଣାନ୍ତୁ ଏହି ଉପାୟ | How to control Anger? in Odia | Dr Sambeet Patra

Nervous System Regulation (999 Hz) | 1 hour handpan music | Malte Marten

ମୁଣ୍ଡ ବୁଲାଉଛି କି! ଜାଣନ୍ତୁ କାରଣ ଓ ଚିକିତ୍ସା | Dr Swarup Bikash Mishra on Vertigo in Odia | Treatment

91 Year-Old Grandmother Living Alone In A Mountain Village Forgotten By The World

Stress & Anxiety Release (999 Hz) | 1 hour handpan music | Malte Marten

Podcast With Prof Dr Maya Gantayat ||Health Awareness In Odia On Epilepsy In Details ||

ପିଲା କୁ Fits (ବାତ) ମାରିଲେ କଣ କରିବେ..|| How to manage fits in kids.|| MITHA SYRUP|| DR G M SATPATHY

Fit Disease - Symptoms, Causes & Traetment

