ସୁଭଦ୍ରା ଟଙ୍କା ତାରିଖ ଘୋଷଣା | Subhadra Yojana 5th Installment Date | Subhadra Yojana New Update

ସୁଭଦ୍ରା ଟଙ୍କା ତାରିଖ ଘୋଷଣା | Subhadra Yojana 5th Instalment Date | Subhadra Yojana New Update ରକ୍ଷା ବନ୍ଧନରେ ପଞ୍ଚମ କିସ୍ତି ମିଳିବ। ଏହା ପୂର୍ବରୁ ୨୦୨୬-୨୦୨୭ ବର୍ଷରେ ନୂଆ ୩ ଲକ୍ଷ ୧୭ ହଜାର ୯୬୬ ଆବେଦନ ପହଞ୍ଚିଛି। ଫିଲ୍ଡ ଭେରିଫିକେଶନ ସହ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ସମୀକ୍ଷା ହୋଇଛି। ଜୁଲାଇ ୨୫ ସୁଦ୍ଧା ଫିଲ୍ଡ ଯାଞ୍ଚ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। Non biometri ekyc ୨୮ ହଜାର ହିତାଧିକାରୀ ଅଛନ୍ତି। ସୁଭଦ୍ରା ପୋର୍ଟାଲ ରେ ଯେଉଁ ମାନଙ୍କର Non biometri ekyc ଦେଖାଉଛି ଜୁଲାଇ ପୂର୍ବରୁ ସେମାନେ ଜନସେବା କେନ୍ଦ୍ରକୁ ଯାଇ କରାଇ ନିଅନ୍ତୁ। ଯାହାର ଅଧିକ ଜମି ଅଛି ବୋଲି ସମସ୍ୟା ରହିଛି କିମ୍ବା ଇନକମ ଟ୍ୟାକ୍ସ ନେଇ କିଛି ଅଭିଯୋଗ ଯୋଗୁ ବ୍ଲକ୍ ହୋଇ ରହିଛି ସେମାନେ ଫିଲ୍ଡ ଭେରିଫିକେସନ ବେଳେ ଜଣାନ୍ତୁ। ଯିଏ ଯୋଗ୍ୟ ହିତାଧିକାରୀ ଆରମ୍ଭରୁ ଯଦି ପାଇ ନାହାନ୍ତି ସେମାନଙ୍କୁ ଏକ କାଳୀନ ସବୁ କିସ୍ତି ମିଳିବ।ଶେଷ ହିତାଧିକାରୀଙ୍କୁ ଟଙ୍କା ମିଳିବା ପର୍ଯ୍ୟନ୍ତ ଏହି ପ୍ରୟାସ ଜାରି ରହିବ। Big news for all beneficiaries of the Subhadra Yojana in Odisha! The Government of Odisha has announced that the upcoming 5th installment of the Subhadra Yojana will be directly credited to the bank accounts of all eligible women on the auspicious occasion of Raksha Bandhan 2026. Ahead of this mega disbursement, a high-level review meeting was conducted as the state portal received a staggering 3,17,966 fresh applications for the financial year 2026-2027. To maintain complete transparency, the department has issued strict orders to complete all on-ground field verifications by July 25. Currently, there are over 28,000 beneficiaries whose applications are stuck due to incomplete 'Non-Biometric e-KYC'. If your Subhadra portal status shows a "Non-Biometric eKYC" error, you must visit your nearest Common Service Centre (CSC) / Jana Seva Kendra before the end of July to complete your face authentication or biometric verification. . #SubhadraYojana #SubhadraYojanaUpdate #5thInstallment #Raksha BandhanGift #JanaSevaKendra #BiometriceKYC #FieldVerification #OdishaWelfareSchemes #News18Odia #OdiaNews #BreakingNews #News18Odia #OdiaNews #odishanews #oriyanews #breakingnews #weathernews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_BJ

Hun To Bolish | હું તો બોલીશ | ખાડીપૂરનો સ્વીકાર | ABP Asmita
▶︎

Hun To Bolish | હું તો બોલીશ | ખાડીપૂરનો સ્વીકાર | ABP Asmita

ହୋଟେଲ ଦର ୩ ଗୁଣା ବଢ଼ିଲା! Puri Hotel Prices Soar Before Rath Yatra 2026 | Online Hotel Book |Odia News
▶︎

ହୋଟେଲ ଦର ୩ ଗୁଣା ବଢ଼ିଲା! Puri Hotel Prices Soar Before Rath Yatra 2026 | Online Hotel Book |Odia News

୪୦ ହଜାର କୋଟିର ସମ୍ପତ୍ତି, ୪୦ ବର୍ଷର ଲଢ଼େଇ ! ସିନ୍ଧିଆ ପରିବାରର ‘ଗେମ୍ ଅଫ୍ ଥ୍ରୋନ୍ସ’,  ରାଜପ୍ରାସାଦରୁ କୋର୍ଟ
▶︎

୪୦ ହଜାର କୋଟିର ସମ୍ପତ୍ତି, ୪୦ ବର୍ଷର ଲଢ଼େଇ ! ସିନ୍ଧିଆ ପରିବାରର ‘ଗେମ୍ ଅଫ୍ ଥ୍ରୋନ୍ସ’, ରାଜପ୍ରାସାଦରୁ କୋର୍ଟ

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma
▶︎

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Australian PM Stunned by Modi’s Popularity | ಆಸ್ಟ್ರೇಲಿಯಾದಲ್ಲಿ ಮೋದಿ ಕ್ರೇಜ್! | N18G
▶︎

Australian PM Stunned by Modi’s Popularity | ಆಸ್ಟ್ರೇಲಿಯಾದಲ್ಲಿ ಮೋದಿ ಕ್ರೇಜ್! | N18G

LIVE: Parliament Monsoon Session 2026: Delimitation Bill & Women's Reservation Bill Back on Agenda?
▶︎

LIVE: Parliament Monsoon Session 2026: Delimitation Bill & Women's Reservation Bill Back on Agenda?

ସମସ୍ତେ ବନିପାରିବେ କୋଟିପତି। How To Become a Richest Person| Money saving tips | N18P |Odia News
▶︎

ସମସ୍ତେ ବନିପାରିବେ କୋଟିପତି। How To Become a Richest Person| Money saving tips | N18P |Odia News

MAHABITARKA || ମହାବିତର୍କ || ଭତ୍ତା ଗଡ଼ବଡ଼ କାହିଁକି ? || Pending Old Age Allowances || PrameyaNews7
▶︎

MAHABITARKA || ମହାବିତର୍କ || ଭତ୍ତା ଗଡ଼ବଡ଼ କାହିଁକି ? || Pending Old Age Allowances || PrameyaNews7

ପିଆଜ କିଲୋ ୧୦୦ ଟଙ୍କା ଟପିବ? Onion Price Hike in Odisha | Price Hike Reason in Odisha
▶︎

ପିଆଜ କିଲୋ ୧୦୦ ଟଙ୍କା ଟପିବ? Onion Price Hike in Odisha | Price Hike Reason in Odisha

ମରୁମରୁ ବଞ୍ଚିଗଲେ ଟ୍ରମ୍ପ | Iran Planned To Kill Donald Trump? Israel Warns US Odia News N18G
▶︎

ମରୁମରୁ ବଞ୍ଚିଗଲେ ଟ୍ରମ୍ପ | Iran Planned To Kill Donald Trump? Israel Warns US Odia News N18G

🔴 Live News Today | Nandighosha National @ 2PM | Big Stories of the Day | Odia News | NandighoshaTV
▶︎

🔴 Live News Today | Nandighosha National @ 2PM | Big Stories of the Day | Odia News | NandighoshaTV

Live: ସକାଳ ୭ର ବଡ଼ ଖବର | 7AM News | Odisha Rain Alert | Odisha Rain Update | Low Pressure Odisha
▶︎

Live: ସକାଳ ୭ର ବଡ଼ ଖବର | 7AM News | Odisha Rain Alert | Odisha Rain Update | Low Pressure Odisha

କେବେ ହେବ ନିର୍ବାଚନ ? Odisha Panchayat Election 2027 | Odisha Voter List | Panchayat Poll Updates
▶︎

କେବେ ହେବ ନିର୍ବାଚନ ? Odisha Panchayat Election 2027 | Odisha Voter List | Panchayat Poll Updates

ବିବାହକୁ ନବୀନ ଗଲେନି, ଖଗା ସ୍ତ୍ରୀକୁ ନେଇ ଆସୁଛନ୍ତି ନବୀନ ପଟ୍ଟନାୟକ ଙ୍କ ପାଖକୁ  I
▶︎

ବିବାହକୁ ନବୀନ ଗଲେନି, ଖଗା ସ୍ତ୍ରୀକୁ ନେଇ ଆସୁଛନ୍ତି ନବୀନ ପଟ୍ଟନାୟକ ଙ୍କ ପାଖକୁ I

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha
▶︎

ଖୁଡ଼ିକୁ ପ୍ରେମ କରି ଫସିଲା ପୁତୁରା! ଦାଦା ଆଇସିୟୁରେ, ଥାନା ଘେରାଉ | Knews Odisha

ଏତେ ବଢ଼ିଗଲା ପିଆଜ ଦର! Onion Price Hike in Odisha | Rain & Supply Disruption | Price Hike | Odia News
▶︎

ଏତେ ବଢ଼ିଗଲା ପିଆଜ ଦର! Onion Price Hike in Odisha | Rain & Supply Disruption | Price Hike | Odia News

Kannada News | ಇಂದಿನ ಪ್ರಮುಖ ಸುದ್ದಿಗಳು (09-07-26) | DK Shivakumar | HD Kumaraswamy | Karnataka TV
▶︎

Kannada News | ಇಂದಿನ ಪ್ರಮುಖ ಸುದ್ದಿಗಳು (09-07-26) | DK Shivakumar | HD Kumaraswamy | Karnataka TV

IIC  ବିଉଟି ମହାନ୍ତି ମୃ-ତ୍ୟୁ ମାମଲାରେ ବଡ ଟ୍ଵିଷ୍ଟ,ପାହାଳ ଥାନାରୁ ଚାଉଳିଆଗଞ୍ଜ ଥାନାକୁ  ଯାଉଥିଲେ ଏହି ପୋଲିସ !
▶︎

IIC ବିଉଟି ମହାନ୍ତି ମୃ-ତ୍ୟୁ ମାମଲାରେ ବଡ ଟ୍ଵିଷ୍ଟ,ପାହାଳ ଥାନାରୁ ଚାଉଳିଆଗଞ୍ଜ ଥାନାକୁ ଯାଉଥିଲେ ଏହି ପୋଲିସ !

₹700 Crore Works Dept Scam: Take, Eat, Share | Nirbhay Gumar Katha
▶︎

₹700 Crore Works Dept Scam: Take, Eat, Share | Nirbhay Gumar Katha

ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ଛାଡ଼ି | KG to PG Free Education | Confusion Over +2 Admission Fees
▶︎

ଛାତ୍ରଛାତ୍ରୀଙ୍କ ପାଇଁ ଟଙ୍କା ଛାଡ଼ି | KG to PG Free Education | Confusion Over +2 Admission Fees