ମୁଣ୍ଡ ବୁଲେଇବା ବା ଭର୍ଟିଗୋ ରୋଗର ସଫଳ ଚିକିତ୍ସା Best Treatment For Vertigo or Dizziness Dr Akhila Panda

ବସିଥିବା ବେଳେ କିମ୍ବା ବସିକରି ବା ଶୋଇକରି ଉଠିବା ପରେ ମୁଣ୍ଡ ବୁଲେଇବା (ଭର୍ଟିଗୋ/ vertigo) ନାମ ଦିଆଯାଏ ଯେତେବେଳେ ଚାରିପାଖର ଦୃଶ୍ୟ ବୁଲିବାଭଳି ଲାଗେ କିନ୍ତୁ ପ୍ରକୃତରେ ସେମାନେ ସ୍ଥିର ଥାଆନ୍ତି । ଏହା ବୁଲିବାଭଳି ବା ହଲିବାଭଳି ଅନୁଭବ ହୁଏ ବେଳେ ବେଳେ ବସିଥିବା ସ୍ଥାନର ଚାରି ପାଖ ବୁଲିବା ଭଳି ଲାଗେ। ନିଜ ଉପରେ ନିୟନ୍ତ୍ରଣ ରହେନାହିଁ। ମୁଣ୍ଡକୁ କିଛି ସମୟ ହାତରେ ଚିପି ଧରିଲେ ସାମାନ୍ୟ ସୁସ୍ଥ ଲାଗେ। ଏ ପରି ସମସ୍ୟା ସହ ଶାରୀରିକ ଦୁର୍ବଳତା ଓ ବାନ୍ତି ହେଲେ ଭର୍ଟିଗୋରେ ପୀଡ଼ିତ ହୋଇପାରନ୍ତି। ଅଧିକ ଝାଳ ବୋହିବା, ଝାପସା ଦିଶିବା, ବେକ ମୂଳ ବ୍ୟଥା, ବସିବା ଜାଗାରୁ ଉଠିବା କ୍ଷଣି ମୁଣ୍ଡ ବୁଲାଇବା ଆଦି ଭର୍ଟିଗୋର ଲକ୍ଷଣ। ଏହା ଦ୍ୱାରା ଆକ୍ରାନ୍ତ ହେଲେ ଶ୍ରବଣ ଶକ୍ତି କମିବାର ଆଶଙ୍କା ଥାଏ। ଶବ୍ଦ ଉଚ୍ଚାରଣରେ ଅସୁବିଧା ହୋଇପାରେ। ଦୀର୍ଘକାଳୀନ ମୁଣ୍ଡ ବ୍ୟଥା, ମସ୍ତିଷ୍କ ଆବୁ, କିଛି ଔଷଧର ପାର୍ଶ୍ୱ ପ୍ରତିକ୍ରିୟା, ମୁଣ୍ଡରେ ଶକ୍ତ ଆଘାତ କାରଣରୁ ମଧ୍ୟ ଭର୍ଟିଗୋରେ ଆକ୍ରାନ୍ତ ହୋଇପାରନ୍ତି। ଯନ୍ତ୍ରଣାବିହୀନ ମୁଣ୍ଡ ବେଆରାମ (dizziness) ରୋଗମାନଙ୍କ ମଧ୍ୟରେ ଏହି ରୋଗ ଅତି ସାଧାରଣ । ତେବେ କଣ ଏହି ଭର୍ଟିଗୋ ରୋଗ , କ’ଣ ଏହାର ଲକ୍ଷଣ ଓ ଏହାର ସଫଳ ଚିକିତ୍ସା ପଦ୍ଧତି ଜାଣନ୍ତୁ ଡାକ୍ତର ଅଖିଳ ପଣ୍ଡା ଙ୍କଠାରୁ Watch the Exclusive Interview on " Vertigo" - Suffering Vertigo or Dizziness " Know What is the Best Treatment for Vertigo from Odisha's Senior and Renowned Neurologist Dr. Akhila Panda // ମୁଣ୍ଡ ବୁଲେଇବା ବା ଭର୍ଟିଗୋ ରୋଗର ସଫଳ ଚିକିତ୍ସା // ପରାମର୍ଶ ଦେଉଛନ୍ତି ଓଡ଼ିଶାର ଅଭିଜ୍ଞ ଏବଂ ବରିଷ୍ଠ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅଖିଳ ପଣ୍ଡା // क्या है वर्टिगो , कारण, लक्षण , इलाज ? // ভার্দিগোতে ভুগছেন "জেনে নিন ওড়িশার সিনিয়র এবং প্রখ্যাত নিউরোলজিস্ট ডাঃ আখিল পান্ডার কাছ থেকে ভার্টিগোয়ের সেরা চিকিত্সা কী? // पीड़ित वर्टिगो "ओडिशा के वरिष्ठ और प्रसिद्ध न्यूरोलॉजिस्ट डॉ। अखिल पांडा से वर्टिगो के लिए सबसे अच्छा इलाज क्या है In this Interview Dr. Akhila Panda will describe the Common Question Related to Vertigo a Like - : 1. What can trigger vertigo? 2. What are the 10 signs of vertigo? 3. How do you stop vertigo? 4. How long can vertigo last? 5. Will vertigo go away by itself? 6. How do you get rid of vertigo naturally? 7. What is best medicine for vertigo? 8. What foods should you avoid with vertigo? 9. What are the 3 types of vertigo? 10. Is Vertigo a sign of a stroke? 11. Can Vertigo be a sign of something more serious? 12. Is Vertigo a permanent? Precaution For Health ଦ୍ବାରା ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲ ଲାଗିଥାଏ ତେବେ ଆମ channel କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ " Precaution For Health " ର YouTube Channelକୁ Subscribe କରନ୍ତୁ ଓ Bell ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I About Us -: Odisha's 1st Health Web Channel "Precaution For Health" provides the most accurate, trustworthy health, fitness, and wellness advice with a healthy dose of attitude. All content is backed by leading doctors and experts in the field of health and wellness. Our focus is on giving you solid health advice packaged in sleek, easy to consume, well-produced videos. We cut the jargon and dish out real advice. #AMRI #NeumedNeurologyClinic #PrecautionForHealth #HealthTips #OdiaHealthTips #DoctorAdvice #Vertigo #NeuroProblem #ଭର୍ଟିଗୋ #ମୁଣ୍ଡବୁଲେଇବା #वर्टिगो

ଭର୍ଟିଗୋ ସମସ୍ଯା କ'ଣ ଓ ଏହାର ନିରାକରଣ କେମିତି କରିବେ ?Vertigo Reason And Treatment |My Doctor News18 Odia
▶︎

ଭର୍ଟିଗୋ ସମସ୍ଯା କ'ଣ ଓ ଏହାର ନିରାକରଣ କେମିତି କରିବେ ?Vertigo Reason And Treatment |My Doctor News18 Odia

Kalinga Supravat || Vertigo: Causes, Symptoms And Treatment || KalingaTV
▶︎

Kalinga Supravat || Vertigo: Causes, Symptoms And Treatment || KalingaTV

ନିୟମିତ ମାଇଗ୍ରେନ୍ ଜନିତ ମୁଣ୍ଡବ୍ୟଥା ବା ଅର୍ଦ୍ଧ କପାଳୀ ହେଉଛି କି  Migraine Related Headache Dr Akhila Panda
▶︎

ନିୟମିତ ମାଇଗ୍ରେନ୍ ଜନିତ ମୁଣ୍ଡବ୍ୟଥା ବା ଅର୍ଦ୍ଧ କପାଳୀ ହେଉଛି କି Migraine Related Headache Dr Akhila Panda

DOCTOR DOCTOR-Dizziness Causes & Remedies
▶︎

DOCTOR DOCTOR-Dizziness Causes & Remedies

ଥାଇରଏଡ୍ ସମସ୍ୟାର ସଠିକ ଚିକିତ୍ସା ଖାଦ୍ୟପେୟ ଓ ଜୀବନଶୈଳୀ Best Treatment For Thyroid Problem Dr. Sambit Das
▶︎

ଥାଇରଏଡ୍ ସମସ୍ୟାର ସଠିକ ଚିକିତ୍ସା ଖାଦ୍ୟପେୟ ଓ ଜୀବନଶୈଳୀ Best Treatment For Thyroid Problem Dr. Sambit Das

Stay Fit | Know What are the Symptoms of Vertigo
▶︎

Stay Fit | Know What are the Symptoms of Vertigo

Happy old age of an elderly couple far from civilization. Apricot season
▶︎

Happy old age of an elderly couple far from civilization. Apricot season

ମୁଣ୍ଡ ବୁଲାଉଛି କି! ଜାଣନ୍ତୁ କାରଣ ଓ ଚିକିତ୍ସା | Dr Swarup Bikash Mishra on Vertigo in Odia | Treatment
▶︎

ମୁଣ୍ଡ ବୁଲାଉଛି କି! ଜାଣନ୍ତୁ କାରଣ ଓ ଚିକିତ୍ସା | Dr Swarup Bikash Mishra on Vertigo in Odia | Treatment

Aarogya: What Is Depression? What Are Its Causes And How Can It Be Treated?
▶︎

Aarogya: What Is Depression? What Are Its Causes And How Can It Be Treated?

ପାର୍କିନସନ ବା ହାତ ଗୋଡ଼ ଥରୁଥିଲେ କିଭଳି କରିବେ ଚିକିତ୍ସା Treatment for  Parkinson disease Dr Akhila Panda
▶︎

ପାର୍କିନସନ ବା ହାତ ଗୋଡ଼ ଥରୁଥିଲେ କିଭଳି କରିବେ ଚିକିତ୍ସା Treatment for Parkinson disease Dr Akhila Panda

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained
▶︎

ସ୍ନାୟୁଗତ ରୋଗ ଲକ୍ଷଣ ଓ ସମାଧାନ...Neurological Problems and Treatment | Brain & Nerve Health Explained

Know The Causes Of Dizziness In Odia ||Advice ||Prof Dr RN Sahoo ||Eminent Neurologist ||Tips ||
▶︎

Know The Causes Of Dizziness In Odia ||Advice ||Prof Dr RN Sahoo ||Eminent Neurologist ||Tips ||

କିଡନୀ ରୋଗୀଙ୍କ ଖାଦ୍ୟପେୟ : କ'ଣ ଖାଇବେ ଓ କ'ଣ ଖାଇବା ମନା | Best Diet Chart for Kidney Patients in Odia
▶︎

କିଡନୀ ରୋଗୀଙ୍କ ଖାଦ୍ୟପେୟ : କ'ଣ ଖାଇବେ ଓ କ'ଣ ଖାଇବା ମନା | Best Diet Chart for Kidney Patients in Odia

ବ୍ଲଡ୍‌ ପ୍ରେସର ଅଛି କି? ନିଶ୍ଚୟ ଦେଖନ୍ତୁ..News18 Odia Podcast with Dr. Maya Gantayet | Manas Dash
▶︎

ବ୍ଲଡ୍‌ ପ୍ରେସର ଅଛି କି? ନିଶ୍ଚୟ ଦେଖନ୍ତୁ..News18 Odia Podcast with Dr. Maya Gantayet | Manas Dash

SWASTHYA SUTRA | How Do ENT's Treat Vertigo? NandighoshaTV
▶︎

SWASTHYA SUTRA | How Do ENT's Treat Vertigo? NandighoshaTV

SWASTHYA SUTRA | Vertigo: Causes, Symptoms, and Treatment | NandighoshaTV
▶︎

SWASTHYA SUTRA | Vertigo: Causes, Symptoms, and Treatment | NandighoshaTV

ବାରମ୍ବାର ମୁଣ୍ଡ ବୁଲାଉଛି କି ? ଘରେ କରନ୍ତୁ ଏହି ଏକ୍ସରସାଇଜ | #Vertigo Treatment Without Medicine
▶︎

ବାରମ୍ବାର ମୁଣ୍ଡ ବୁଲାଉଛି କି ? ଘରେ କରନ୍ତୁ ଏହି ଏକ୍ସରସାଇଜ | #Vertigo Treatment Without Medicine

Benign Paroxysmal Positional Vertigo, BPPV Exercises, Vertigo Treatment, Epley Maneuver, Dizziness
▶︎

Benign Paroxysmal Positional Vertigo, BPPV Exercises, Vertigo Treatment, Epley Maneuver, Dizziness

DOCTOR'S TIPS | ମୁଣ୍ଡ ବୁଲାଉଥିଲେ ସାବଧାନ ! | VERTIGO & TREATMENT | Dr. Akhila Kumar Panda, Neurologist
▶︎

DOCTOR'S TIPS | ମୁଣ୍ଡ ବୁଲାଉଥିଲେ ସାବଧାନ ! | VERTIGO & TREATMENT | Dr. Akhila Kumar Panda, Neurologist

କେମିତି ଜାଣିବେ ହୋଇଛି ବ୍ରେନ ଟ୍ୟୁମର | Brain tumor - Symptoms and causes | Odia News News18 odia
▶︎

କେମିତି ଜାଣିବେ ହୋଇଛି ବ୍ରେନ ଟ୍ୟୁମର | Brain tumor - Symptoms and causes | Odia News News18 odia