ମହିମା ହେଉ ତୁମର || Mahima Heu Tumara || Kimat Pani || Studio Version
ମହିମା ହେଉ ତୁମର || Mahima Heu Tumara || Kimat Pani || Studio Version ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ନମସ୍କାର ପ୍ରଭୁଙ୍କ ଅନୁଗ୍ରହ ସକାଶେ ଗୀତ ମାଧ୍ୟମରେ ପ୍ରଭୁଙ୍କର ସୁସମାଚାର ପ୍ରଚାର କରିବା ନିମିତ୍ତ ଏବଂ ପ୍ରଭୁଙ୍କର ଗୌରବ ଓ ପ୍ରଶଂସା ଉଦ୍ଦେଶ୍ୟରେ Kimat Music Official ଦ୍ୱାରା ଏକ ଭିନ୍ନ ଧରଣର ଓ ଏକ ଭିନ୍ନ ସ୍ୱାଦର ନୂଆ ମନଛୁଆଁ ଗୀତର Full Hd Video ନେଇକି ଆସୁଛୁ। ପ୍ରଭୁଙ୍କର ଗୌରବ ପାଇଁ ଗୀତ ଶୁଣନ୍ତୁ ଏବଂ ପ୍ରଭୁଙ୍କର ସାନିଧ୍ୟକୁ ଉପଲବ୍ଧି କରନ୍ତୁ। ଆଶା କରୁଛୁ ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେବା ସହିତ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନଙ୍କର ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ନିଶ୍ଚୟ ସହାୟକ ହେବ। ଗୀତଟି ଆପଣ ମାନଙ୍କ ଦ୍ଵାରା ଆଦୃତ ଲାଭ କଲେ ଆମର ପରିଶ୍ରମ ସାର୍ଥକ ହେବ। Praise The Lord. i.. Kimat Music Official ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର । ଯୀଶୁଙ୍କ ମହିମା ଉପଲକ୍ଷେ Kimat Pani ଙ୍କ କଣ୍ଠଦାନରେ Kimat Music Official ତରଫରୁ ତାଙ୍କ କଣ୍ଠରୁ ଭେଟି ଦେଉଛୁ " ମହିମା ହେଉ ତୁମର" ନାମକ ଏକ ଭିନ୍ନ ସ୍ୱାଦର ନୂତନ ଖ୍ରୀଷ୍ଟୀୟ ଭକ୍ତି ଗୀତ । Promo ମୁକ୍ତିଲାଭ ହୋଇଅଛି #morapapapolagi #odiachristiansong #Goodfriday #SpecialOdia #Devotinal #christiansongscollection #humansagar #sadsong #humansagarsadsong ⚠ ANTI-PIRACY WARNING This content is copyright of Kimat Music Official. Any unauthorized reproduction, redistribution, or reupload is strictly prohibited. Legal action will be taken against copyright violators.

SESA SUJOGA | ଶେଷ ସୁଯୋଗ | ଶେଷ ଘଣ୍ଟି 2 | NEW ODIA CHRISTIAN QAWALI SONG | BALIA LIMA | AMIT BADANAYAK

ପାରଦୀଶ ବର୍ତ୍ତମାନ କେଉଁ ସ୍ଥାନରେ ଅଛି? | Message By : Dr.Nahasan Anand | New Revelation Message |

Tumari Rajya Asu | ତୁମରି ରାଜ୍ୟ ଆସୁ | Prarthana Ama Pade Tuma | ପ୍ରାର୍ଥନା ଆମ ପଦେତୁମ | Ai Voice Cover

Jishu Jibita | Odia Gospel Song | Resurrection Song ଯୀଶୁ ଜୀବିତ | Official Music Video | Junas Music

KUI CHRISTIAN SONG | ଡାଣ୍ଡେ ବ୍ଡେତାମୁ | DANDE BDETAMU |Heart touching Cover Song 2026

ତୁମେ ଜାଣିଛ କି? ଆଜିକାଲିର ମହିଳା ମାନେ କେମିତି ହେବା ଦରକାର? || Odia Massege || Speekar Santosh Gamanga

TAME PUJA PAO PRASHANSA PAO/New odia christian Qawali song/Ramakant dalei/Sudhant Bardhan

Nachare Nachare | Official Full Video | New Christian Song | Mkn Music New Song |

Chala Jab Re // Sadri Prawesh Geet // #shiningcrossranchi

କାହିଁକି ପାଷାଣ ସାଜିଛ 😭 ହୃଦୟସ୍ପର୍ଶୀ ଖ୍ରୀଷ୍ଟିୟ ଭକ୍ତିଗୀତ 🙏 | Deepika Pradhan | Official 4K

Karunamaya Ahe Karunamaya / Karunamaya Ahe Karunamaya / Odia Christian Song / Cover Song

PREMA BADALARE || ପ୍ରେମ ବଦଳରେ GOOD FRIDAY SONG || LIVE PERFORMANCE ZEET & SALIM

PREMIKA BANEI DELU ❤️ DAMO & KIRAN | NEW KORAPUTIA SONG | VIRAL KORAPUTIA SONG | VIRAL ODIA SONG

ମୁଁ ମୂର୍ତ୍ତି ପୂଜା କରିବା ବ୍ୟକ୍ତି ଆଜି,ଯୀଶୁଙ୍କର ପୂଜା କରୁଛି || Odia Message || Speeker Sitaram Bhatra

Maa Go Maa Mariya Ma | Dr. Kumar Prasant

Dine Hisaba Debaku Heba | ଦିନେ ହିସାବ ଦେବାକୁ ହେବ | Shashank | Amit Badnayak | New Odia Christian Song

BHAJUTHIBI ||NICE DIGAL||KAMAL KUMAR DIGAL||ODIA DANCE SONG||GRACE STUDIO BALIGUDA||CANON DIGAL

ଗାଇବା ଯୀଶୁଙ୍କ ନାମ | GAIBA JISUNKA NAMA | ODIA COVER SONG

ମୁଁ ଆସିଛି ସେ କୃଶ ତଳେ | Odia Christian Devotional Song | Mu aasichi se krusha tale | Junas Music

