ଔଷଧ ଖାଇଲେ ମଧ୍ୟ ଥାଇରଏଡ୍ (TSH) କାହିଁକି କମୁ ନାହିଁ ? Home Remedies for Hypothyroidism / Dr Chandan Patra
ଔଷଧ ଖାଇଲେ ମଧ୍ୟ TSH କାହିଁକି କମୁ ନାହିଁ ? Home Remedies for Hypothyroidism . Dr Chandan Patra will discuss about it. #hypothyroidism #tsh #thyroid_stimulating_hormone #hypothyroid #hyponatremia #t3 #t4 #thyroidhormone #thyroiddisorder #thyroidproblems #causes_of_hypothyroidism #home_remedies_for_hypothyroidism #symptoms_of_hypothyroidism #chandanpatra #diabetestreatment #dishidiagnosticcentre #khusi_diabetes_care #pathkind #vss_nagar #drchandanpatra #drchandan #drchandankumarpatra #types_of_thyroiddisorders #causes_of_hypothyroidism #anti_tpo_antibody #hashimotosdisease #autoimmune_hypothyroidism ଡ଼ା ଚନ୍ଦନ କୁମାର ପାତ୍ର , ଜଣେ ସୁନାମଧନ୍ୟ ଡାଇବେଟିସ୍ ବିଶେଷଜ୍ଞ। ଉଚ୍ଚ ଶିକ୍ଷା ସମାପ୍ତ କରିସାରିବା ପରେ ସେ ଦିଲ୍ଲୀ ସ୍ଥିତ ଆପୋଲୋ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ଥିଲେ । କିନ୍ତୁ ବାପା ଓ ମାଆଙ୍କ ଉପଦେଶ ଅନୁଯାୟୀ ସେ ନିଜ ରାଜ୍ୟ ଓଡ଼ିଶାକୁ ଫେରିଆସିଲେ ଏବଂ ବିଭିନ୍ନ ହସ୍ପିଟାଲରେ ବିଶେଷଜ୍ଞ ଭାବରେ କାର୍ଯ୍ୟ ଆରମ୍ଭ କଲେ । ଭୁବନେଶ୍ଵର ସ୍ଥିତ ନିଜସ୍ଵ କ୍ଲିନିକ୍ ରେ ପ୍ରତିଦିନ ଚିକିତ୍ସା କରିବା ସହିତ, ରୋଗୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଡ଼ା ପାତ୍ର , ଓଡ଼ିଶାର ବିଭିନ୍ନ ସ୍ଥାନରେ କ୍ଲିନିକ୍ କରି ମାସକୁ ଥରେ ଲେଖାଏଁ ଯାଇ ଚିକିତ୍ସା କରୁଛନ୍ତି । Dr Chandan Kumar Patra ( Consultant Diabetologist ) MBBS , FCC (Medicine) , CCEBDM - IDF & PHFI (Delhi) , FID (Diabetology) , PGDip (Endocrinology & Diabetes)- RCP, London After completing his higher studies, Dr Patra was associated with Apollo Hospital, Delhi. With the advice of his parents, he came back to his own state ODISHA. Now he is associated with SPARSH Hospital, Bhubaneswar as visiting Consultant Diabetologist. With the request of public, Dr Patra is doing Outstation Clinic ( Once in a Month ) in the different areas of Odisha, to provide Health Service to the Public. ଆମ କ୍ଲିନିକ୍ " ଖୁସି ଡାଇବେଟିସ୍ କେଆର୍ " , ଭି ଏସ୍ ଏସ୍ ନଗର , ଭୁବନେଶ୍ୱର ରେ ଅବସ୍ଥିତ। ଏଠାରେ ଡାଇବେଟିସ୍, ବ୍ଲଡ୍ ପ୍ରେସର୍, କଲେଷ୍ଟ୍ରୋଲ୍ , ଥାଇରଏଡ଼୍ ଇତ୍ୟାଦିର ଚିକିତ୍ସା କରାଯାଏ । ଆମ ପାଥୋଲୋଜି " ଦିଶି ଡାଇଗ୍ନୋଷ୍ଟିକ୍ ସେଣ୍ଟର୍ " ରେ ସମସ୍ତ ପ୍ରକାର ରକ୍ତ ପରୀକ୍ଷା କରାଯାଏ । ପରାମର୍ଶ ପାଇଁ ଯୋଗାଯୋଗ କରନ୍ତୁ :- ଫୋନ୍ : ୯୯୩୭୪୪୫୪୪୫ ( ଦିବା ୪ଟା ରୁ ୫ଟା ମଧ୍ୟରେ ) ପରାମର୍ଶ ସମୟ :- ସକାଳ ( ସୋମବାର ରୁ ଶୁକ୍ରବାର )- ୯ : ୩0 ମି ରୁ ୧୧ : ୩0 ମି ସନ୍ଧ୍ୟା ( ସୋମବାର ରୁ ଶନିବାର )- ୬ : ୩0 ମି ରୁ ୯ : 00 ମି ଗୁଗଲ୍ ମ୍ୟାପ୍ ରେ କ୍ଲିନିକ୍ ଠିକଣା ପାଇଁ ନିମ୍ନ ଲିଙ୍କ୍ କୁ ଛୁଅଁନ୍ତୁ ... 👇👇👇 https://g.co/kgs/xPkXBQ ଧନ୍ୟବାଦ୍ 🙏🙏🙏 Our Clinic "KHUSI DIABETES CARE" is a One Roof Destination for treatment of DIABETES, THYROID, BLOOD Pressure and Cholesterol disorders. We do all Blood Tests in our Pathology " DISHI DIAGNOSTIC CENTRE ", in collaboration with Pathkind Lab. You can get the Appointment for treatment by calling our Clinic Mobile no - 9937445445 ( Please call between 4 PM to 5 PM ) Our Clinic Address : KHUSI DIABETES CARE Vss Nagar ( Near Water Tank ) , Bhubaneswar. Consultation Time :- Morning ( Mon to Fri ) 9:30 AM to 11:30 AM Evening ( Mon to Sat ) 6:30 PM to 9 PM You can get our Clinic Address from the below Google Map Link ... 👇👇👇 https://g.co/kgs/xPkXBQ Thanks 🙏🙏🙏 Follow Us On... Facebook: / khusi_diabetes_care Instagram: / khusidiabetescare27 Website: https://www.khusidiabetescare.co.in For any business enquiries, please contact : Call / WhatsApp - 9937445445 Email ID - [email protected]

ଥାଇରଏଡ୍ କାହିଁକି ହୁଏ ? ଆପଣଙ୍କୁ କେଉଁ ଥାଇରଏଡ୍ ହେଇଛି ? କ'ଣ ଖାଇବା ମନା ? Dr Chandan Patra/Thyroid Disorder

DOCTOR'S TIPS | Thyroid Disease & Treatment | Dr. Meghanad Meher Medicine Specialist | News7Odia

5 Surprising Causes of Hypothyroid

Top 10 Foods That DESTROY Your THYROID

ଥାଇରଏଡ୍ ରୋଗର ଲକ୍ଷଣ ଓ ଏହାର ଚିକିତ୍ସା | Dr. Abhay Kumar Sahoo on Thyroid Symptoms and Treatment in Odia

ମୁଁ ନିରାମିଷ ଖାଉଛି, କିନ୍ତୁ ମୋର ସୁଗାର କାହିଁକି କମୁ ନାହିଁ ? Causes of High Blood Sugar in Vegetarians

My Doctor Program | ଥାଇରଏଡ ସମସ୍ୟା ଜାଣନ୍ତୁ କଣ କରିବେ | Thyroid problems | Disease | Odia News

ମହିଳାଙ୍କ ପାଇଁ ସମସ୍ୟା ପାଲଟିଛି ଥାଇରଏଡ୍ Best Treatment For Thyroid Problem Prof. Dr. A.K.Baliarsinha

You Cannot Heal Your THYROID If You Do These 10 Things Daily

🦋 ଥାଇରଏଡ୍ ରୋଗ ( ହାଇପୋ ଓ ହାଇପର୍ ) ସଫଳ ଚିକିତ୍ସା | Thyroid Diseases in Odia | Symptoms & Treatment

ରାତିରେ ଡାଇବେଟିସ୍ ରୋଗୀ କ'ଣ ଖାଇବେ ? Dinner For DIABETIC Patients / Dr Chandan Patra

Doctor Doctor | Causes, Symptoms & Treatment Of Thyroid

Burn Thyroid Belly Fat Extremly Fast

11 Urgent Signs Your THYROID Is In Trouble – Doctor Explains

"Top Thyroid Diet Tips in Odia | Dangerous Foods to Avoid in Thyroid | Dr Lath Polyclinic"

Thyroid Dysfunction :Causes and Treatment in Odia | Dr Mahesh rath | Doctor Online | MBCTv

#1 Absolute Best Way To HEAL Your THYROID

The #1 Most Important Nutrient for Hypothyroidism

କାହିଁକି ହୁଏ ଥାଇରଏଡ୍ ରୋଗ? | Dr Sambit Das on Thyroid Diseases in Odia | Symptoms & Treatment

