Chudakhai dangar Jatra-2021/ Tulunda / chudakhai dangar #chudakhaidangar #tulunda

ଏକାଦଶୀ ପୂର୍ବରୁ ଆଠ ଭାଇ ବତିଶ କନ୍ଧ ବା ଆଖ ପାଖ ଅଞ୍ଚଳର ସମସ୍ତ ସେବା କାରୀ ଓ ଭକ୍ତ ପରିବାର ଏକତ୍ରିତ ହୋଇ ସଂକଳ୍ପ ନିଅନ୍ତି ନିଷ୍ଠାର ସହିତ ଚୁଡାଖାଇ ଯାତ୍ରା ପାଳନ କରିବାପାଇଁ । ପୂଜା ଆରମ୍ଭ ହୋଇଥାଏ ଏକାଦଶୀ ତିଥି ଠାରୁ । ଏକାଦଶୀ ତିଥର ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ “ ଗୁଡିସମା” ଓ “ଛତରଫୁଟା” । ଝାଙ୍କର ସହିତ ସମସ୍ତ ସେବାକାରୀ ଭକ୍ତ ସ୍ନାନାଦି କାର୍ଯ୍ୟ ସମାପନ କରି ପ୍ରବେଶ କରନ୍ତି ମାଁ ଙ୍କ ମନ୍ଦିର କୁ ଏହାକୁ ଗୁଡିସମା କୁହାଯାଏ । “ ଗୁଡି” ଶବ୍ଦର ଅର୍ଥ ମନ୍ଦିର ଓ “ ସମା” ଶବ୍ଦର ଅର୍ଥ ପ୍ରବେଶ । ପରେ ପରେ ଛତର (ଏକ ପ୍ରକାରର ବିରାଟ ସୁସଜ୍ଜିତ ଛତା) ଙ୍କୁ ଉନ୍ମୋଚିତ କରାଯାଏ ଘଣ୍ଟ ଶଙ୍ଖ ହୁଲହୁଲି ଦ୍ବାରା ଓ ଚୁଡାଖାଇ ଯାତ୍ରା ଆରମ୍ଭର ସୂଚନା ଦିଆଯାଇଥାଏ ଏହି ପରମ୍ପରା କୁ “ ଛତରଫୁଟା” କୁହାଯାଏ । “ ଫୁଟା” ଶବ୍ଦର ଅର୍ଥ ଖୋଲି ଦବା। ଦ୍ଵାଦଶୀ ତିଥରେ “ ମୁଠିପୂଜା” ଅନୁଷ୍ଠିତ ହୋଇଥାଏ । ଦେବାଦେବୀ ଙ୍କ ସାମନାରେ ମୁଠା ମୁଠା ଅରୁଆ ଚାଉଳ ରଖ୍ ପୂଜା କରାଯାଉଥିବାରୁ ଏହାକୁ ମୁଠିପୂଜା କୁହାଯାଏ । ତ୍ରିୟୋଦଶୀ ପୂଜାକୁ “ ନିଶି” କୁହାଯାଏ । ଏହା ସାଧାରଣତଃ ରାତିରେ ପାଳନ କରାଯାଏ । ରାତିରେ ପାଳନ କରାଯାଉଥିବାରୁ ଏହାକୁ ନିଶି ପୂଜା କୁହାଯାଏ । ନିଶିପୂଜାରେ କଖାରୁବଳି, ବନ୍ଦନାଘିନା,ମାଠିଆପୂଜା, ଅରୂଆପକା ଆଦି ପରମ୍ପରା ସମ୍ପନ୍ନ କରାଯାଇଥାଏ । ବନ୍ଦନା ଘିନା ଏକ ଅନନ୍ୟ ପରମ୍ପରା । ବରୁଆ ଶରୀରରେ ମାଁ ପ୍ରବେଶ କରିବା ପରେ ଗାଁ ଗାଁର ଘରକୁ ଘରବୁଲି ଗ୍ରାମବାସୀଙ୍କ ହାରି ଗୁହାରୀ ଓ ପୂଜା ଗ୍ରହଣ କରିଥାନ୍ତି । ଗ୍ରାମ ଭ୍ରମଣ ପରେ ଗାଁ କଠାରେ ନୂଆ ଅରୁଆ ଚାଉଳର ଖୁରି ଭୋଗ ଲାଗିଥାଏ ଏହାକୁ ଅରୁଆପକା କୁହାଯାଏ । ମୁଖ୍ୟପୂଜା ଚର୍ତୁଦଶୀ ତିଥରେ ଅନୁଷ୍ଠିତ ହୋଇଥାଏ । ଚୁଡାଖାଇ ଡଙ୍ଗର ଯାତ୍ରା ସହିତ ଜଡିତ କନ୍ଧ ସମାଜର ସମସ୍ତ ପରିବାର ବର୍ଗ ଚର୍ତୁଦଶୀ ତିଥ୍ୟରେ ଉପବାସ କରିଥାନ୍ତି । ତାଙ୍କୁ “ଉପାସିଆ” କୁହାଯାଏ । ଏହି ଦିନ ଉପାସିଆ ମାନଙ୍କ ଦ୍ବାରା ନିଶାନ ପୂଜା ଓ ଦିନ ଗୋଟାଏ ରେ ଦେବତା ଉଠା ପରମ୍ପରା ସମ୍ପନ୍ନ କରାଯାଏ । ଦେବତା ଉଠା ର ଅର୍ଥ ଦେବତା କୁ ଜାଗୃତ କରିବା । ବରୁଆ ଦେହରେ ପୁଣିଥରେ ଦେବୀ ପ୍ରବେଶ କରିଥାନ୍ତି ଓ ତାଙ୍କ ସାଙ୍ଗେ ଛତର ବାହାରି ପୁଣି ଥରେ ଗାଁ ସାରା ଘରକୁ ଘର ବୁଲି ବନ୍ଦନାଘିନା ପର୍ବ ଅନୁଷ୍ଠିତ ହୋଇଥାଏ । ସନ୍ଧ୍ୟା ସମୟରେ ବନ୍ଦନାଘନା ପରେ ସମସ୍ତେ ଗାଁର ଅନତି ଦୂରରେ, ଚୁଡ଼ାଖାଇ ପାହାଡ଼ର ପାଦଦେଶରେ ଥିବା ମୁଖିଆ ଖଲା ବା ମୁଖିଆ ଟାଙ୍ଗର ଠାରେ ଏକତ୍ରିତ ହୋଇଥାନ୍ତି । Now we are available in... YouTube -   / @chudakhaidangar817   FB page -   / chudakhaidangar   Instagram -   / chudakhaidangar   Let's connect with us Thank you

ବିଶ୍ଵ ପ୍ରସିଦ୍ଧ ମହାବଳୀ ଯାତ୍ରା 2023 !! Maa Sureswari !! Maa Khambeswari !! Dussehra !!
▶︎

ବିଶ୍ଵ ପ୍ରସିଦ୍ଧ ମହାବଳୀ ଯାତ୍ରା 2023 !! Maa Sureswari !! Maa Khambeswari !! Dussehra !!

01 Gaahani Gita | Jamuni B Group |
▶︎

01 Gaahani Gita | Jamuni B Group |

Kuni Nuabou Tiki Diara ~ Odia Jatra ~ Satasankha opera
▶︎

Kuni Nuabou Tiki Diara ~ Odia Jatra ~ Satasankha opera

ଘର ଜ୍ବାଇଁଆକୁ କେମିତି ସାବାଡ଼ କରାଯିବମୋତେ ଭଲକି ଜଣା ଅଛି || SANCHAR LIVE
▶︎

ଘର ଜ୍ବାଇଁଆକୁ କେମିତି ସାବାଡ଼ କରାଯିବମୋତେ ଭଲକି ଜଣା ଅଛି || SANCHAR LIVE

Jahada maa danda kali | danda nacha | 2026 #youtube #dandanacha #jahada
▶︎

Jahada maa danda kali | danda nacha | 2026 #youtube #dandanacha #jahada

Tibetan Healing Flute Relieves Stress, Anxiety and Depression | Heals the Mind, Deep Sleep
▶︎

Tibetan Healing Flute Relieves Stress, Anxiety and Depression | Heals the Mind, Deep Sleep

Aamar Gaon Ratakhandi | ଆମର ଗାଁ ରତାଖଣ୍ଡି | Ratakhandi Video | Video By Banti |Smart Banti Official |
▶︎

Aamar Gaon Ratakhandi | ଆମର ଗାଁ ରତାଖଣ୍ଡି | Ratakhandi Video | Video By Banti |Smart Banti Official |

Fall Asleep Instantly in 3 Minutes with Heavy Rain | Rain Sounds & Distant Thunder for Deep Sleep
▶︎

Fall Asleep Instantly in 3 Minutes with Heavy Rain | Rain Sounds & Distant Thunder for Deep Sleep

Budharaja bali yatra sonepur 2024। ବୁଢ଼ା ରାଜା ବଳୀ ଯାତ୍ରା ସୋନପୁର 2024
▶︎

Budharaja bali yatra sonepur 2024। ବୁଢ଼ା ରାଜା ବଳୀ ଯାତ୍ରା ସୋନପୁର 2024

Harvesting 1,000+ Fresh Eggplants for Market | What Else Happened on the Farm Today?
▶︎

Harvesting 1,000+ Fresh Eggplants for Market | What Else Happened on the Farm Today?

Tulunda//part2//ତୁଲୁଣ୍ଡା/Amar gaon//ଛୋଟ ମୋର ଗାଁ ଟି//Aerial view//ଗାଁର ହାଲଚାଲ//village's culture
▶︎

Tulunda//part2//ତୁଲୁଣ୍ଡା/Amar gaon//ଛୋଟ ମୋର ଗାଁ ଟି//Aerial view//ଗାଁର ହାଲଚାଲ//village's culture

ସୋନପୁର ବୁଢାରଜା ବଳି ଯାତ୍ରା ୨୦୨୫ //SONEPUR BUDHA RAJA BALI YATRA 2025//THE MANOJ OFFICIAL ✨️
▶︎

ସୋନପୁର ବୁଢାରଜା ବଳି ଯାତ୍ରା ୨୦୨୫ //SONEPUR BUDHA RAJA BALI YATRA 2025//THE MANOJ OFFICIAL ✨️

ଆଜି ଶୁଲିଆ ଯାତ୍ରା ,ପଶୁ ପକ୍ଷୀ ବଳି ପକାଇବେ ମାନସିକଧାରୀ  |Famous Sulia Jatra Of Balangir Starts Today
▶︎

ଆଜି ଶୁଲିଆ ଯାତ୍ରା ,ପଶୁ ପକ୍ଷୀ ବଳି ପକାଇବେ ମାନସିକଧାରୀ |Famous Sulia Jatra Of Balangir Starts Today

🔴Rain Sound On Window with Thunder SoundsㅣHeavy Rain for Sleep, Study and Relaxation, Meditation
▶︎

🔴Rain Sound On Window with Thunder SoundsㅣHeavy Rain for Sleep, Study and Relaxation, Meditation

#Bhimdunguri//#Vlog କିଚକ ବଧ ନାଟକ ର ଫେମିଲି ପିକନିକ //#ଶ୍ରୀକୃଷ୍ଣ ନାଟ୍ୟକଳାକାର ସାଲେପାଲି //#
▶︎

#Bhimdunguri//#Vlog କିଚକ ବଧ ନାଟକ ର ଫେମିଲି ପିକନିକ //#ଶ୍ରୀକୃଷ୍ଣ ନାଟ୍ୟକଳାକାର ସାଲେପାଲି //#

ଆଜି ଆରମ୍ଭ ମରାଡୁଗୋଛା ମକର ଯାତ୍ରା | MAKARA JATRA MARADUGOCHHA | Makara Jatra 2023 | makar yatra/ Tarbha
▶︎

ଆଜି ଆରମ୍ଭ ମରାଡୁଗୋଛା ମକର ଯାତ୍ରା | MAKARA JATRA MARADUGOCHHA | Makara Jatra 2023 | makar yatra/ Tarbha

A kemitika sampark jatra tulashi gananatya virall scen
▶︎

A kemitika sampark jatra tulashi gananatya virall scen

BUDIPADAR BALSI KIRTAN || 16 PROHOR NAMA JAGYA 2026 FULL VIDEO || କ୍ଷୋହଳ ପ୍ରହର ନାମଯଜ୍ଞ ବୁଢିପଦର ବାଳସି
▶︎

BUDIPADAR BALSI KIRTAN || 16 PROHOR NAMA JAGYA 2026 FULL VIDEO || କ୍ଷୋହଳ ପ୍ରହର ନାମଯଜ୍ଞ ବୁଢିପଦର ବାଳସି

କଣ୍ଟାମାଳ ନାଗଵାଚା ଯାତ୍ରା 2024 । କଣ୍ଟାମାଳ ର ନାଗଵାଚା ଯାତ୍ରା । pls 🙏 Like ❤️ comments ©️ and subscribe🔔
▶︎

କଣ୍ଟାମାଳ ନାଗଵାଚା ଯାତ୍ରା 2024 । କଣ୍ଟାମାଳ ର ନାଗଵାଚା ଯାତ୍ରା । pls 🙏 Like ❤️ comments ©️ and subscribe🔔

Tulunda Chudakhai Festival ll ପୁଡାପାଟ ଓ ସ୍ଵର୍ଗାସନୀଙ୍କ ମିଳନ ll ମୁଣ୍ଡଖିଆ ଟାଙ୍ଗରର ଦୃଶ୍ୟ ll PART 2
▶︎

Tulunda Chudakhai Festival ll ପୁଡାପାଟ ଓ ସ୍ଵର୍ଗାସନୀଙ୍କ ମିଳନ ll ମୁଣ୍ଡଖିଆ ଟାଙ୍ଗରର ଦୃଶ୍ୟ ll PART 2