ସନ୍ଧ୍ୟା ଆଳତୀ ଦର୍ଶନ(27-May)Sandhya Alati LIVE Darshan - Jagannath Temple | Jay Jagannath TV
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 #jayjgannathtvlive #namitaagrawal #sidharthtv Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ନରେନ୍ଦ୍ର ପୋଖରୀ ରେ ଭଗବାନଙ୍କ ଜଳକ୍ରୀଡା

LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ | ShreeJagannath Dham

ଶ୍ରୀ ଜୟଦେବ କୃତ ଗୀତ ଗୋବିନ୍ଦ || ରବୀନ୍ଦ୍ର ମହାପାତ୍ର || Kriya Yoga || GITA GOVINDA || @WCBhakti

ଯେଉଁ ମନ୍ତ୍ରକୁ ଶୁଣିବା ପାଇଁ ଆପଣ ଅନେକ ବର୍ଷ ଧରି ଅପେକ୍ଷା କରିଥିଲେ ସେହି ମନ୍ତ୍ର କୁ ଆଜି ଶ୍ରବଣ କରୁଛନ୍ତି।

ସନ୍ଧ୍ୟା ଆଳତୀ ଦର୍ଶନ(02-Jun)Sandhya Alati LIVE Darshan - Jagannath Temple | Jay Jagannath TV

Myself in Jay Jagannath Tv

Jagannatha Tume Parambramha - Full Video | Namita Agrawal | ଜଗନ୍ନାଥ ତୁମେ ପରଂବ୍ରହ୍ମ -ସାରଗର୍ଭକ ଭଜନ

Mangala Alati Of Lord Jagannath Today || Shri Jagannath Mangal Arati Darshan || 27-Jun-2026

ପତକାଲାଗି ଦର୍ଶନରେ ଆତ୍ମା ସହ ପରମ ଆତ୍ମାର ମିଳନ ହୁଏ | 30-May-PATAKALAGI FULL VIDEO | Jay Jagannath Tv

Hare Krushna Hare Rama // New Kirtan // Mahamantra // Bhajan // Bhakti // Traditional

କାହିଁକି ମାସର ନାମ ହେଲା ପୁରୁଷୋତ୍ତମ ?EP 1 Swami Mukundakrushna | Jagannatha Kathamruta | Sidharth Utsav

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଅଷ୍ଟମ ସ୍କନ୍ଧର ୩ୟ ଅଧ୍ୟାୟ | Jay Jagannath TV

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ତୃତୀୟ ସ୍କନ୍ଧର ୩୨ ଅଧ୍ୟାୟ | Jay Jagannath TV

ଜଗନ୍ନାଥଙ୍କୁ ତୁଳସୀ ଦେଉଛନ୍ତି କି ?ସାବଧାନ ହୁଅନ୍ତୁ ||Jagannthnku Tulasi Deuchhanti Ki Sabdhana Huantu ||

Shri Bishnu Sahasranama (Morning Mantra) | ଶ୍ରୀ ବିଷ୍ଣୁ ସହସ୍ରନାମ | Namita Agrawal | Sidharth Music

Mangala Alati Of Lord Jagannath Today || Shri Jagannath Mangal Arati Darshan || 26-Jun-2026

This HANUMAN CHALISA will Transform Your Life (3 HOURS)| Lyrics & Meaning | For Success & Abundance

Anathara Natha Shree Jagannatha | Ira Mohanty | Prasanta Samal | J Subhas #PabitraParee

ପ୍ରଳୟ 🔥ସତ ନା ମିଛ❓|| Baba Balia ji Maharaj || #bababalia #jagannath #malika

