Ep - 45 // ଅଭିରାମ ଙ୍କ ନାମ ପୂର୍ବରୁ ୩- ଶ୍ରୀ, ଶ୍ରୀ, ଶ୍ରୀ କ'ଣ ? /ଅଭିରାମ ଲୀଳା #devotinal #gurucharanatv

Ep - 45 // ଅଭିରାମ ଙ୍କ ନାମ ପୂର୍ବରୁ ୩- ଶ୍ରୀ, ଶ୍ରୀ, ଶ୍ରୀ କ'ଣ ? /ଅଭିରାମ ଲୀଳା #devotinal #gurucharanatv #abhiramlila #abhiram #bhakti #babajisatsang #emotional #gurubani #harikatha #jagannath #jagannathtemple #karamala #krishna #like #motivation #odiaprabachana #paramhansa #prabachana #prvachan #radhakrishna #religion #radharani #satsang #thakur #views #youtube ‪@GurucharanaTV‬ ✅Gurucharana das prbachan #Babaji Gurucharana prbachan 🙏🙏ଏହି ଭିଡିଓ ପ୍ରସ୍ତୁତ କରାଯାଇଛି ଠାକୁର ଅଭିରାମ ଲୀଳା ମାଧ୍ୟମରେ " ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବ ' ଙ୍କ ନାମ ପୂର୍ବରୁ, ୩ - ଥର ଶ୍ରୀ, ଶ୍ରୀ, ଶ୍ରୀ କାହିଁକି ବ୍ୟବହାର କରାଯାଇଛି, ସେହି ବିଷୟରେ ଅଭିରାମ ଲୀଳା ମାଧ୍ୟମରେ ଭିଡ଼ିଓ ପ୍ରସ୍ତୁତ କରାଯାଇଛି | ✅ ସନାତନ ଧର୍ମ ଏବଂ ଗୁରୁ ପରମ୍ପରା ରେ ଏକାଧିକ ବାର " ଶ୍ରୀ ' ଲଗାଇବା ପଛରେ ଗଭୀର ଆଧ୍ୟାତ୍ମିକ ରହସ୍ୟ ରହିଥାଏ | ଠାକୁର ଅଭିରାମ ଙ୍କ ନାମ ପୂର୍ବରୁ "ଶ୍ରୀ, ଶ୍ରୀ, ଶ୍ରୀ ' ବସିବାର ମୁଖ୍ୟ କାରଣ ଗୁଡିକ ନିମ୍ନରେ ବୁଝାଇ ଦିଆଗଲା : 🌟ତ୍ରିତାପ ନାଶକ : ସଂସାରରେ ମଣିଷ ତିନୋଟି ତାପ ବା ଦୁଃଖରେ ଗତି କରିଥାଏ - ଆଧ୍ୟାତ୍ମିକ, ଅଧି୍ଭୋତିକ ଓ ଅଧିଦାବିକ | ଯେଉଁ ଗୁରୁ ଏହି ତିନୋଟି ତାପରୁ ମୁକ୍ତ ଏବଂ ନିଜ ଶରଣା ଗତ ଭକ୍ତ ମାନଙ୍କୁ ଏହି ତ୍ରିତାପରୁ ରକ୍ଷା କରିବାରେ ସାମର୍ଥ୍ୟ ରଖନ୍ତି, ତାଙ୍କୁ ସନ୍ନମାନ ଜଣାଇ "ଶ୍ରୀ, ଶ୍ରୀ, ଶ୍ରୀ 'କୁହାଯାଏ | 💥ତ୍ରିଗୁଣତୀତ : ସଂସାର ତିନୋଟି ଗୁଣ ( ସତ୍ତ୍ୱ, ରଜ, ଓ ତମ ) ଏହି ତିନି ଗୁଣର ଉର୍ଦ୍ଧରେ | ଠାକୁର ଅଭିରାମ ପରମହଂସ ହେଉଛନ୍ତି ଜଣେ ସିଦ୍ଧ ପୁରୁଷ, ଏହି ସ୍ଥିତି କୁ ଦର୍ଶାଇବା ପାଇଁ ତିନୋଟି" ଶ୍ରୀ ' ପ୍ରୟୋଗ କରାଯାଇଛି | 📿ତ୍ରିଦେବଙ୍କ ସ୍ୱରୂପ : ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଏହି ତ୍ରିଦେବ ଙ୍କ ସମ୍ମିଳିତ ସ୍ୱରୂପ ସାକ୍ଷାତ ଠାକୁର ଅଭିରାମ ପରମହଂସ, ସେଥିପାଇଁ ତାଙ୍କୁ ସର୍ବୋଚ୍ଚ ଦୈବୀ ଶକ୍ତିର ସମ୍ମାନ ଅର୍ଥ ତିନିଥର "ଶ୍ରୀ 'ଲେଖା ଯାଇଛି | 🌹ଶ୍ରୀ ଅର୍ଥ ଶକ୍ତି, ଲଷ୍ମୀ, ଗୁରୁଙ୍କ ପାଖରେ ସାଂସାରିକ ଓ ପରାମର୍ଥିକ ଜ୍ଞାନରେ ସମସ୍ତ ଐଶ୍ଵଯ୍ୟ ଭରି ରହିଥିବାରୁ ତାଙ୍କୁ ଏହିପରି ସମ୍ବୋଧନ କରାଯାଇଥାଏ | ✅ତେଣୁ ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ନାମ ପୂର୍ବରୁ ତିନୋଟି "ଶ୍ରୀ, ଶ୍ରୀ, ଶ୍ରୀ ' ଲେଖାହେଇଛି | ଆପଣ ମାନଙ୍କୁ ଆମ ପ୍ରସ୍ତୁତ ଭିଡ଼ିଓ ଭଲ ଲାଗିଲେ ଆପଣ ମାନେ ଆମ ଚ୍ୟାନେଲ କୁ laki 👍 share 💫 subscribe 🔔and coment 🖊️କରିବେ | 🙏🙏ଜୟ ନାରାୟଣ ସ୍ୱାମୀ ଙ୍କର ଜୟ 🙏🙏

Ep- 46/ ଶ୍ରୀ ଅଭିରାମ ଶାସ୍ତ୍ର ସାକ୍ଷାତ -ବ୍ରହ୍ମ ସୋରୂପ /ଅଭିରାମ ଲୀଳା #satsang #prabachana #gurucharanatv
▶︎

ଆମିଷ ଭୋଜନ କରିବାର କଥା ଭୀମ ଭୋଇ ଗ୍ରନ୍ଥରେ ଲେଖା ଅଛି//କିପରି ଆତ୍ମଜ୍ଞାନ ପ୍ରାପ୍ତ ହେବ ଆମିଷ ଖାଇଲେ..?//

ଏମିତି ବି ସମୟ ଆସିବ କେବେ ଭାବି ନଥିଲି🙏ରାତି ପାହିଲେ ପଳେଇବେ ପୁଣି ବ୍ରହ୍ମପୁର🥹ସେ ସେଠି ଆମେ ଏଠି

EL NINO (ଏଲ୍ ନିନୋ ) ଏବଂ La NINA (ଲା ନିନା) କ’ଣ, ଭାରତୀୟ ମୌସୁମୀ ଉପରେ ଏହାର ପ୍ରଭାବ କ’ଣ?

Binori | Full Audio Jukebox | Thakura Abhiram Paramhansa Bhajan | Savitri Vision

ପୂଜ୍ୟ ସତ୍ୟପ୍ରଜ୍ଞାନନ୍ଦ ବାବା ୨୭ତମ ବାର୍ଷିକ ସନାତନ ଧର୍ମ ସମ୍ମିଳନୀ ତୃତୀୟ ଦିନ ର ହରିକଥା ଭୋପାଳ ଆଶ୍ରମ #abhiram

ଦେହ ରୂପକ ଘର ଆଲୋକିତ ହୁଏ କେମିତି??? ଶୁଣନ୍ତୁ ପୂଜ୍ୟ ଧର୍ମାନନ୍ଦ ବାବାଙ୍କ ମୁଖରୁ // odia prabachan

" କର୍ମଫଳ vs Reality ! ବେଦ କଣ କୁହେ ? Exclusive Podcast With Swami Sudhananda Saraswati By Soudagar

Ep - 41 //ଭକ୍ତ ମା 'ମାନେ ହେଲେ ପୁରୁଷ ବେଶ // ଅଭିରାମ ଲୀଳା #devotinal #motivation #gurucharanatv 🙏

ଶବ ଜଳିବା ପରେ ଆତ୍ମା ସହ କଣ ହୋଇଥାଏ? | Garuda Purana Odia | #krishnamotivation  #odia | Binayak TV

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Ep - 43 //ଅଭିରାମ ହେଲେ ଶିବ ମୃତ୍ତି /ଅଭିରାମ ଲୀଳା #devotinal #motivation #emotional #gurucharanatv 🙏

ହଠାତ ଜଙ୍ଗଲରେ ଭେଟ ହୋଇଗଲେ ବାବା || Suddenly, I met Baba in the forest.@BHAKTIDEBANANDA

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

Charama Tatva: 121/ ପ୍ରଭୁଙ୍କ ଅନନ୍ୟ ଲୀଳା ପ୍ରସଙ୍ଗ/ ପ୍ରବକ୍ତା: ବ୍ରହ୍ମଚାରୀ ସତ୍ୟାନନ୍ଦ ମହାରାଜ

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

ଠାକୁର ଅଭିରାମ ପରମହଂସ ଙ୍କ ରଚନା
▶︎

ଠାକୁର ଅଭିରାମ ପରମହଂସ ଙ୍କ ରଚନା

ସଂଘର୍ଷ ମୟ ଜୀବନ ରୁ ଶାନ୍ତି ରେ ବଞ୍ଚିବା କେମିତି || ତୋଷଣ ମାଧବ ଦାସ || କେଶବ କୁଞ୍ଜ

ଗରୁଡ଼ ପୁରାଣ: ମଣିଷ ର ଭାଗ୍ୟ କେବେ ଲେଖାଯାଇଥାଏ ❓। ମୃତ୍ୟୁ ମଧ୍ୟ ପୂର୍ବରୁ ନିଶ୍ଚିତ 😱?।

"କରମଳାର ବନ୍ଧୁ ମହାନ୍ତି" ଶୁଣନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ଏକ ଦିବ୍ୟଲୀଳା ପ୍ରସଙ୍ଗ ପୂଜ୍ୟ ବୁଦ୍ଧଦେବ ବାବାଙ୍କ ମୁଖରୁ.