କାହିଁକି ମହାପ୍ରଭୁଙ୍କୁ କ୍ଷମା ମାଗିଥିଲେ ମା'ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର ଶୁଣନ୍ତୁ...
"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

ଶ୍ରୀମନ୍ଦିର ରତ୍ନସିଂହାସନ କଥା ll EP- 29ll Podcast with Sudarshan pujapanda samanta || Kalinga TV

ପୁରୀକୁ ଗୁପ୍ତ କ୍ଷେତ୍ର କାହିଁକି କୁହାଯାଏ ? ଶୁଣନ୍ତୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ଦଇତାପତିଙ୍କ ମୁଖରୁ

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

ଦୁଃଖ ଶୁଣିବ କି ନାହିଁ ମଣିମା ... ଦୁଃଖି ଡାକେ ସିଂହ ଦ୍ଵାରେ | Anubhutire Shree Jagannatha | Jaga Katha

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

Young Daitapati Sevayat Shares an Astonishing Divine Experience of Lord Jagannath

ଦାରୁ ଖୋଜାଠୁ ନବକଳେବର, ବାଡ଼ଗ୍ରାହୀ ଖୋଲିଲେ ସବୁ ରହସ୍ୟ.. | News7 Podcast With Ramchandra Das Mohapatra

`ପୂଜାରେ ବସିଥିବା ବେଳେ ଦର୍ଶନ ଦିଅନ୍ତି ଜଗନ୍ନାଥ' | Odisha Reporter

ନିଆଁ ରଢ଼ରେ କେମିତି ପ୍ରଭୁଙ୍କ ରୋଷେଇ ହୁଏ ? ସୁଆର ସନ୍ତୋଷ କୁମାର ପଣ୍ଡାଙ୍କ ମନର କଥା...

ଜଗନ୍ନାଥ କୁହନ୍ତି ଗୋପାଳବଲ୍ଲଭରେ କଣ ଖାଇବେ,ଶୁଣନ୍ତୁ ଶ୍ରୀଅଙ୍ଗଲାଗି ସେବକ ରବୀନ୍ଦ୍ର ଦାସମହାପାତ୍ରଙ୍କ ଭବ୍ୟ ଅନୁଭୂତି

ମହାପ୍ରଭୁଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର ଅଙ୍ଗେ ନିଭେଇଥିବା ଭବ୍ୟ ଅନୁଭୂତି - JayJagannathTV

ଘଟଣା ପଛରେ ଥିଲା ଜଗନ୍ନାଥଙ୍କ ଲୀଳା Secrets of Jagannath Explained! Spiritual Spokesperson Mahesh Sahu

ଜଗାର ବାଡ଼ଗ୍ରାହୀ କହିଦେଲେ ବଡ଼କଥା- Newsroom Interview With Jagannath Swain Mohapatra | Kanak News

ମା' ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

Exclusive Interview With Jagannath Culture Expert Pandit Surya Narayan Rath Sharma | Odisha Reporter

ରଥ ଦଉଡିରୁ ପୋଲିସ ଡ୍ୟୁଟି ଆରମ୍ଭ, ଶ୍ରୀକ୍ଷେତ୍ରରେ କେମିତି ଥିଲା ଅନୁଭୂତି ? | Retd. SP Gyanaranjan Mohapatra

ସୁବର୍ଣ୍ଣର ଦିବ୍ୟ ଆଭାରେ ଅଳଙ୍କୃତ ହେଇଛନ୍ତି ମହାପ୍ରଭୁ I Jay Jagannath TV

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

ମହାପ୍ରଭୁ ଯଜ୍ଞରୁ ସୃଷ୍ଟି,ଶୁଣନ୍ତୁ ମହାପ୍ରଭୁଙ୍କ ମୁଖ୍ୟବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ଅଙ୍ଗେନିଭା କଥା.

