6 ଜଣଙ୍କୁ ଘୋଷାଡି ଘୋଷାଡ଼ି ମାରି ଫେରାର ଡ୍ରାଇଭର, ଖୋଜୁଛି ପୁଲିସ || Ganjam Road Accident || Odisha Reporter
6 ଜଣଙ୍କୁ ଘୋଷାଡି ଘୋଷାଡ଼ି ମାରି ଫେରାର ଡ୍ରାଇଭର, ଖୋଜୁଛି ପୁଲିସ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଲଡ଼କା ପଲ୍ଲୀ ଛକ ନିକଟରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ସିଂହାସନୀ ପୀଠକୁ ମୁଣ୍ଡନ ଓ ଭୋଜି ପାଇଁ ଅଟୋରେ ଯାଉଥିବା ବେଳେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #Ganjam #accident

Jatadhari Baba Lives 60 Years in Ganjam Forest Near Maa Bapangi Temple

ଜଳୁଛି ଓଡ଼ିଶା ! Severe Heatwave Hits Odisha Capital, Mercury Soars in Bhubaneswar | Odia News

ବିଧାୟକମାନେ ଦେଖ , ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR

Special Story: Violence Erupts in MV-26 Village; Tribal Groups Mobilize With Traditional Weapons

ସୁଧୁରି ଯାଅ, ନ ହେଲେ ସୁଧାରି ଦେବୁ | Rok Thok | Odisha Police Action | Police Encounter | Argus News

Bus collides with auto in Ganjam; six killed, including two infants || Kalinga TV

କିଛି ସମୟରେ ପ୍ରବଳ ଝଡ଼ ବର୍ଷା ! Weather News | Rain News | Heavy Rain | Kalabaisakhi Rain News

Jibana Do Chhakire Ashara Alok: Ep 514 16 May 2026 | Why were you calling me a bride?

Mason’s Daughter Scores 98% in Plus Two Science, Father Breaks Down in Tears

🔴LIVE| ସମ୍ବଲପୁରରେ ଡବଲ୍ ମର୍ଡର | Mother, Daughter Murdered| 08.06.2026| Odisha Reporter

'ମୁଁ କାହାକୁ ଡରେନି' ସରପଞ୍ଚଙ୍କ ବଡ଼ ଖୁଲାସା |News Desk Interview With Sarapancha Chameli Ojha Manas Dash

କବିସୂର୍ଯ୍ୟନଗରରେ ଯୁବକକୁ ବାଡ଼େଇ ବାଡ଼େଇ ,ମାରି ଦେଲା ପୋଲିସ ! Custodial Death in Ganjam, BJD Press Meet

ତାଲିକା ପ୍ରସ୍ତୁତ, ଆକ୍ସନକୁ ଅପେକ୍ଷା | Berhampur Police Master Plan: 100 Hardcore Criminals Under Radar

ଛଡ଼େଇ ଆଣିଲେ ଗୋରକ୍ଷକ , ହାଟରେ ବିକିଦେଲା ଗୋଶାଳା || Gosala Scam ? || Ganjam || Odisha Reporter

Samparka Ra Mayajala || EP 109 || ସ୍ୱାମୀ ମରୁ ପଛେ ପ୍ରେମ କରିବି

Girl Critical After Alleged Poisoned Sweet From Neighbour, Father Demands Probe

ଦୁଇ ବର୍ଷ ବିତିଲା, ସେମିତି ବନ୍ଦ ପଡ଼ିଛି କୁସୁମା | Odisha Reporter

Special Story: Inspector Sandhyarani Jena Faces Third Suspension After Assault Allegations

Massive Traffic Jams Grips Berhampur City; Citizens Slam BeMC & Police | NandighoshaTV

