" ରଜ ମହୋତ୍ସବ" | ସଙ୍ଗମ ଯୁଗର ଅତିନ୍ଦ୍ରିୟ ସୁଖର ଝୁଲାରେ 🌸#Bk.Sadhana
ସଙ୍ଗମଯୁଗର ରଜ ମହୋତ୍ସବ"| ଅତିନ୍ଦ୍ରିୟ ସୁଖର ଝୁଲାରେ 🌸 🌸 ରଜ ମହୋତ୍ସବ କେବଳ ଏକ ଲୋକପର୍ବ ନୁହେଁ, ଏହା ସଙ୍ଗମଯୁଗର ଏକ ଆଧ୍ୟାତ୍ମିକ ସ୍ମୃତି। 🌸 ଝୁଲଣାରେ ଝୁଲିବା ଅର୍ଥ ହେଉଛି ଅତିନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିବା। ମିଠା ଖାଇବା ଅର୍ଥ ହେଉଛି ବାବାଙ୍କ ସ୍ନେହ ଓ ଦିଲଖୁସିର ମିଠାସ ଅନୁଭବ କରିବା। ମା' ଭଉଣୀମାନେ ମାଟିରେ ପାଦ ନ ରଖିବା ଅର୍ଥ ହେଉଛି ସଦା ଯୋଗଯୁକ୍ତ ଏବଂ ଉଡୁଥିବା ଭାବନାରେ ରହିବା। ରଜ ପର୍ବ ଆମକୁ ସ୍ମରଣ କରାଏ ଯେ କଳିଯୁଗର ଅନ୍ତ ଓ ସତ୍ୟଯୁଗର ଆରମ୍ଭ ନିକଟରେ ଅଛି। ଏହି ସମୟରେ ଆମେ ମନ ଓ ବୁଦ୍ଧିକୁ ପରମାତ୍ମା ଶିବବାବାଙ୍କ ପାଖରେ ରଖି ଅତିନ୍ଦ୍ରିୟ ସୁଖ, ଶାନ୍ତି, ପ୍ରେମ ଓ ଆନନ୍ଦର ଅନୁଭବ କରିପାରିବା। ସୁନାର ମହଲ, ରୋଗମୁକ୍ତ ଜୀବନ, ସମାନତା, ପବିତ୍ରତା ଓ ସର୍ବଦା ସୁଖ-ଶାନ୍ତିର ସତ୍ୟଯୁଗୀ ଦୁନିଆର ସ୍ମୃତି ହେଉଛି ଏହି ରଜ ମହୋତ୍ସବ। ✨ Om Shanti ✨ #RajaFestival #BKMurli #BrahmaKumaris #SpiritualSong #OdiaSong #Satyuga #Sangamyuga #ShivBaba #Rajyoga

▶︎
ସଚା ପ୍ରୀତି ବାବା ସଙ୍ଗେ | Bk ମୁରଲୀ ଆଧାରିତ ଯୋଗ ଗୀତ | #Bk.Sadhana

▶︎
June 14, 2026, Today Odia Murli

▶︎
ମୁଁ ମନର ରାଜା, ଶକ୍ତିର ସ୍ୱରୂପ | New BK Song 2026 | Powerful Meditation Song | Bk odia Song

▶︎
Banaste Dakila Gaja - Raja Doli Song ରଜ ଦୋଳି ଗୀତ - ବନସ୍ତେ ଡାକିଲା ଗଜ Rajo Song | Sidharth Music

▶︎
🥰शिव बाबा की याद का बेहद प्यारा गीत | तेरे पास ही उड़ आऊं | रूहानी yatra | Meditation Song | Bk song

▶︎
ସୁନ୍ଦରୀଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ମନ ଜିଣିନେଲା - Raja Sundari 2026 Mega - Sidharth TV

▶︎
ଗୀତା ଶୁଣନ୍ତୁ 🙏🏻। ମନକୁ ଶାନ୍ତି ଆପେ ଆପେ ମିଳିବ । Geeta Saar। Shree Krishna motivation।#krishnamotivation

▶︎
ଆସିଥିଲି ଏକା ହୋଇ ଦେହ ଛାଡି ଦିନେ.,ଓଡ଼ିଆ ମୁରଲୀ ଗୀତ ଓ କାହାଣୀ #Odia Murali Gita O kahani #murali_odia_gita

▶︎
How to Bring Happiness and Peace 😄 in the Family || Bk Soudamini Didi ||

▶︎
10 Most Powerful Morning Mantras | Remove All Negativity | Ganesh Hanuman Shiva Vishnu Krishna...

▶︎
GAHANI - RAJA PARBA - ଗାହାଣୀ - ରଜ ପର୍ବ | (ଓଡ଼ିଶାର ଘରେ ଘରେ ପରିଚିତ) | Manasi, Arpita | Sidharth Music

▶︎
ଯୋଗରେ ଶକ୍ତି, ଜ୍ଞାନରେ ଜ୍ୟୋତି, ବାବାଙ୍କ ସ୍ନେହରେ ଶାନ୍ତି | New Bk ମୁରଲୀ ଆଧାରିତ ଯୋଗ ଗୀତ| #Bk.Sadhana

▶︎
🌸ସଜେଇ ହେବି ମୁଁ ଆଜି ଆତ୍ମାର ଶୃଙ୍ଗାରେ | New BK Odia Song | Brahma Kumaris Song | Murli Inspired Song

▶︎
ରଜ ପର୍ବ 2026 | New Odia Raja Song 2026 | Raja Special Song | Banaste Dakila Gaja | ବନସ୍ତେ ଡାକିଲା ଗଜ

▶︎
Aaj ki Murli/ 15 June 2026/ आज की मुरली 15-6-2026 | Daily Murli/ Today murli / aaj ki murali

▶︎
श्री हनुमान चालीसा 🌺🙏| Shree Hanuman Chalisa Original Video |🙏🌺| GULSHAN KUMAR | HARIHARAN | 8K

▶︎
Rajayoga Omm Shanti

▶︎
“ଜ୍ଞାନାମୃତ ଧାରାରେ – କର୍ମାତୀତ ହେବା” |Bk ମୁରଲୀ ଆଧାରିତ ଓଡ଼ିଆ ଗୀତ

▶︎
🔥 ରାମ ନାମରେ ଦୁଲୁକିଲା ମନ୍ଦିର 🔥|| Super Energetic Kirtan Dance || #odiakirtan #mahamantra @AiSukant37

▶︎
