Chief Minister Mohan Majhi’s Elder Brother Passes Away: ଭାଇର ଅନ୍ତିମ ସଂସ୍କାରରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କର ପରଲୋକ ହୋଇଯାଇଛି। ଦୀନବନ୍ଧୁ ଭୁବନେଶ୍ୱରର ଲୋୟର ପିଏମଜିରେ ସରକାରୀ ବାସଭବନରେ ରହୁଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହା ପରେ ଦୀନବନ୍ଧୁଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି ରାଇକଳା ନିଆଯାଇଥିଲା। ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ରାଇକଳାରେ ପହଞ୍ଚି ତାଙ୍କର ଅନ୍ତେଷ୍ଟି କ୍ରିୟା ରେ ସାମିଲ ହୋଇଛନ୍ତି। ଏ ଖବର ପହଂଚିବା ପରେ ଆଜି ରାଇକଳା ତଥା ଆଖପାଖ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅନ୍ତେଷ୍ଟି କ୍ରିୟା ରେ ସାମିଲ ହେବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା କର୍ମୀଙ୍କ ପ୍ରବଳ ଭିଡ ଜମିଥିଲା #odishanews #ZeeOdishaNews ................................................................................................................... About Channel:- Get the latest Odisha news headlines and breaking news, the latest news on our YouTube Channel, and know more about your State. Visit us to get the breaking news from Odisha at your fingertips. ........................................................................... Follow us on:- Web: https://zeenews.india.com/hindi/zeeod... Facebook: / zeeodisha Twitter: / zeeodisha Instagram: / zeeodishanews ......................................................................................................

ମନ୍ତ୍ରୀ ହେବେ ସିଦ୍ଧାନ୍ତ ! Sidhant Mohapatra । Odisha Cabinet Expansion | Odisha Ministry Reshuffle

Naveen to Face Consequences of His Own Actions | Nirbhay Gumar Katha

ଦେଖିଲେ ଛାତି ଫାଟିଯିବ, ପ୍ରଥମ ଥର.. News Desk Interview With Bailochan Juang | Manas Dash Odia News

ଚାମେଲିଙ୍କ ପାଇଁ ହଟହଟା ହେବ ପ୍ରଶାସନ, ଫସିଗଲା ପୋଲିସ ଟିମ, ଏସ୍ପିଙ୍କ ଅଫିସ ଘେରିଲେ ସରପଞ୍ଚ ସଂଘ Chameli Ojha

ହାତୀକୁ ମାରି ପୋତିଦେବା ଘଟଣାର ହେଲା ପର୍ଦ୍ଦାଫାଶ | Elephant Killing Exposed in Dhenkanal's Hindol

ଫୋନ୍ ଛଡ଼ାଉଥିବା ଲୋକଙ୍କୁ ଗିରଫ କରାଯାଉ | Kalinga TV

ସତ୍ୟପାଠ: ସାବାସ୍ ଚମେଲୀ.. ମହାକାଳପଡ଼ାରେ ଚାଲିଛି ବିଜେପିର ନାରୀ ଶକ୍ତି ନିଧନ || Satyapatha News

ବିଧାୟକମାନେ ଦେଖ , ଏବେ ଟିକିଏ ଶିଖ || MLA Sanjali Murmu Donates Her Own Salary for Patients || OR

ନ୍ୟୁଜ ୧୮ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ...Rising Odisha 2025 |Mohan Majhi | News18 Odia Initiative

ବକ୍ରୀ ଇଦରେ ହିନ୍ଦୁ ସାଙ୍ଗକୁ ହାଣିଥିଲା,ଗର୍ଜିଲେ ଯୋଗୀ, 24 ଘଣ୍ଟା ଭିତରେ ଏନକାଉଣ୍ଟର କରି ମୁଣ୍ଡ ଉଡେଇଲା ପୋଲିସ...

ଚାମେଲିଙ୍କୁ ଛାଡ ନହେଲେ କାମ ବନ୍ଦ | Chameli Ojha Gets Major Support! Sarpanch Union Steps In

ଟେନସନରେ ମମତା ! TMC Split Alert? Ritabrata Banerjee | Mamata Banerjee | West Bengal Politcs

ବ୍ୟାଙ୍କ ଲୁଟର ଭୟଙ୍କର ଦୃଶ୍ୟ | Keonjhar Bank Robbery | Armed Loot at Badabil Maharashtra Bank N18V

ଓଡ଼ିଶା ପାଇଁ ବଡ଼ ଘୋଷଣା Odisha’s Coastal Highway Project Gets Cabinet Approval । Odia News

36-Hour Elephant Relocation Ends in Bangiriposi After Long Statewide Transfer

ସରପଞ୍ଚ ଚାମେଲୀ ଘଟଣା ପରେ ଚାମେଲୀ ପାଇଁ ମାଡି ଆସିଲେ ସହ ସହ ସରପଞ୍ଚ... ପୋଲିସ ଦେଖି ଛାନିଆ...

'ମୁଁ କାହାକୁ ଡରେନି' ସରପଞ୍ଚଙ୍କ ବଡ଼ ଖୁଲାସା |News Desk Interview With Sarapancha Chameli Ojha Manas Dash

CM Mohan Charan Majhi's Speech on Key Achievements of 12 Years Of Modi Government | PrameyaNews7

ଏ ଯୁଗର ସୁଭଦ୍ରା : ଓଡ଼ିଶାର ସୁନା ଝିଅ ... | Ep-161 | Podcast With Payal Nag

