ବ୍ରୋଙ୍କାଇଟିସ୍: କାରଣ, ଲକ୍ଷଣ ଓ ଚିକିତ୍ସା | Bronchitis in Odia | Dr Bijaya Kumar Meher
#Bronchitis #OdiaHealthTips ବ୍ରୋଙ୍କାଇଟିସ୍ ହେଉଛି ଏକ ପ୍ରକାର ସମସ୍ୟା, ଯେଉଁଥିରେ ଫୁସ୍ଫୁସ୍ର ବାୟୁପଥରେ (ବ୍ରୋଙ୍କିଆଲ) ପ୍ରଦାହ ହୋଇ କାଶ, କଫ ହୋଇଥାଏ। ଆସନ୍ତୁ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ବିଜୟ କୁମାର ମେହେରଙ୍କଠାରୁ ବ୍ରୋଙ୍କାଇଟିସ୍ ବିଷୟରେ ଅଧିକ ଜାଣିବା। ଏହି ଭିଡିଓରେ ରହିଛି, ବ୍ରୋଙ୍କାଇଟିସ୍ କ’ଣ ଓ ଏହାର ପ୍ରକାର? (0:00) ବ୍ରୋଙ୍କାଇଟିସ୍ ହେବାର କାରଣ କ’ଣ? (1:27) ବ୍ରୋଙ୍କାଇଟିସ୍ର ଲକ୍ଷଣ (3:35) ବ୍ରୋଙ୍କାଇଟିସ୍କୁ କିପରି ଚିହ୍ନିବେ? (4:51) ବ୍ରୋଙ୍କାଇଟିସ୍ର ଚିକିତ୍ସା (6:16) ବ୍ରୋଙ୍କାଇଟିସ୍କୁ ରୋକିବା କିପରି? (9:13) Our lungs are like sponges, which absorb oxygen when we breathe and send it to the body. The lungs have tube-like structures called bronchioles. Through these bronchioles, air goes inside the lungs. When inflammation occurs in these tube-like structures, it is called Bronchitis. What are the symptoms of Bronchitis? Let's know more from Dr Bijaya Kumar Meher, a Pulmonologist. In this Video, What is Bronchitis and its type? in Odia (0:00) Causes of Bronchitis, in Odia (1:27) Symptoms of Bronchitis, in Odia (3:35) Diagnosis of Bronchitis, in Odia (4:51) Treatment of Bronchitis, in Odia (6:16) Prevention of Bronchitis, in Odia (9:13) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!

ସିଓପିଡି - କାରଣ, ଲକ୍ଷଣ ଓ ଚିକିତ୍ସା | Dr Debasis Behera on COPD in Odia | Causes & Treatment

ଶ୍ୱାସ ରୋଗ ଥିଲେ ନିଶ୍ଚିତ ଦେଖନ୍ତୁ|Respiratory Disease Treatment | Causes, Symptoms & Effective Remedies

ମାସ ମାସ ଧରି ଲାଗିରହୁଛି କି କାଶ, ସମାଧାନ କ'ଣ ? | Extreme Cough Solution | Dr.Srikant Ku. Dhar | AROGYAM

ଆସ୍ଥମା ରୋଗର କାରଣ ଓ ନିରାକରଣ | Dr Niroj Kumar Mishra on Causes & Treatment of Asthma in Odia

Morning Stroke WARNING! Spot These Signs the Moment You Wake Up — It Can Save a Life!

ଆଜ୍ମା: କେମିତି ରୋକିବେ? | Asthma: Symptoms & Treatment in Odia | Prof Dr Srikant Kumar Dhar

Lung disease:types,symptoms,and treatment in Odia | Dr.Sampad dash | MBCTv

ଛାତି ରୋଗ ତ ଅନେକ ପ୍ରକାର ର ରହିଛି ହେଲେ ଜାଣନ୍ତୁ ଧଇଁ ସଇଁ ର ସାଇଡ ଇଫେକ୍ଟ ||Knews Odisha

ଥଣ୍ଡା କାଶ ଓ କଫ ପାଇଁ ଏହି ବଟିକା ଘରେ ବନାନ୍ତୁ ବଜାରରୁ ଔଷଧ କିଣିବା ଦରକାର ପଡିବ ନାହିଁ ‼️Homemade Cough Tablet

ଲକ୍ଷଣରୁ ଜାଣନ୍ତୁ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର |Symptoms & Treatment For Gastric Cancer |My Doctor|Odia News

Drink 1 Cup to Clear Phlegm and Mucus From Lungs

Special Report: Effective Home Remedies For Cold & Cough: Turmeric & Ginger Tips

Cold and Cough(ଶୀତ ଓ ଶ୍ୱାସ) | Chikitsaka || Kalinga TV

ଅଦାରେ ରହିଛି ଔଷଧିୟ ଗୁଣ ମୂଳରୁ ଶେଷ ହେବ ୧୦ବଡ଼ ରୋଗ#odiahealthtips

Simple Home Remedy For Cold & Cough In Winter | Odia Health Tips | Dr. Swapneswar Panda

ଏମିତି କଲେ ହେବନି ଲିଭର ପ୍ରୋବଲେମ Dr Ashutosh Mohapatra on Liver stomach problem | MyDoctor | Odia News

COPD- Types, Symptoms & Diagnosis

SWASTHYA SUTRA | ଶ୍ୱାସରୋଗ କାହିଁକି ହୋଇଥାଏ ? | NandighoshaTV

End Dry Cough in 5 Minutes – Here’s How!

