Chain Snatchers Caught Red-Handed by Shopkeepers at Bhubaneswar Market Building

#ଚେନ୍_ଝାମ୍ପି_ଫସିଲେ_ଲୁଟେରା ରାଜଧନୀରେ ପୁଣି ମାତିଲେ ଚେନ ସ୍ନାଚର । ମାର୍କେଟ ବିଲ୍ଡିଂରେ ଚେନ ଝାମ୍ପି ଫସିଲେ ଲୁଟେରା । ଗୋଡ଼େଇ ଗୋଡ଼େଇ ସ୍ନାଚରକୁ ଧରିଲେ ଦୋକାନୀ । ଦୁଇ ଜଣକୁ କାବୁ କରି କ୍ୟାପିଟାଲ ଥାନା ପୋଲିସ ଦେଲେ ଦୋକାନୀ । ସିସିଟିଭିରେ ଚେନ ଝାମ୍ପିବା ଭିଜୁଆଲ ହେଲା କଏଦ । ମହିଳାଙ୍କ ଜଣକ ମାର୍କେଟ୍ ବିଲଡିଂରେ କିଣିଲା ବେଳେ ସ୍କୁଟିରେ ଦୁଇ ଜଣ ଲୁଟେରା ହେଲମେଟ ପିନ୍ଧି ଆସି ବେକରୁ ସୁନା ଚେନ ଝାମ୍ପିଥିଲେ। ସଂଗେ ସଂଗେ ଦୁଇ ଜଣକୁ ସ୍ଥାନୀୟ ଦୋକାନୀ ଗୋଡେଇ ଗୋଡେଇ ଧରିଥିଲେ। ସୁନା ଚେନ ଝାମ୍ପିଲେ ସିନା ହେଲେ ନେଇ ପାରି ନଥିଲେ। ସୁନା ଚେନ ଛିଣ୍ଡି ତଳେ ପଡ଼ି ଯାଇଥିଲା । କ୍ୟାପିଟାଲ ଥାନା ପୋଲିସ ଦୁଇ ଜଣକୁ ପଚରାଉଚରା କରିଛି । ସ୍କୁଟିର ନମ୍ବରକୁ ଟେମ୍ପେରିଂ କରି ଗାଡ଼ି ଚଳାଉଥିଲେ । ଆଜି ଦୁଇ ଜଣକୁ ଗିରଫ କୋର୍ଟ ଚାଲାଣ କରିଛି । #Bhubaneswar #ChainSnatching #MarketBuilding #CapitalPolice #OdishaNews #BreakingNews #CrimeNews #ViralVideo #CCTVFootage #BhubaneswarCrime #OdishaTV #OTV #LatestNews #TrendingNews #IndiaNews In a dramatic incident in Bhubaneswar, two chain snatchers were caught by local shopkeepers after allegedly attempting to snatch a gold chain from a woman at Market Building. The accused, who arrived on a scooter wearing helmets, targeted the woman while she was shopping. However, their escape bid failed as alert shopkeepers chased and overpowered them before handing them over to Capital Police Station. The entire chain-snatching attempt was captured on CCTV cameras. During the struggle, the gold chain reportedly broke and fell to the ground, preventing the accused from taking it away. Police have questioned both suspects and found that they were allegedly using a scooter with a tampered registration number. Following the investigation, Capital Police arrested the two accused and produced them before the court. The incident has once again raised concerns over chain-snatching cases in the state capital and highlighted the swift action of local traders in helping nab the suspects. For latest news updates follow us on WhatsApp: https://whatsapp.com/channel/0029VaYN... OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook:   / otvkhabar   OTV English Facebook :   / otvnews   Telegram @otvtelegram @otvkhabar Twitter:   / otvnews   Instagram:   / otvnews   #OdishaTV #OTV

Chandrika Hembram Death Case: PM Report Finds No Evidence of Murder
▶︎

Chandrika Hembram Death Case: PM Report Finds No Evidence of Murder

ବିଜେପି ଶାସନରେ ଦେଖା ଦେଇଥିବା ଅବ୍ୟବସ୍ଥା ଓଡିଶାରେ କୌଣସି ସରକାର ଅମଳରେ ଦେଖା ନଥିଲା: ନବୀନ ପଟ୍ଟନାୟକ
▶︎

ବିଜେପି ଶାସନରେ ଦେଖା ଦେଇଥିବା ଅବ୍ୟବସ୍ଥା ଓଡିଶାରେ କୌଣସି ସରକାର ଅମଳରେ ଦେଖା ନଥିଲା: ନବୀନ ପଟ୍ଟନାୟକ

Jibana Do Chhakire Ashara Alok : Ep 516  30 May 2026 |ଶାଳୀରୁ ସଉତୁଣୀ, ତାପରେ...
▶︎

Jibana Do Chhakire Ashara Alok : Ep 516 30 May 2026 |ଶାଳୀରୁ ସଉତୁଣୀ, ତାପରେ...

News Fuse 10 JUNE 2026
▶︎

News Fuse 10 JUNE 2026

Elon Musk's Warning | India's Fertility Rate Is Falling Fast | Bibhuti Sir
▶︎

Elon Musk's Warning | India's Fertility Rate Is Falling Fast | Bibhuti Sir

Jatadhari Baba Lives 60 Years in Ganjam Forest Near Maa Bapangi Temple
▶︎

Jatadhari Baba Lives 60 Years in Ganjam Forest Near Maa Bapangi Temple

ଦରମା ନେବେନି ବିଧାୟକ | BJD MLA Gautam Buddha Das Refuses His Salary For Old Age Pension Issue
▶︎

ଦରମା ନେବେନି ବିଧାୟକ | BJD MLA Gautam Buddha Das Refuses His Salary For Old Age Pension Issue

Chandipur Missile Test Today: Over 11,000 Evacuated in Balasore for Safety
▶︎

Chandipur Missile Test Today: Over 11,000 Evacuated in Balasore for Safety

ହୋଟେଲ ରୁମ ଭିତରୁ କହିଲେ ଯୁବତୀ" ମୁଁ କଣ ଧର୍ମ ପରିବର୍ତ୍ତନ କରେଇବା  ଭଳି ଲାଗୁଛି " Religious Coversion in BBSR
▶︎

ହୋଟେଲ ରୁମ ଭିତରୁ କହିଲେ ଯୁବତୀ" ମୁଁ କଣ ଧର୍ମ ପରିବର୍ତ୍ତନ କରେଇବା ଭଳି ଲାଗୁଛି " Religious Coversion in BBSR

ITDAର ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଙ୍କ ଘରେ ଭିଜିଲାନ୍ସ ରେଡ ପୁଳାପୁଳା ଟଙ୍କାସୁନା ସହ ବିଦେଶୀ ଦାମୀ ଘଡି ଜବତ
▶︎

ITDAର ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଙ୍କ ଘରେ ଭିଜିଲାନ୍ସ ରେଡ ପୁଳାପୁଳା ଟଙ୍କାସୁନା ସହ ବିଦେଶୀ ଦାମୀ ଘଡି ଜବତ

ସାଂଘାତିକ ଖୁଲାସା କଲେ ଶାଶୂ |  Youtuber Rahul Mother | Trishna Rahul | Rahishna Odia Vlogs Odia News
▶︎

ସାଂଘାତିକ ଖୁଲାସା କଲେ ଶାଶୂ | Youtuber Rahul Mother | Trishna Rahul | Rahishna Odia Vlogs Odia News

ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! Cyber Crime Cell Fake Call Frauds, bbsr
▶︎

ଅଜଣା ନମ୍ବରରୁ କଲ ଆସିଲା,ମୋ ଆକାଉଣ୍ଟରୁ ୨ଲକ୍ଷ ଟଙ୍କା ଗାଏବ ହେଇଗଲା ! Cyber Crime Cell Fake Call Frauds, bbsr

ବକ୍ରୀ ଇଦରେ ହିନ୍ଦୁ ସାଙ୍ଗକୁ ହାଣିଥିଲା,ଗର୍ଜିଲେ ଯୋଗୀ, 24 ଘଣ୍ଟା ଭିତରେ ଏନକାଉଣ୍ଟର କରି ମୁଣ୍ଡ ଉଡେଇଲା ପୋଲିସ...
▶︎

ବକ୍ରୀ ଇଦରେ ହିନ୍ଦୁ ସାଙ୍ଗକୁ ହାଣିଥିଲା,ଗର୍ଜିଲେ ଯୋଗୀ, 24 ଘଣ୍ଟା ଭିତରେ ଏନକାଉଣ୍ଟର କରି ମୁଣ୍ଡ ଉଡେଇଲା ପୋଲିସ...

IIT ବାବାଙ୍କ କଳା ରହସ୍ୟ | IIT Baba Scandal | High-Paid Engineer Turned Godman Arrested | Asala Katha
▶︎

IIT ବାବାଙ୍କ କଳା ରହସ୍ୟ | IIT Baba Scandal | High-Paid Engineer Turned Godman Arrested | Asala Katha

କୋଟିପତି ସରକାରୀବାବୁଙ୍କ ଘରେ ସୁନାର ମନ୍ଦିର || Vigilance Raid on ITDA Engineer! || Odisha Reporter
▶︎

କୋଟିପତି ସରକାରୀବାବୁଙ୍କ ଘରେ ସୁନାର ମନ୍ଦିର || Vigilance Raid on ITDA Engineer! || Odisha Reporter

Ashutosh Burning Case: Bail Order Reveals No Strong Evidence, Big Update Emerges
▶︎

Ashutosh Burning Case: Bail Order Reveals No Strong Evidence, Big Update Emerges

Luxury Home and Gold-Silver Assets Found During ITDA Engineer Raid
▶︎

Luxury Home and Gold-Silver Assets Found During ITDA Engineer Raid

ମୁଁ ବହୁତ ଚେଷ୍ଟା କରିଛି କେମିତି...| Rajkumar to Rajshree: The Untold Journey | Taste Tike Alaga | EP-10
▶︎

ମୁଁ ବହୁତ ଚେଷ୍ଟା କରିଛି କେମିତି...| Rajkumar to Rajshree: The Untold Journey | Taste Tike Alaga | EP-10

କାହିଁକି ହସୁଥିଲେ...Coimbatore। IPS Officers’ Viral Laughing Video Triggers Massive Outrage|Odia News
▶︎

କାହିଁକି ହସୁଥିଲେ...Coimbatore। IPS Officers’ Viral Laughing Video Triggers Massive Outrage|Odia News

ଶେଷରେ ସବୁ ପ୍ରମାଣ ଦେଖାଇ ତ୍ରିଷ୍ଣାଙ୍କ ଗୁମର ଖୋଲିଲେ ରାହୁଲଙ୍କ ବାପା ,ମା  Trishna Exposed by Rahul's parents
▶︎

ଶେଷରେ ସବୁ ପ୍ରମାଣ ଦେଖାଇ ତ୍ରିଷ୍ଣାଙ୍କ ଗୁମର ଖୋଲିଲେ ରାହୁଲଙ୍କ ବାପା ,ମା Trishna Exposed by Rahul's parents