ବତୀଘର ପଞ୍ଚାୟତରେ ଏମିତି ଦୁର୍ଦ୍ଦଶା..| Election 2024 | Kendrapara Constituency | Odisha Reporter
କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ବତୀଘର । ଗୋଟିଏ ପଞ୍ଚାୟତରେ ରହିଛି 8 ଖଣ୍ଡ ଗାଁ। ମହାକାଳପଡ଼ା ର ଏହି ଉପାନ୍ତ ଅଂଚଳର ଲୋକେ କିମିତି ଆସନ୍ତା କାଲି ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ତାହା ଜାଣିବା ପାଇଁ ଆମେ ପହଞ୍ଚିଥିଲୁ ବତୀଘର ପଞ୍ଚାୟତରେ .. ଯୋଗା ଯୋଗ ନାହିଁ। ପିଇବା ପାଣି ନାହିଁ। ନଦୀ ଉପରେ ପୋଲ ପାଇଁ ପ୍ରତିଶୁତି ଦେଇ ନେତା ପ୍ରତାରଣା କରିଥିବା ଲୋକେ କହିଛନ୍ତି। ତିନିଥର ପୋଲ ପାଇଁ ଶିଳାନ୍ୟାସ ହୋଇଛି। ମାତ୍ର ପୋଲ କାହିଁ ହେଉନି, ତାର ଉତ୍ତର ନାଁ ଲୋକଙ୍କ ପାଖରେ ଅଛି ନାଁ ନେତାଙ୍କ ପାଖରେ #Kendrapara #mahakalapada #odisha #OdishaReporter #Election2024 Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

Live: ବର୍ତ୍ତମାନର ବଡ଼ ଖବର | Iran US War News | Heavy Rain Alert | Book Error Controversy

Special Story: Monkey's Jump Turns Fatal, Man Dies After Tree Branch Pierces His Neck

ଯେତେ ବର୍ଷା ହେଲେ ବି ଗଡିବ ରଥ ..| Puri Rath Yatra 2026 Security | Special Officer Somendra Priyadarshi

Viral Audio Sparks Political Storm | BJP Alleges Conspiracy Against Odisha Minister

ଚାମେଲି କାହିଁକି ଜେଲ୍ ଗଲା ? Maidan re Bhauja | Sarpanch Chameli | Kendrapara | Odia News

ଏ ବାଡି କହିବ ରଥ କେଉଁ ଆଡେ ଯିବ | Odisha Reporter

Elina Dash Targets Prabhat Biswal | 'Those Who Betrayed Naveen Patnaik Never Succeeded'

ବକ୍ସାଇଟ ବେପାର ପାଇଁ ନିଶ୍ଚିହ୍ନ ହୋଇଯିବ କୋରାପୁଟର ୫୦ ଗାଁ || Satyapatha Ground Zero

Morning News @ 8 AM || 15th July 2026 || ଓଡ଼ିଆ ସମାଚାର

ସୃଷ୍ଟି ହେଲା ଲଘୁଚାପ | Low Pressure Threatens Rath Jatra in Odisha

ଘର ହୋଇଛି ଛୋଟ ଶ୍ରୀକ୍ଷେତ୍ର | Odisha Reporter

Weather Update | ପ୍ରବଳ ବର୍ଷାରେ ଭିଜିବ ସାରା ଓଡିଶା ! ଭୂସ୍ଖଳନ ଓ ବନ୍ୟା ଆଶଙ୍କା ...| Heavy Rainfall Alert

ମାନସିକ ନିର୍ଯାତନା ସହ ବ୍ଲାକମେଲିଂ ହେଲା କାଳ | Odisha Reporter

🔴Live | ଦି’-ଦିଟା ପ୍ରେମିକ ପାରିଲେନି ଝୁଲିପଡ଼ିଲେ | 15.07.2026| Odisha Reporter

ପ୍ରେମିକା ସହ ରୁମରେ ଥିଲେ, ହଠାତ୍ ମା ପହଞ୍ଚିଲେ | Odisha Reporter

ସତ୍ୟପାଠ: ପ୍ରଭାତୀଙ୍କୁ ଅଙ୍ଗନବାଡି ଦିଦିଙ୍କ ଟ୍ୟୁସନ୍ || Video Viral || Prabhati Parida || Satyapatha News

ଝୁଲୁଛି ଅନୁଭବ ମହାନ୍ତିଙ୍କ ଭାଗ୍ୟ | Kendrapara MP Anubhav Mohanty Resigns From BJD, May Join BJP

ଜଗାକୁ 22ବର୍ଷ ପରେ ଦେଖିଲି ....| Odisha Reporter

କାନ୍ଦି କାନ୍ଦି ହାତ ଯୋଡ଼ିଦେଲେ ଚାମେଲି |Sarpanch Chameli Ojha Reaction After Police Arrested|Kendrapara

