ଗୋଦଡ଼ିଲୋ ଗୋଡ଼କୁ ଅନା| Odisha Reporter
#ଗୋଦରି_ଲୋ_ଗୋଡକୁ_ଅନା ଗୋଦରି ଲୋ ଗୋଡକୁ ଅନା । ପୂର୍ବତନ ମୁଖ୍ୟମନ୍ତ୍ରୀ ୧୫ ବର୍ଷ ଧରି ଯେଉଁ ଶାସନ କରିଥିଲେ, ସେହି ଶାସନରେ ଅନେକ କେଳେଙ୍କାରୀ ହୋଇଥିଲା । ତାଙ୍କ ଶାସନରେ ବହୁ କେଳେଙ୍କାରୀ ହୋଇଛି । ଚିଟ୍ଫଣ୍ଡଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ଲିକ୍ ପର୍ଯ୍ୟନ୍ତ ବହୁ ଦୁର୍ନୀତି ତାଙ୍କ ସରକାରକୁ ଗ୍ରାସ କରିଥିଲା । ନିଯୁକ୍ତି ପ୍ରକ୍ରିୟା ସରକାରୀ କ୍ଷେତ୍ରରେ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା । ଆମେ ଓଡ଼ିଆ ପିଲାମାନଙ୍କ ପାଇଁ ଚାକିରିର ବୟସ ସୀମା ୪୨ ବର୍ଷକୁ ବଢ଼ାଇଲୁ । ରାଜ୍ୟରେ ଯେଉଁ ସ୍ଥିତି ଥିଲା, ତାକୁ ଆମେ ସଜାଡ଼ିବା ପାଇଁ ବର୍ଷେରୁ ଦେଢ଼ ବର୍ଷ ଲାଗିଗଲା । ବର୍ତ୍ତମାନ ରାଜ୍ୟ ଗୋଟିଏ ସୁସ୍ଥ ଅବସ୍ଥାରେ ଚାଲିଛି । ଏଭଳି ଶାସନ ଦେଉଥିବା ବ୍ୟକ୍ତିମାନେ ସୁଶାସନର ଦ୍ୱାହି ଦେବେ । ସେମାନଙ୍କୁ କହିବାକୁ ଚାହେଁ, ପ୍ରଧାନମନ୍ତ୍ରୀ ଏ ବାବଦରେ କହିସାରିଛନ୍ତି । ନିଟ୍ ପରୀକ୍ଷା ସଫଳତାର ସହ ହୋଇ ଫଳାଫଳ ବାହାରିବା ପରେ ଯେଉଁମାନେ ଏଭଳି ଆନ୍ଦୋଳନ କରୁଛନ୍ତି, ସେମାନଙ୍କ ପାଖରେ କୌଣସି ଇସ୍ୟୁ ନାହିଁ । #neetexams #paperleak #Odisha #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ରଥଯାତ୍ରା ଗୁମର ! Puri Gajapati Maharaj Interview | Puri Rath Yatra 2026 | Odia Podcast | Manas Dash

Congress Demands Dharmendra Pradhan's Resignation Over NEET Paper Leak || OR

🔴Live | ହାତୀର ପ୍ରତିଶୋଧ ୧୪ ବର୍ଷ ପରେ | Elephant Revenge | Human Wild life Conflict | Argus News

ଲିପ୍ଟି ଦେବା ବାହାନାରେ ଅପହରଣ : ଯୁବକ ଗିରଫ ||CHARCHA TV

BJD ସାଂସଦଙ୍କୁ ଜନ୍ତର ମନ୍ତର ପଠେଇଲେ ନବୀନ, ଆହତ ପିଲାଙ୍କୁ ଭେଟିଲେ ଟିମ୍! BJD MP at Jantar mantar protest.

ଗିରଫ କୋଟିପତି ପିଅନ Odisha Fraudster Arrested | Man Accused of ₹10 Crore Scam Held by Cuttack Police

Bhubaneswar: Man Brutally Attacked With Sword Over Family Dispute In Lingaraj PS Area | Argus News

Dharmendra as Excuse, Modi the Real Target | Nirbhay Gumar Katha

ଆମେ କ'ଣ ମଢ଼ ଚଣ୍ଡାଳ ? Swargadwar Secrets Revealed | What Happens at Puri's Sacred Cremation Ground ?

ନବୀନଙ୍କ ହାତରୁ ଛଡ଼ାଇନେବେ ପ୍ରଦୀପ ? | Odisha Reporter

Police Allege Blackmail Racket in the Name of News; Editor Sudhanshu Raut Absconding

Odisha Teachers Protest | 662 Aided College Staff Stage Massive PMG Demo In Bhubaneswar

Protesters return to Delhi's Jantar Mantar after police action | Kalinga TV

ଅନଶନ ଭିତରେ ଚର୍ଚ୍ଚା, 'ସୋନମ୍ ୱାଙ୍ଗଚୁକ୍ ଦେଶଦ୍ରୋହୀ କି ? | Sonam Wangchuk Controversy

ଯାତ୍ରୀଙ୍କୁ ଲୁଟୁଥିବା ବେଳେ ମହିଳା ଲୁଟେରାକୁ ଧରିଲା | Odisha Reporter

News Fuse 20 JULY 2026

ଦିଲ୍ଲୀରେ ବଡ଼ ପରିବର୍ତ୍ତନ ? JP Nadda Meets CJP Protest Leaders | Jantar Mantar Protest | Asala Katha

'କ୍ଷମା ମାଗନ୍ତୁ ମୋଦି' | Odisha Reporter

ଆମେ ସ୍ୱର୍ଗଦ୍ୱାରର ଚଣ୍ଡାଳ | Odisha Reporter

