ମୋତେ ଦୁଃଖ ଦରିଆକୁ ଠେଲି ଦେଲା ଯାତ୍ରା || Odisha Reporter

#ମୋତେ_ଦୁଃଖ_ଦରିଆକୁ_ଠେଲି_ଦେଲା_ଯାତ୍ରା ଘର କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳର ୧ ନମ୍ବର ୱାର୍ଡ ଭାଲିଆଡିପା ଗୋଧୂଳି। ପରିବାର କହିଲେ ସ୍ତ୍ରୀ ଭାରତୀ ନାଏକ ଓ ଦୁଇଟି ଛୋଟ ପିଲା। ଦିନ ମଜୁରୀ କରି ସୁଶାନ୍ତ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ।ତିନି ବର୍ଷ ତଳେ ପଣା ସଂକ୍ରାନ୍ତି ଅବସରରେ ମୟୂରଭଞ୍ଜ ଜିଲ୍ଲା ରରୁଆଁର ଉଡ଼ାଯାତ୍ରା ଦେଖିବାକୁ ଯାଇଥିବା ବେଳେ ପ୍ରବଳ ଭିଡ଼ ମଧ୍ୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ସେ ତଳେ ପଡ଼ିଯିବା ପରେ ଲୋକଙ୍କ ଚାପରେ ଦଳି ହୋଇଯାଇଥିଲେ। ଦୁର୍ଘଟଣାରେ ତାଙ୍କ ଦୁଇଟି ଗୋଡ଼ ଭାଙ୍ଗିଯାଇଥିଲା।ପ୍ରଥମେ ଚମ୍ପୁଆ, ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ବଡ଼ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତରଚାରି ମାସ ଅପେକ୍ଷା କରିବାକୁ କହିଥିଲେ। ନିରାଶ ହୋଇ ସୁଶାନ୍ତ ଘରକୁ ଫେରି ଆସିଥିଲେ। ସେବେଠାରୁଆଜି ପର୍ଯ୍ୟନ୍ତ ସେ ଶଯ୍ୟାସାୟୀ। #odiajatra #jatralover #Odisha #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter

Puri Driver Sets Example of Honesty, Returns Bag Containing Gold and Cash to Owner
▶︎

Jibana Do Chhakire Ashara Alok : Ep 519,  20th June 2026 | ଘର ଚଳେଇଲେନି, ପଳେଇଲି

OTAS Officer Bhimsen Tudu Dismissed from Service in Chandrika Death Case || Kalinga TV

ଶେଷରେ ସତ ଓଗାଳିଲା ସିୟା ! କେତନକୁ ମାରିବା ପଛରେ ଥିଲା ଏହି କାରଣ | Ketan Agarwal Mur*der Mystery

ବହିରେ ଭୁଲ୍ ପଛର ମାଷ୍ଟରମାଇଣ୍ଡ | Odisha Book Error Mastermind | CM Mohan Majhi | Asala Katha |Odia News

ପ୍ରସନ୍ନଙ୍କ ଘରେ ସୁଜାତା ବିଦ୍ରୋହର ଆଲୋଚନା | Odisha Reporter

ଘରେ ସ୍ୱାମୀ ରାସ୍ତାରେ ବାଡାବାଡି ପ୍ରେମିକା-ପତ୍ନୀ || Odisha Reporter

Shocking Incident in Balasore: Body Removed from Bier at the Last Moment Before Cremation

ଓଡ଼ିଶାକୁ ଏଲନିନୋ ଭୟ, ଆସୁଛି କି ଜଳ ସଙ୍କଟ ! ହୀରାକୁଦ ଜଳଭଣ୍ଡାରରେ କେମିତି ରହିଛି ସ୍ଥିତି ?| PrameyaNews7

ପୁରସ୍କାର ପ୍ରେରଣା ଦେଲା | 30 Years of Struggle! Odia Comedian Harihara Mohapatra Wins State Film Award

ଚାକିରିଆଙ୍କ ପାଇଁ ଖୁସି ଖବର... 8th pay commission | Central Government Employees | PM Modi | Odia News

Special Story: Pune Murder Case: Alleged Plan A, B, C to Kill Ketan Agrawal Revealed

Cyber Crime || EP 229 || ଖରାପ ଭିଡ଼ିଓ ଦେଖିଲି ବୋଲି... || 20 JUNE 2026

Special Story: Bank Sealed Their Home | Now 5 Family Members Sleep in a Cowshed

ସିଧା ଉଡ଼ିଗଲା ନିର୍ଦ୍ଦେଶକଙ୍କ ପଦ! Textbook Error Controversy: 4 Officials Suspended; Mohan Majhi

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

JANITOR vs THE BIGGEST GUYS IN THE GYM. They Didn’t Expect THAT

Justice Prevails! Wrongfully Sealed House Opened After Collector’s Intervention

ବହିରେ ତ୍ରୁଟି ପଛରେ ଷଡଯନ୍ତ୍ର ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ | NandighoshaTV

କାହିଁକି କୋଣାର୍କ ଗଣନାଟ୍ୟ ଛାଡ଼ିଥିଲେ ରତି-ମିଟୁନା ? Rati & Mituna Break Their Silence | Exclusive