କଳାରାହାଙ୍ଗ ପଟିଆ ଷ୍ଟେସନ ରାସ୍ତା କଡ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ। eviction drive near kalarahanga, Bbsr

କଳାରାହାଙ୍ଗ ପଟିଆ ଷ୍ଟେସନ ରାସ୍ତା କଡ ଦୋକାନ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ । ସରକାରୀ ଜମିରେ ଜବରଦଖଲ କରି ଗଢ଼ି ଉଠିଥିବା ଦୋକନଙ୍କୁ ଉଛେଦ  ଆରମ୍ଭ କଲା ସେଣ୍ଟ୍ରାଲ ଏନଫରସମେଣ୍ଟ ମେନେଜୀଙ୍ଗ କମିଟି। ଦୀର୍ଘଦିନ ହେବ ବେଆଇନ ଦୋକାନ ଘର ନିର୍ମାଣ ହେଇଥିଲା । ଯାହା ଉପରେ ଚାଲିଲା ବୁଲଡୋଜର। CEMC ର ସମସ୍ତ ବିଭାଗ ଓ ବିଭାଗୀୟ ଅଧିକାରୀ ତଥା BDA, BMC,GA ଙ୍କ ଉପସ୍ଥିତି ଓ ମିଳିତ ଉଦ୍ୟମରେ ଉଚ୍ଛେଦ ପ୍ରକ୍ରିୟା ଜାରି । ୨୫ ରୁ ଉର୍ଦ୍ଧ୍ବ ବେଆଇନ ଦୋକାନ ଘର ଭାଙ୍ଗିବ bda । ସକାଳୁ ଇଚ୍ଛେଦ କୁ ବିରୋଦ କରିଥିଲେ ବ୍ୟବସାୟୀ। ପରେ ବୁଝାସୁଝା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେଇଛି । କଳାରାହାଙ୍ଗ ଖାତା ନମ୍ବର ୧୭୧୬ ଗ୍ରାମୀଣ ଜଙ୍ଗଲ ଜମି ପ୍ରାୟ ଏକ ଏକର ଜମିର ଉଛେଦ ପ୍ରକ୍ରିୟା ଆରମ୍ଭ ହେଇଛି। eviction drive near kalarahanga, Bbsr #Kalarahanga #Bhubaneswar #BhubaneswarNews #OdishaNews #EvictionDrive #DemolitionNews #KalarahangaEviction #PatiaBhubaneswar #BMC #OdishaLatestNews Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ମୋ ପୁଅକୁ ବାହା ହେବାର ଯଦି ନଥିଲା, ମତେ ତୋ ପ୍ରେମିକ ସହ ଫଟୋ ପଠେଇ ଦେଇଥାନ୍ତୁ!Lohagad Fort Ketan Agarwal Case
▶︎

ମୁଁ କହୁଛି ଛକି କାନ୍ଥରେ ମାର୍, ଚିହ୍ନ ମାରିଦେଲେ କାଲି ବୁଲିବ ବୁଲଡୋଜର ! Kalarahanga Eviction drive, bbsr

Rourkela Bulldozer Drive Continues in Bandhamunda After Meena Pada Eviction

"ଆମେ ଭୋଟ ଦେଇ ଭୁଲ କରିଛୁ, ଭୋଟ ଦେଲୁ କିନ୍ତୁ ଆମ ଘର ଭାଙ୍ଗିଦେଲେ" Bhubaneswar

ବିପଦରେ  ମୋହନଙ୍କ ମୁଖ୍ୟମନ୍ତ୍ରୀ ପଦ ! | odia news | land  scam | breaking news | Mohan Yadav |

କଳାରାହାଙ୍ଗରେ ଉଚ୍ଛେଦ ବେଳେ ,ଅଫିସର -ଦୋକାନୀ ହେଲେ ମୁହାଁମୁହିଁ eviction drive near kalarahanga, Bhubaneswar

ଖୋର୍ଦ୍ଧାରେ ଅତ୍ୟାଧୁନିକ ଅଟଳ ବସଷ୍ଟାଣ୍ଡ ନିର୍ମାଣ; ଜୀବନ ଓ ଜୀବିକା ହରେଇବେ ୩୦୦ରୁ ଅଧିକ ବ୍ୟବସାୟୀ || Khordha

କାଲି ଆସି ଛକି ପକେଇଲ,ଆଜି ୨୦ଲକ୍ଷର ଜିନିଷ ଉପରେ ବୁଲଡୋଜର ଚଢେଇ ଦେଲ!Patia–Kalarahanga Eviction Turns ,BBSR

ମାଡ଼ି ବସିଥିଲେ 100 କୋଟିର ଜମି! ସରକାର ଚଲେଇଦେଲେ ବୁଲଡୋଜର  | Odisha Reporter

ମେଡିକାଲରେ ଲେଡି ପୋଲିସଙ୍କୁ ଦେଖି ଏମିତି କଣ କହିଲେ କି ସୁର..Senior Leader Sura Routray visits Medical

ପାଣ୍ଡରା ଛକରେ ବୁଲିଲା ବୁଲ୍ଡୋଜର, ଭାଙ୍ଗିଲା ଦୋକାନ ! BMC Eviction at pandra square, Bhubaneswar.

🔴LIVE | ବାରିପଦାକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି | Mohan Majhi | 08.06. 2026 | OR |

ମହିଳା ପୋଲିସଙ୍କୁ ରାମ୍ପୁଡ଼ି ପକେଇଲେ ମହିଳା ! tension at infocity police station lady attack cops, bbsr.

ଦିବ୍ୟାଙ୍ଗଙ୍କୁ ଠକିଦେଲେ ବିଧାୟକଙ୍କ ଲୋକ  ll FOCUS PLUS ||

ଯିବା ଆସିବା ରାସ୍ତା ଗୋଟିଏ ଥିଲା, ଲକ୍ଷ୍ନୌ କୋଚିଂ ସେଣ୍ଟର ନିଆଁ । Lucknow’s coaching center tragedy

ପୃଥ୍ୱୀରାଜଙ୍କ ରିପୋର୍ଟ, ଅଡୁଆରେ ମୋହନ Prithviraj Harichandan on Files over Missing File| Satyapatha News

ରାଜଧାନୀର ଶ୍ୟାମପୁର ମୌଜା ଉଚ୍ଛେଦ ଅଭିଯାନ ll FOCUS PLUS ||

ଯାତ୍ରା ଜଗତ ଯଦି ଖରାପ ହେଇଛି କାଳିଆ ଓ ପାଢ଼ୀ ବାବୁ ଦୁଇଜଣଙ୍କ ପାଇଁ। Jatra Artist controversy over 'dog' jibe

2 ମାସ ହେଲା ଓପନିଂ କରିଥିଲୁ....କୋଟିଏ ଟଙ୍କାର କ୍ଷତି କିଛି ଲାଭ ନାହିଁ....|| Demolition ||

ଏଇଟା ସରକାରୀ ଜାଗା ସବୁ ଭଙ୍ଗା ହେବ ,ବାପା କଥା କାହିଁକି କହୁଛୁ ! Eviction drive Near Ruchika Market , Bbsr