Palm Sunday Service || Ps.Israel Tilful ||ମାର୍କ 11:1-11/Mark 11:1-11|| #palmsunday #sundayservice
Praise the Lord. Here we are from Evangelical baptist church, we come with The Word Of God. Which leads many of you to come to Lord. To get close with God. To focus on right thing only. With the right Gospel what our Master thought. We are nobody to hurt anyones feelings. We only showcase what our Lord thought us. ALL GLORY TO GOD "JESUS" Date : 29/March/2026 Word of God : Ps. Israel Tilful. Main Subject : ମାର୍କ 11:1-11/Mark 11:1-11 ଯେତେବେଳେ ସେମାନେ ଯିରୂଶାଲମ ସହରର ନିକଟବର୍ତ୍ତୀ ହୋଇ ଜୀତପର୍ବତ ପାର୍ଶ୍ୱସ୍ଥ ବୈଥ୍ଫାଗୀ ଓ ବେଥନୀୟା ନିକଟରେ ଉପସ୍ଥିତ ହେଲେ, ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଏହି କଥା କହି ପଠାଇଲେ, “ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ; ସେଥିରେ ପ୍ରବେଶ କରିବା କ୍ଷଣି, ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆ ବନ୍ଧା ହୋଇଥିବା ଦେଖିବ; ତାହାକୁ ଫିଟାଇ ଘେନିଆସ। ଆଉ, ଯେବେ କେହି ‘ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ,’ ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ।” ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ, ଗଧଛୁଆକୁ ଫିଟାଇ କଅଣ କରୁଅଛ? ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ; ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ। ଯୀଶୁଙ୍କ ନିକଟକୁ ଗଧଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇଦେଲେ, ଆଉ ଯୀଶୁ ତାହା ଉପରେ ବସିଲେ। ପୁଣି, ଅନେକେ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତରୁ ଡାଳ କାଟି ଆଣି ବିଛାଇଦେଲେ। ଆଉ ଆଗରେ ଓ ପଛରେ ଯାଉଥିବା ଲୋକମାନେ ଉଚ୍ଚସ୍ୱରରେ କହିବାକୁ ଲାଗିଲେ, ହୋଶାନ୍ନା! ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ! ଆମ୍ଭମାନଙ୍କ ପିତୃ-ପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି, ତାହା ଧନ୍ୟ! ଊର୍ଦ୍ଧ୍ୱଲୋକରେ ହୋଶାନ୍ନା! ପରେ ସେ ଯିରୂଶାଲମ ସହରକୁ ଆସି ମନ୍ଦିରରେ ପ୍ରବେଶ କଲେ, ପୁଣି, ଚତୁର୍ଦ୍ଦିଗସ୍ଥ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ବାର ଶିଷ୍ୟଙ୍କ ସହିତ ବେଥନୀୟାକୁ ବାହାରିଗଲେ। ମାର୍କ 11:1-11 #wordofgod #bible #bibleverse #biblestudy #wordsofwisdom #right #truth #focus #gospel

ଈଶ୍ଵରଙ୍କ ଦୟା ଏବଂ କଠୋରତା କୁ ବୁଝ। ରୋମୀୟ ୧୧:୨୨। Romans 11:22 (PART -1)

Best Hillsong Worship Songs 2026✝️ Morning Worship Playlist | Top Christian Praise & Worship Music

Pastor Munawar | An Exegetical & Theological Study of the Book of Acts | 19th Lecture June 09, 2026

ସଦାପ୍ରଭୂଙ୍କ ଦ୍ଵାରା ପାର୍ଶ୍ଵ ଦ୍ୱାର ବନ୍ଦ୍ କରାଯାଇଅଛି, ମାତ୍ର ଝରକା ଖୋଲା ଯାଇଛି। (PART-5)(Genesis 7:16)

EXODUS 33 | SONG OF SOLOMON | THE FACE OF GOD | THE PRESENCE OF GOD | HEALINGS & DELIVERANCE STREAM

Two Things you Must Know About God | Randy Skeete | Ypsilanti SDA Media

SALMO 91 91 VEZES

ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଅ। (୨ ପିତର ୩:୧୮)। (PART -1)

Ask! God Will Do The Task! मांगो -परमेश्वर आपके लिए करेंगे | Dr. D.G.S. Dhinakaran | Jesus Calls

The Person of the Holy Spirit | Benny Hinn in Ghana

ସଦାପ୍ରଭୂଙ୍କ ଦ୍ଵାରା ପାର୍ଶ୍ଵ ଦ୍ୱାର ବନ୍ଦ୍ କରାଯାଇଅଛି,ମାତ୍ର ଝରକା ଖୋଲା ଯାଇଛି |ଝରକା ର ରହସ୍ୟ (Genesis 7:16)

Santo Rosário | Sexta-feira | 04:00 | 12/06/2026 | Live Ao vivo

PROPHETIC FLOW | PROPHETIC WORDS | SINGING IN TONGUES AND INTERPRETATIONS | THE JOY OF THE LORD

Santo Rosário | 23° Dia | Quaresma 2026 | 16/03 | 03:40 | Live Ao vivo

Help for the Helpless | Randy Skeete | ATN, Sandhill Belize

ଈଶ୍ଵରଙ୍କ ଦୟା ଏବଂ କଠୋରତା କୁ ବୁଝ। ରୋମୀୟ ୧୧:୨୨। Romans 11:22 (PART -2)

God Says:"TAKE THIS MESSAGE SERIOUSLY, BECAUSE ONLY YOU ARE SEEING IT"/God Message Now/God Message

LET ME SHOW YOU HOW TO HEAR GOD | LEARN HOW TO HEAR

LIVE PRAYER & BIBLE MEDITATION

