He Krushna - ହେ କୃଷ୍ଣ (ଶ୍ରୀକୃଷ୍ଣଙ୍କ ଲୀଳା ଖେଳାର ଅପୂର୍ବ କଥା ) | Subash Dash | Odia Bhaktidhara
ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଏହା ଥିଲା ତାଙ୍କର ଶ୍ରୀକୃଷ୍ଣ ଅବତାର । କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦିଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ କୃଷ୍ଣ ଜନ୍ମ ଲାଭ କରିଥିଲେ । ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ୟ । ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ । ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି । ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ । ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା ବିଜୁଳୀ କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ । ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରତିରେ ବାହାରିଲେ । ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦିଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡ଼ରୁ ବେଡ଼ି ଖୋଲିଗଲା ଏବଂ ବନ୍ଦିଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା।ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ । ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ବାସୁକି ନିଜର ବିଶାଳ ଫଣା ଢାଙ୍କି ଚାଲିଲେ।ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । -------------------------------------------------------- Song : Tume Punar Janma Album : Hey Krushna Album No : WM-3335 Singer: Subash Dash Lyrics : Dillip Jena Music : Dillip Jena Music Label : World Music Music Released by: Sidharth Music -------------------------------------------- ♪ Full Song Available on ♪ JioSaavn : https://bit.ly/3fKcVBf Wynk : https://bit.ly/33E5zwE Gaana : Apple Music : https://apple.co/3iknvAj Amazon Music : https://amzn.to/3fHXSaW Spotify : https://spoti.fi/3a6kT6n Resso : Also available on ITunes -------------------------------------------------- Set Caller Tune ; Operator Codes: Airtel Users Dial Airtel Users also get it free from Wynk App Vodafone Users Dial BSNL (East/ South) Users sms BT To 56700 Idea Users Dial Jio Users get it free from JioSaavn App --------------------------------------------------- Watch & Subscribe to our other YouTube Channels: 👉 Sidharth Bhakti : / sidharthbhakti 👉 Sidharth Music: / sidharthmusic 👉 Sidharth TV : / sidharthtv 👉 Namita Agrawal : / namitaagrawal ----------------------------------------------------- Enjoy & stay connected with us! 👉 Like us on Facebook : / sidharthbhaktiodia ----------------------------------------------------- #OdiaBhaktidhara #SidharthMusic #SidharthBhakti #SidharthTV #NamitaAgrawal #SitaramAgrawal

KRUSHNA JANMA ( BHAGABATA -10th Skandha) କୃଷ୍ଣ ଜନ୍ମ (ଦଶମ ସ୍କନ୍ଧ)| Namita Agrawal | Odia Bhaktidhara

Krushna Sudama Nka Balya Lila କୃଷ୍ଣ ଓ ସୁଦାମାଙ୍କ ବାଲ୍ୟ ଲୀଳା | Sarat Nayak | Odia Bhaktidhara

ଜଗନ୍ନାଥ ଓ ଶ୍ରୀରାମ ଭକ୍ତି ସଙ୍ଗୀତ | Top 5 Superhit Odia Bhajan | Nonstop Jagannath Bhajan 2026

Hey Krishna - ହେ କୃଷ୍ଣ (ଶ୍ରୀ କୃଷ୍ଣଙ୍କ ଲୀଳା ଖେଳାର କାହାଣୀ)| Subash Dash | Manoj Panda |Sidharth Music

Iskcon Kirtan Soulful Chant | Hare Krishna, Hare Ram | Peaceful Mahamantra for Peace & Devotion
![Hits of Narendra Kumar, Oriya Jagannath Bhajans [Full Audio Songs Juke Box]](https://i.ytimg.com/vi/MxdlzeW0g8I/hqdefault.jpg?sqp=-oaymwE9CNACELwBSFryq4qpAy8IARUAAAAAGAElAADIQj0AgKJDeAHwAQH4Af4JgALQBYoCDAgAEAEYZSBjKC0wDw==&rs=AOn4CLB4XJ0UbOJ3YK92SVGoJ5RU2gtx9w)
Hits of Narendra Kumar, Oriya Jagannath Bhajans [Full Audio Songs Juke Box]

Mana Bodha Chautisha - ମନବୋଧ ଚଉତିଶା (ସମ୍ପୂର୍ଣ)| Gobinda Chandra | କହଇ ମନ ଆର ମୋ ବୋଲକର

LAGENA BHALA TUMARI BINA & Other Hit Jagannath Bhajans of SUBASH DASH | Jukebox | Odia Bhaktidhara

Gopala Ogala Katha

Detox Negative Thoughts 🌿 | Indian Classical Raga Music for Inner Peace, Positive Energy & Calm Mind

GAHANI - BHAGABATA JANMA - ( ଓଡ଼ିଶାର ଲୋକଗୀତ ) ଗାହାଣୀ - ଭାଗବତ ଜନ୍ମ | Sri Charana | Sidharth Music

SRIKRUSHNANKA NAMA KIRTANA - ଶ୍ରୀକୃଷ୍ଣଙ୍କ ନାମ କୀର୍ତ୍ତନ | Krishna Astotara Satanama | Namita Agrawal

Anup Jalota | Kala Thakur | Odia Jagannath Bhajans | Oriya Bhajans

Gahani - Bagaban Budhadeba Charita - ଗାହାଣୀ - ଭଗବାନ ବୁଦ୍ଧଦେବ ଚରିତ | Sri Charana | Sidharth Music

TUME RAMA TUME NARAYAN | Arabinda Muduli | SARTHAK MUSIC | Sidharth TV

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

JAY SRIRAM FULL SONG || Odia Sriram Bhajan || Sarat Nayak || Bijaya Malha || Sabitree Music

Ratha Nirmana Ratha Khala Katha | ରଥ ନିର୍ମାଣ - ରଥ ଖଳା କଥା | Namita Agrawal

Shri Krishna Govind Hare Murari - Non Stop Krishna Bhajans Lofi | Bhakti Song | Krishna Bhajan

