ନିଅମଗିରି ଡ଼ଙ୍ଗରିଆ କନ୍ଧ | Dangaria Kandha |Gunjapai Village | Muniguda | Rayagada | Help India Odisha
𝗖𝗹𝗼𝘁𝗵, 𝗕𝗹𝗮𝗻𝗸𝗲𝘁 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗗𝗮𝗻𝗴𝗮𝗿𝗶𝗮 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗚𝘂𝗻𝗷𝗮𝗽𝗮𝗶 - 𝗩𝗶𝗹𝗹𝗮𝗴𝗲 , 𝗠𝘂𝗻𝗶𝗸𝗵𝗼𝗹 - 𝗣𝗮𝗻𝗰𝗵𝗮𝘆𝗮𝘁 , 𝗠𝘂𝗻𝗶𝗴𝘂𝗱𝗮 - 𝗕𝗹𝗼𝗰𝗸 , 𝗥𝗮𝘆𝗮𝗴𝗮𝗱𝗮 - 𝗗𝗶𝘀𝘁𝗿𝗶𝗰𝘁, 𝗢𝗱𝗶𝘀𝗵𝗮 ରାୟଗଡା - ଜିଲ୍ଲା, ମୁନିଗୁଡା - ବ୍ଳକ ର , ଗୁଞ୍ଜାପାଇ - ଗ୍ରାମ , ମୁନିଖୋଲ - ପଞ୍ଚାୟତ | ଏହି ଗ୍ରାମରେ ରହୁଥିବା ଡ଼ଙ୍ଗରିଆ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, କମଳ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ନିୟମଗିରି ଘଟି ରାସ୍ତା ଓ ଜଙ୍ଗଲ ଦେଇ ଯିବା ପରେ ଆମ ଟିମ ପହଁଚି ଥିଲା ଗୁଞ୍ଜାପାଇ - ଗ୍ରାମରେ ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ନା ଅଛି ଗାଁକୁ ରୋଡ ନା ଲାଇଟ | ଦେହ ଖରାପ ହେଲେ 10 km ଚାଲି ଚାଲି ଯିବାକୁ ପଡେ | ଆଜିବି ହସ୍ପିଟାଲ ଯିବାପାଇଁ ଭରା ଭରଷା | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚି ଥିଲା | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | ଧନ୍ୟବାଦ ଦେବି ରାଜେଶ ବଡ଼ିକା ଭାଇ ଆପଣଙ୍କ ସହଯୋଗ ପାଇଁ ଏହି କାଯ୍ୟକ୍ରମ ସଫଳ ହୋଇପାରିଛି | 𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮 Bank details ************** 𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸 𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮 𝗔/𝗖 𝗻𝗼 - 7378002100001043 𝗜𝗙𝗦𝗖 𝗖𝗼𝗱𝗲 - 𝗣𝗨𝗡𝗕0737800 𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - +91 7008476997 ସମସ୍ତ ଓଡିଶାବାସୀ ମାନଙ୍କୁ ଅନୁରୋଧ କିଛି କିଛି ସହଯୋଗ କରିବା ପାଇଁ ଏହି ମହତ୍ୱ କାଯ୍ୟପାଇଁ | ଆପଣଙ୍କ ସହଯୋଗ ପାଇଲେ ଆମ ଟିମ ଆହୁରି ଅଧିକ ସହଯୋଗ କରିପାରିବ ଆଦିବାସୀ ଓ ଅସହାୟ ଲୋକ ମାନଙ୍କୁ | #helpindia #tribalpeople #donateclothes #fooddonation #Odisha #helpneedypeople #helptribalpeople #Rayagada #Muniguda #Dangaria #dangariakandha #Niyamagiri #easternghats #odishatribal

କପଡା ନାହିଁ ବୋଲି 6 ମାସ ହେବ ଗାଧେଇ ନାହାନ୍ତି || True Story Of Sukinda, Jajpur || Help India Odisha

ଡଙ୍ଗରିଆ କନ୍ଧଙ୍କ ନିଆରା ପ୍ରଥା | Charcha Tv

ଜନ ଅଡିଟ୍ : ମାଲକାନଗିରିର ଅପହଞ୍ଚ ବଣ୍ଡା ଘାଟିରେ ଅର୍ଗସ ଟିମ୍

Kalinga Swatantra: History Of Dangaria Tribes In Rayagada District || KalingaTV

ବାପା ନାହାନ୍ତି... ଏମିତି ଘରେ ରହୁଛି ସୁକାନ୍ତି 😢 | Real Village Story | 📚 ପଢ଼ିବା ପାଇଁ ଏତେ ସଂଘର୍ଷ! 😢

ଏମିତି ବି ଜାଗା ଅଛି ଓଡ଼ିଶା ରେ | Rayagada #bulilatoka

ହଠାତ୍ ଆସି ଏମିତି କଲା ପୁଲିସ ! chameliojha | sarapanch | tikhiri | mahakalpada

ଘାଟି ଉପରେ ଗାଁ ଫୁଲଝର || Fulajhar Village, Tensa || Koida || Sundargarh || Help India Odisha

Real Nepali Mountain Village Life During The Rain | Most People And Relaxing Village Life

ବଣୁଆ ହାଟ❗️ମଦ ମାଂସ ଝିଅ❗️#triballife #charigarhvlogs #odiavideo #travelfood #odisha #village

ଡଙ୍ଗରିଆ କନ୍ଧ ନିୟମଗିରି#Dongria Kandh Niyamgiri Lifestyle#Niyamgiri Stribe#Odisha stribe#Dongria Kandh

Deomali | Deomali Koraput | Deomali Mountain in Odisha | Highest Mountain Peak Of Odisha | ଦେଓମାଳି

ସୁଟିଂ ସେଟ୍ ପରି ଗାଁ ଟିଏ | Odisha Mayurbhanj #bulilatoka

ମାଲକାନଗିରି ବଣ୍ଡା ଘାଟି ମା ରାନ୍ଧିଲେ ମୋ ପାଇଁ ଦେଶୀ କୁକୁଡ଼ା କଷା | Malkangiri Bonda Ghati Tribal People

ଏଠି ମଦ🍺 ମାଂସ,ଝିଅ ସବୁ😱 ଓଡିଶାର ଗୋଆ🏖️ Udayapur Sea Beach / Sea Food Tour / Baleswar

ବୋଣ୍ଡା ଆଦିବାସୀ || Bonda Tribe Malkangiri || Odisha Tribal Village || Sambalpuri Vlog

ଆଜିବି ବଞ୍ଚିବା ପାଇଁ ସଙ୍ଘର୍ଷ | Gunjapai Village | Niyamagiri | Muniguda | Rayagada | Help India Odisha

ନିୟମଗିରି ଡ଼ଙ୍ଗରିଆ କନ୍ଧ ଝିଅ କେତେ ସଂସ୍କାର ଆଉ ସୁନ୍ଦର । Niyamgiri Dangaria Kandha

ଓଡ଼ିଶା ର ଶେଷ ସୀମାନ୍ତ ଗାଁ। ଆନ୍ଧ୍ର ସୀମାନ୍ତ କୋଟିଆର ହର ମାଣ୍ଡିଙ୍ଗି। Kotia, Pottangi, Koraput, Odisha.

ଓଡ଼ିଶାର ସବୁଠୁ ସୁନ୍ଦର ଓ ସଫା ଗାଁ | Cleanest Village of Odisha Bobeijoda🌿

ଓଡ଼ିଶାର ଫେମସ ଗାଁ ଢେଙ୍କାନାଳ ସଦେଇବରଣୀ / Famous Village Of Odisha Sadeibareni Dhenkanal / Art Craft

Jackfruit Wine Making and Drinking // Village Girl Wine making // Desi Daru making // Kathal ka daru

କୋରାପୁଟ ମାଉସୀ ମଉସା ତାଙ୍କ ଗାଁ ବୁଲେଇଲେ , ମାଣ୍ଡିଆ ପେଜ ତାଙ୍କ ଘରେ ପିଇଲି | Koraput Tribal People and Food

Odisha Explore || Bonda ghati village || Bonda tribe village !

ନକ୍ସଲ କ୍ୟାମ୍ପ୍ ରେ ସେ ରାତି ଭୟଙ୍କର ଥିଲା | Jayanti Buruda | Malkangiri’s BADA DIDI | Forbes | Femina

Harvesting a 380 Kg Water Buffalo the Traditional Village Way | How to make buffalo head soup

ଆସନ୍ତୁ ଆଜି ଶବର ରାଜା ବିଶ୍ଵାବସୁ ଗାଁ ବୁଲି ଯିବା // ଏହି ଶିଆଳି ଲତାରେ ଜାରା ଶବର କୃଷ୍ଣଙ୍କୁ ତିର ମାରିଥିଲେ ||

