ମୋରଡା ଥାନାରେ ନାବାଳିକାଙ୍କୁ ଧମକ ଅଭିଯୋଗ || Adyasha Live || #MayurbhanjNews #MoradaNews
ମୟୁରଭଞ୍ଜ ଜିଲ୍ଲାର ମୋରଡା ଅଞ୍ଚଳରେ ଏକ ଚଞ୍ଚଳକର ଘଟଣା ସାମ୍ନାକୁ ଆସିଛି। ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକ ଓ ମାନସିକ ଯନ୍ତ୍ରଣାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ପ୍ରାୟ ଚାରି ଘଣ୍ଟା ଧରି ପିତାମାତାଙ୍କୁ ବାହାରେ ରଖି ଥାନା ଭିତରେ ନାବାଳିକାଙ୍କୁ ପଚରାଉଚରା କରାଯାଇଥିଲା। ପରେ ସେ ଅଚେତ ହୋଇପଡ଼ିଥିବାରୁ ପ୍ରଥମେ ବରମାଇଲ ଓ ପରେ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣା ପରେ ନାବାଳିକା ଓ ତାଙ୍କ ପରିବାର SPଙ୍କ ଅଫିସରେ ନ୍ୟାୟ ଦାବି କରିଥିଲେ। ଏହି ଘଟଣାକୁ ନେଇ ଅନେକ ରାଜନୈତିକ ନେତା ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ରହି ପ୍ରଶାସନୀୟ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। 🌐 Adyasha Live – ସତ୍ୟର ସ୍ୱର, ଲୋକଙ୍କର ଆଶ୍ୱାସ 🌐 Adyasha Live is one of Odisha’s emerging news platforms, delivering fast, reliable, and unbiased news across News_paper web, and social media. From breaking headlines to in-depth analysis, we bring you stories that matter most—anytime, anywhere. Tags #news #narendramodi #rahulgandhi #breakingnews #bjp #congress #odia #bjp #bjp #congress 📺 What We Cover 📰 Latest updates on politics, governance & public issues 🌍 National & international affairs 📊 Economy, GST, industry & business insights 🎭 Art, culture, and entertainment 🏏 Sports, youth & lifestyle stories 💡 Special reports & ground realities ✨ With the tagline “Satyara Swara, Lokara Asha”, Adyasha Live is committed to truth, transparency, and fearless journalism. 📲 Stay Connected Watch us LIVE on our digital platforms Follow us on YouTube…#adyashalive #news

ପୋଲିସର ଧମକ ସହି ନ ପାରି ଚେତା ହରାଇଲେ ନାବାଳିକା || MAYURBHANJ NEWS

Liku for Self-Interest or National Interest? Government in Trouble. | Nirbhay Gumar Katha

Crime Branch ADG Arun Bothra begins investigation in Soumya Mu*der Case | Kalinga TV

"ତ୍ରିଷ୍ଣା କୌଣସି ସମ୍ପତ୍ତି ମାଗୁନି ,ହେଲେ ତା ସ୍ୱାମୀ ନାଁରେ ଯାହା ଅଛି ତାକୁ ଦିଆଯାଉ " Youtuber Rahul Trishna

କୁଆଡେ ଯାଉଛି ଓଡିଶା ? BJP vs BJD |Pravasi Odia Vikash Samiti | Pratap sarangi vs Lekhashree |Odia News

Special Report: Superstar CM Vijay Declares Direct War On PM Modi Over Shocking Fuel Hike!

ପୁରା ବେଙ୍ଗଲ ହେଲା ଆଶ୍ଚର୍ଯ୍ୟ | West Bengal police | don akash singh | TMC vs BJP | Suvendu Adhikari |

Rok Thok | ଅନେଶତ ପ୍ଲଟର ଯନ୍ତ୍ରୀ ରାଜା | Vigilance Raid | Odisha News | Argus News

ରାହୁଲଙ୍କ ଘରେ ସାଂଘାତିକ ଝଗଡ଼ା | Rahishna Odia Vlogs | Youtuber Rahul Wife | Family Dispute | Odia News

'ପାଣ୍ଡିଆନ ଫେରିଆସ' ପୋଷ୍ଟର ପଛରେ ଏତେ ବଡ଼ ରହସ୍ୟ ! | Bjd | Poster Politics | Vk Pandian | Odia News |

Rahul Threatened Suicide If Trishna Was Not Married to Him: Mother’s Claim

ମହିଳା କମିଶନର ରେ ତୃଷ୍ଣା, ରାହୁଲ୍ ପରିବାର ଦେବ ଉତ୍ତର ! Trishna reached at Women commission.

PATPUR SOMAJ SINGRAI

ମୟୁରଭଞ୍ଜରେ ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ଜିଲ୍ଲା ସମ୍ମିଳନୀ ଲୋକାର୍ପିତ || Adyasha Live || #adyashalive

ଦିନରେ ଚଉଠି❗️ଲଙ୍ଗଳା ମୁକୁଳା❗️#triballife #charigarhvlogs #odiavideo #marriage #travelfood

Mohan Majhi Losing Public Trust? | SUNIL JENA OFFICIAL | ODISHA PODCAST | REAL TALK

ସୁନ୍ଦର ସାନ୍ତାଳି ଗାଁ ଟି | କାଦୁଆଣି ରୁ ଉପରବେଡ଼ା President's Village | Mayurbhanj

ସ୍ୱାମୀ ବର୍ଡ଼ରରେ ଡିଉଟି କରୁଥିଲା ପୋଲିସ ସ୍ତ୍ରୀ ଚାହା ବାଲାକୁ ପ୍ରେମ କରୁଥିଲା l LOVE CASE l @A1odia

Odisha Explore || Bonda ghati village || Bonda tribe village !

