ମା ଘୁଷୁରୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ରେ କଳସ ଯାତ୍ରା, ତୋରା
ମା ଘୁଷୁରୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ରେ କଳସ ଯାତ୍ରା, ତୋରା ମା ଘୁଷୁରୀ ଦେବୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭବ୍ୟ କଳଶ ଯାତ୍ରା – ତୋରା ଗ୍ରାମରେ ଆସ୍ଥାର ଉତ୍ସବ Grand Kalasha Yatra Marks the Foundation of Maa Ghusuri Devi Temple at Tora Village ବରଗଡ଼ ଉପକଣ୍ଠର ସୁନ୍ଦର ଏବଂ ଶାନ୍ତିମୟ ତୋରା ଗ୍ରାମରେ ଦୀର୍ଘ ୧୫୦ ବର୍ଷ ରୁଉର୍ଦ୍ଧହେବ ମା ଘୁଷୁରୀ ଦେବୀ ଙ୍କୁ ବୁଦା ମୂଳେ ପାଷାଣ ରୂପେ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହିତ ପୂଜା କରାଯାଉଥିଲା। ଗ୍ରାମବାସୀ ଙ୍କ ଆସ୍ଥା ଅନୁଯାୟୀ ମା ଘୁଷୁରୀ ଦେବୀ ମା ସମଲେଶ୍ୱରୀ ଙ୍କ ସାନଭଉଣୀ, ତେଣୁ ଦଶହରା ଓ ଚୈତ୍ର ମାସର ବିଶେଷ ଅବସର ମାନଙ୍କ ସଂଯୁକ୍ତ ପୂଜା ଗତ ଅନେକ ପିଢ଼ୀ ଧରି ପାଳିତ ହୋଇଆସୁଛି। ବହୁତ ବର୍ଷ ଧରି ଗ୍ରାମବାସୀ ଙ୍କ ମନରେ ଏକ ବଡ଼ ଇଚ୍ଛା ଥିଲା—ମା ଘୁଷୁରୀ ଦେବୀଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରି ସ୍ଥାନୀୟ ଆସ୍ଥା ଓ ଭକ୍ତିକୁ ଏକ ନୂତନ ଆକାର ଦେବା। ଅବଶେଷରେ ଏହି ଦୀର୍ଘ ଦିନର ସଂକଳ୍ପ ଏବର୍ଷ ଫଳ ଦେଲା। ଗ୍ରାମବାସୀଙ୍କ ସମୂହିକ ପ୍ରୟାସ, ସହଯୋଗ ଓ ସମର୍ପିତ ଭାବନା ଫଳରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ତାହାର ପର୍ଯ୍ୟାୟଭୂତ ଉଦ୍ଘାଟନ ଅବସରରେ ଆୟୋଜିତ ହେଲା ଏକ ଭବ୍ୟ କଳସ ଯାତ୍ରା। ଶତାଧିକ ମା’ମାନେ ପରମ୍ପରାଗତ ବେଶଭୂଷାରେ, ମା ଘୁଷୁରୀଙ୍କ ନାମ ଜପ କରୁଥିବାବେଳେ କଳସ ବୋହି ଉତ୍ସାହରେ ଯାତ୍ରାରେ ସାମିଲ ହେଲେ। ଢୋଲ, ନିଷାଣ ଓ ସଂଖ ବାଜନାର ଧ୍ୱନିରେ ସାରା ତୋରା ଗ୍ରାମ ଭକ୍ତିମୟ ପରିବେଶରେ ମୁଗ୍ଧ ହୋଇ ଉଠିଲା। ଗ୍ରାମର ଛୋଟ–ବଡ଼, ପୁରୁଷ–ମହିଳା, ସମସ୍ତେ ଆନନ୍ଦିତ ଚିତ୍ତରେ ଏହି ଯାତ୍ରାକୁ ଐତିହାସିକ ମହୋତ୍ସବ ଭାବେ ପାଳନ କଲେ। ଏହି କଳସ ଯାତ୍ରା ମା ଘୁଷୁରୀ ଦେବୀଙ୍କ ମନ୍ଦିର ପ୍ରତିଷ୍ଠାରେ ଗ୍ରାମବାସୀଙ୍କ ଆସ୍ଥା, ସଂସ୍କୃତି ଓ ଏକତାର ଜଗମଗା ଉଦାହରଣ ହୋଇ ରହିବ। In the serene outskirts of Bargarh lies the culturally rich village of Tora, where for over 150 years, the villagers have been worshipping Maa Ghusuri Devi in the form of a sacred stone placed beneath an ancient tree. According to the deep-rooted belief of the villagers, Maa Ghusuri Devi is considered the younger sister of Maa Samaleswari, and thus, during Dussehra and the Chaitra festival, both goddesses are worshipped with great devotion and shared rituals. For decades, the people of Tora had a heartfelt wish—to construct a dedicated temple for Maa Ghusuri Devi and give a permanent spiritual home to their centuries-old faith. This long-cherished dream finally came true this year when the construction of the temple began with collective efforts, unity, and dedication from the villagers. To mark this auspicious beginning, a grand Kalasha Yatra was organized. Hundreds of women, adorned in traditional attire, carried kalashas on their heads while chanting the divine name of Maa Ghusuri. The rhythmic beats of dhols, nishan, and conch shells created a divine atmosphere, filling the entire village with spiritual energy. Men, women, elders, and children alike participated in the celebration with overflowing joy, making this procession a historic occasion for Tora village. The Kalasha Yatra stands today as a shining symbol of the villagers’ devotion, unity, and determination to preserve their cultural heritage.

କଳସ ଯାତ୍ରା 🛕ସରଣ୍ଡା ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ମନ୍ଦିର ପ୍ରତିଷ୍ଠା ମହୋତ୍ସବ//Saranda Mandir Pratistha

🔴 LIVE | ସୁଲତା ଦେଓଙ୍କ ବଡ଼ ବୟାନ! ପାଣ୍ଡିଆନ କୁଆଡ଼େ? | Naveen Patnaik | BJD | Odisha Politics LIVE

Sri Maa Sitalai Sankritan Mondli Totaga Khallikota Ganjam\\

"ପିସି କାରବାରକୁ ବିରୋଧ କଲେ ସାଂସଦ ପ୍ରଦୀପ ପୁରୋହିତ: ପୁରୁଣା କର୍ମୀଙ୍କୁ ସମ୍ମାନ ଦେବାକୁ ଦେଲେ ବାର୍ତ୍ତା"

LIVE - ମା ମଙ୍ଗଳା ଦର୍ଶନ || ପରମ କଲ୍ୟାଣ ମୟୀ ମା ମଙ୍ଗଳାଙ୍କର ସମ୍ପୁର୍ଣ୍ଣ ମହିମା ଗାଥା || #kakatpurmangala

ଜଗତ ଜନନୀ କୃପା ମୟୀ ଶ୍ରୀ ମହାଲକ୍ଷ୍ମୀ ଦେବୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ - ୨0୨୬, ବରଗଡ଼ II DAY 5

POWERFUL RAMA mantra to remove negative energy - Shri Rama Rameti Rameti Mantra - (3 hours)

ବରଗଡ଼ ତୋରା ଘୁଷୁରୀ ଦେବୀ ମନ୍ଦିର୍ ପ୍ରତିଷ୍ଠା ୨୦୨୫ // Bargarh Tora Ghusuri Debi mandir pratishtha 2025

Mo Jagaku Jara Heichi Top 10 Anasara Bhajans By Namita Agrawal | ନିଦମାଉସୀ ମୋ ଜଗାକୁ ଜର ହେଇଚି

🔴LIVE : କାହିଁକି ଡିସିପି ଇସ୍ତପା ଦେଲେ ସବୁ ଖୋଲି କହିଦେଲେ କଂଗ୍ରେସ ନେତା Bhubaneswar DCPJagmohan resigned

ବନ୍ଧା ଖରମୁଣ୍ଡା ମା ମାହେଶ୍ୱରୀ Bandha Kharmunda Maa Maheswari #Baragarh #MaaMaheswari #Omswaim

🔴LIVE | GAJANAN BESHA | ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କ ଗଜାନନ ବେଶ | Rath Yatra 2026 | PrameyaNews7

Very Powerful Morning Mantras | Ganesh, Shiva, Hanuman,Gayatri Mantra Vedic Chants From India

ଗୋପୀଙ୍କ ବସ୍ତ୍ରହରଣ ଲୀଳା | ବରଗଡ଼ ଧନୁଯାତ୍ରା 2025 ଦିନ ୬ | Bargarh Dhanuyatra 2025 @Bibhuti_vibes

ଜଗାର ବାଡ଼ଗ୍ରାହୀ କହିଦେଲେ ବଡ଼କଥା- Newsroom Interview With Jagannath Swain Mohapatra | Kanak News

ଶେରଗଡ ବ୍ଲକ କେ. କରଡ଼ାକଣା ଗ୍ରାମରେ ମା ପାର୍ବତୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ।

Bhatli Ratha yatra 2025 || ରଥର ସାମ୍ନାରେ ଓଡିଶୀ ନ୍ରୁତ୍ୟର ଗୀତ ଡାନ୍ସ ବହୁତ ବଢିଆ ନାଚଲେ @Bargarhbhatli712

POWERFUL Krishna Beeja Mantra for Joy AND Prosperity | Nonstop | Mahakatha Meditation Mantras

ବସ୍ତ୍ର ହରଣ,ଧନୁଯାତ୍ରା #bargarh #sambalpurivloger #dhanuyatra2025 #sambalpurireels

