Bhaktanka Anubhuti | ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ|Jay Jagannath TV
"Jay Jagannath TV" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାର ସିଧା ପ୍ରସାରଣ I ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଏହା ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀ ଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH : Dish TV-1397 , Videocon D2H -1397 & all cable networks of Odisha...For More Info regarding the availability of this channel, Please contact - 6372804618 Also visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

ଯେତେ ଦୁଃଖ ହେଲେ ବି ମୁଁ ତାକୁ କେବେବି ଛାଡ଼ିନି - ଭକ୍ତଙ୍କ ଅନୁଭୂତି - Bhaktanka Anubhuti | Jay Jagannath TV

Чичваркин спасает Путина | Виталий Портников

🔴 𝐍𝐢𝐥𝐚𝐝𝐫𝐢 𝐁𝐢𝐣𝐞 𝟐𝟎𝟐𝟔 𝐋𝐈𝐕𝐄 | ନୀଳାଦ୍ରି ବିଜେର ଦିବ୍ୟ ଦର୍ଶନ | 𝐉𝐚𝐲 𝐉𝐚𝐠𝐚𝐧𝐧𝐚𝐭𝐡 𝐓𝐕

ପ୍ରତିଦିନ ଘରେ ଜଗନ୍ନାଥଙ୍କୁ ଦର୍ଶନକରି ଘର ପାଲଟୁଛି ଶ୍ରୀକ୍ଷେତ୍ର,ଗାଡ଼ି ନେଲାବେଳେ କୁକୁର ପଶି | Sidharth Bhakti

ଆଜିରଶ୍ରବଣକୁମାର, ବାପା ମାଆଙ୍କ ସେବା, ମହାପ୍ରଭୁଙ୍କ ଦର୍ଶନ ସହିତ ସମାନ,ଶୁଣନ୍ତୁ କୋହଭରା ଅନୁଭୂତି JayJagannath TV

ଶ୍ରୀମନ୍ଦିର ରତ୍ନସିଂହାସନ କଥା ll EP- 29ll Podcast with Sudarshan pujapanda samanta || Kalinga TV

ରତ୍ନ ଭଣ୍ଡାରରେ ଅଛି ଶତାଧିକ କଳିଙ୍ଗ ହୀରା !|Exclusive Interview With #CulturalLegacy Surendra Mishra |OR

देवशयनी एकादशी व्रत कथा | devsayni Ekadashi vrat ktha #vrat #एकादशी #ekadshi एकादशी व्रत स्पेशल

୧୮ ବର୍ଷର ରୋଗ, ସ୍ୱାମୀ ଚାଲିଗଲେ, ଏବେ ପୁଅ ନାକରୁ ରକ୍ତ ଝରୁଛି! ଭାଙ୍ଗିପଡ଼ି ଯେବେ ଜଗାକୁ ଗୁହାରି କଲି..

Bhaktanka Anubhuti | ଭକ୍ତଙ୍କ ଅନୁଭୂତି-ଭକ୍ତ ମାନଙ୍କର ଭିନ୍ନ ଭିନ୍ନ ମତ|Jay Jagannath TV

ରାତିରେ ଭୀଷଣ ଜର, ହାତ ଯୋଡ଼ିଦେଲି,ହେପ୍ରଭୁ, କାଲି କଣ ଆପଣଙ୍କ ସେବା କରିପାରିବିନି ?ସକାଳୁ ଜରନାହିଁ ଆସିଲି ସେବା କଲି

72ଘଣ୍ଟାରେ ଚାଲିଯିବ ପୁଅର ଜୀବନ,ଡାକ୍ତରଙ୍କ କଥା ଶୁଣି ମୁଣ୍ଡପିଟି ପାଗଳପ୍ରାୟ ହୋଇଗଲି,ଜଗନ୍ନାଥଙ୍କ....

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ମାଡ଼ି ଆସୁଛନ୍ତି ଭୂତପ୍ରେତ | Adhara Pana Live From Puri | Jay Jagannath | Puri Rath Jatra 2026

`ପୂଜାରେ ବସିଥିବା ବେଳେ ଦର୍ଶନ ଦିଅନ୍ତି ଜଗନ୍ନାଥ' | Odisha Reporter

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Inside Earth's Most Mysterious Temple! 😲 (JAGANNATH PURI)

ଝିଅ ବାହାଘର ନିମନ୍ତ୍ରଣନେଇ ଆସିଥିଲି ଶ୍ରୀମନ୍ଦିର,ବାଟରେ ଗାଡିଖରାପ ହୋଇଗଲା,ସାଦରସହ ପାଖକୁ ଆସିଲେ ଜଗାବଳିଆ.....

ମହାପ୍ରଭୁଙ୍କ ଦିବ୍ୟ ଅଧରପଣା ନୀତି Jay Jagannath TV

