ବ୍ୟାଙ୍କ ଖାତା HOLD / LIEN ? | ଟଙ୍କା ଅଟକିଗଲା ? କଣ କରିବେ | Account Unfreeze Guide#odishaabhijeet
ବ୍ୟାଙ୍କ ଖାତା HOLD / LIEN ? | ଟଙ୍କା ଅଟକିଗଲା ? କଣ କରିବେ | Account Unfreeze Guide#odishaabhijeet #BankAccountHold #LienAmount #AccountFreeze #CyberCrime #CyberAwareness #BankFreeze #OdiaNews #OdiaVideo #OnlineGaming #CyberFraud ବ୍ୟାଙ୍କ ଖାତାରେ HOLD, LIEN କିମ୍ବା Freeze ଲାଗିଛି କି? ଏହି ଭିଡିଓରେ ଜାଣନ୍ତୁ: ✔ HOLD କାହିଁକି ଲାଗେ ✔ LIEN କାହାକୁ କୁହାଯାଏ ✔ Cyber Complaint ହେଲେ କଣ କରିବେ ✔ Online Game Withdrawal ପରେ Account Hold / Freeze ହେଲେ କଣ କରିବେ ✔ Bank ଓ Cyber Cell ସହ କେମିତି ଯୋଗାଯୋଗ କରିବେ ✔ Account Unfreeze ପାଇଁ ଜରୁରୀ ପଦକ୍ଷେପ ଏହି ଭିଡିଓ କେବଳ ଶିକ୍ଷାମୂଳକ ଓ Cyber Awareness ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। Cover Topic: bank account hold bank account lien account freeze lien amount odisha abhijeet lien meaning bank hold account unfreeze bank account freeze cyber complaint cyber crime cyber fraud online gaming withdrawal bank account hold odisha account freeze odisha lien amount odisha cyber awareness odia odia cyber news odia news odia video bank hold solution ⚠️ DISCLAIMER ଏହି ଭିଡିଓ କେବଳ ଶିକ୍ଷାମୂଳକ (Educational) ଓ Cyber Awareness ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଭିଡିଓରେ ଦିଆଯାଇଥିବା ସୂଚନା ସାଧାରଣ ଜାଣିବା ପାଇଁ ମାତ୍ର। ଏହା କୌଣସି ଆଇନଗତ, ଆର୍ଥିକ କିମ୍ବା ପେଶାଦାର ପରାମର୍ଶ ନୁହେଁ। ଆମେ କୌଣସି Online Gaming, Betting, Gambling App କିମ୍ବା ଅନ୍ୟ କୌଣସି ଅବୈଧ କାର୍ଯ୍ୟକୁ ପ୍ରୋତ୍ସାହନ କରୁନାହୁଁ। Bank Account Hold, Lien କିମ୍ବା Freeze ସମ୍ବନ୍ଧୀୟ ପ୍ରତ୍ୟେକ ମାମଲା ଭିନ୍ନ ହୋଇପାରେ। ଆବଶ୍ୟକ ହେଲେ ନିଜ Bank Branch, Cyber Cell କିମ୍ବା ସମ୍ବନ୍ଧିତ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। ଧନ୍ୟବାଦ।
