AI ଫଟୋ ବିବାଦକୁ ଖାରଜ କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, କହିଲେ- ଲକ୍ଷ୍ୟ ବରଗଡ଼କୁ A1 ବିଧାନସଭା କରିବା
AI ଫଟୋ ବିବାଦକୁ ଖାରଜ କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, କହିଲେ- ଲକ୍ଷ୍ୟ ବରଗଡ଼କୁ A1 ବିଧାନସଭା କରିବା Bargarh MLA Ashwini Sarangi Reacts to Viral AI Photos, Says Focus is on Making Bargarh an A1 Constituency ବରଗଡ଼ରେ ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ୱାର୍ଡ ନମ୍ବର ୧୯ ଗୋଲପଡା ସତସଙ୍ଗ ମଣ୍ଡପ ଅଞ୍ଚଳର ଶତାଧିକ ଯୁବକ ଓ ମହିଳା ବିଜେପିରେ ସାମିଲ ହୋଇଥିଲେ। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ବିଭିନ୍ନ ଦଳର କର୍ମୀ, ବିଶେଷକରି ବିଜେଡିର କିଛି କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଥିଲେ। ଏହି ଅବସରରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା AI ଫଟୋକୁ ନେଇ ପ୍ରତିକ୍ରିୟା ରଖି ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ କହିଥିଲେ ଯେ, କିଛି ଲୋକ ତାଙ୍କୁ ବଦନାମ କରିବା ପାଇଁ AI ଫଟୋ ବ୍ୟବହାର କରୁଥାଇପାରନ୍ତି, କିନ୍ତୁ ସେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ବରଗଡ଼ ବିଧାନସଭା କ୍ଷେତ୍ରକୁ ରାଜ୍ୟର ଏକ ଆଦର୍ଶ ଓ A1 ବିଧାନସଭାରେ ପରିଣତ କରିବା ବୋଲି ସେ କହିଛନ୍ତି। Hundreds of youths and women from Ward No. 19, Golapada Satsang Mandap area, joined the BJP during a party induction program held in Bargarh. The event was attended by Bargarh MLA Ashwini Sarangi, where workers from various political parties, including some BJD members, officially joined the BJP. Reacting to AI-generated photos circulating on social media, MLA Ashwini Sarangi said that some people may be trying to defame him through such content, but he does not pay attention to it. He emphasized that his primary goal is to transform the Bargarh Assembly constituency into a model and A1 constituency in Odisha.

ଫସିଲେ ଚାମେଲି ! |Sarpanch Chameli Ojha case | Chameli arrest |Sarpanch vs BDO| Kendrapara|

US Tariffs | 'Do It When Suits Them, Don't When It Doesn't': S Jaishankar On US Tariffs

ଚାମେଲିଙ୍କୁ ମାଡ଼ ! ଗର୍ଜିଲେ ସୁଲତା | BJD MP Sulata Deo Traget BJP On Sarpanch Chameli Ojha Case

Satyapatha: କାଳ ହେବ ଚମେଲୀଙ୍କ ଚିଠି | Tikhiri Sarpanch Chameli Ojha Case Triggers Political Row

ସତୀତ୍ବର ପ୍ରମାଣ ଦେଲେ ମହାକାଳପଡ଼ା ବିଧାୟକ ଦୁର୍ଗା ! || SANCHAR LIVE

ଆଗାମୀ ଦିନରେ ଚିନି ମିଲ ଭି ହେବା, ସିମେଣ୍ଟ ଫେକ୍ଟ୍ରି ଭି ହେବା, ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ

ବରଗଡ SPଙ୍କର ସାଙ୍ଗେ ବିଧାୟକ ଅଶ୍ବିନୀ ଷଡଙ୍ଗୀ ଚର୍ଚ୍ଚା କଲାପରେ ସ୍ଥଗିତହେଲା ବରଗଡ ବନ୍ଦ😮BARGARH CLOSE CANCELLED

'ମୁଁ କାହାକୁ ଡରେନି' ସରପଞ୍ଚଙ୍କ ବଡ଼ ଖୁଲାସା |News Desk Interview With Sarapancha Chameli Ojha Manas Dash

“Let’s not pretend some great principle involved here" Jaishankar takes aim at US double standards

Millions Don’t Know! Put The Sim Card in a Charger and Enjoy

ବିକାଶ କାମକୁ ବିଜେଡିର ସ୍ୱାଗତ, ସରକାରୀ ନୀତି-ନିୟମ ମାନିବାକୁ ଦେବେଶ ଆଚାର୍ଯ୍ୟଙ୍କ ଦାବି

ଅତାବିରାରେ 3.84 କୋଟିର ମାର୍କେଟ କମ୍ପ୍ଲେକ୍ସ: ଭିତ୍ତିପ୍ରସ୍ତର ପରେ ବିଜେପି-ବିଜେଡି ମୁହାଁମୁହିଁ

Narendra Modi's SURPASSES Nehru | How He Redefined Indian Politics |Neerja Chowdhury Talks To Barkha

🔴Prime Bharat Live | ଫ୍ରାନ୍ସ ଗସ୍ତରେ ପିଏମ୍ ମୋଦୀ | 7.30 AM Bulletin | 14 Jun 2026 | Argus News

ଚାମେଲିଙ୍କ ପାଇଁ କେନ୍ଦ୍ରାପଡାରେ ରଜ ଫିକା ll FOCUS PLUS ||

20,000 people displaced by Philippines earthquake that killed at least 37

Tractor Rescue: Getting This Muddy Beast Running Like New

Revealing The SPECIAL TECHNIQUE Of A Pakistani Man To EXTRACT GOLD From Used Motherboard Waste

Twelve dead after plane carrying skydivers crashes in Missouri, police say

