ଓଡ଼ିଶାରେ ଡମ୍ବ ଜାତିର ଜନସଂଖ୍ୟା l Population of Domba Caste in Odisha l
ଓଡ଼ିଶାରେ ଡମ୍ବ ଜାତିର ଜନସଂଖ୍ୟା l Population of Domba Caste in Odisha l ଓଡିଶାରେ ବସବାସ କରୁଥିବା ଅନୁସୂଚିତ ଜାତି ମାନଙ୍କ ମଧ୍ୟରେ ଡମ୍ବ ଜାତି ଏକ ସ୍ବତନ୍ତ୍ର ଧରଣର ଜନଗୋଷ୍ଟି ଅଟନ୍ତି l କାହିଁ ଆଦିମ କାଳରୁ ଏମାନେ ଓଡ଼ିଶା ରାଜ୍ୟର ବିଭିନ୍ନ ଅଞ୍ଚଳ ମାନଙ୍କରେ ବସବାସ କରନ୍ତି l ଦକ୍ଷିଣ ଓଡ଼ିଶାରେ ଏମାନଙ୍କ ଜନସଂଖ୍ୟା ବେଶୀ l କଳାହାଣ୍ଡି ଜିଲ୍ଲା କୁ ଏମାନଙ୍କର ମୂଳ ସ୍ଥାନ ଭାବରେ ଗ୍ରହଣ କରାଯାଏ l ଏମାନଙ୍କ କଳା, ସଂସ୍କୃତି ଓ ପରମ୍ପରା ଏବଂ ଇତିହାସ ବହୁତ ମହାନ୍ l ଏମାନଙ୍କ ପାରମ୍ପରିକ ଜୀବନଶୈଳୀ ଏବଂ ସଂସ୍କୃତି ଓଡିଶାର ଅନ୍ୟ ସମୁଦାୟ ମାନଙ୍କ ଠାରୁ ଭିନ୍ନ l ଏମାନଙ୍କ ଜନସଂଖ୍ୟା ଓଡ଼ିଶାରେ କେଉଁ ଜିଲ୍ଲା ରେ କେତେ, ତାହା ଏହି ଭିଡିଓ ମାଧ୍ୟମରେ ପ୍ରକାଶ କରିବା ପାଇଁ ଗୋଟିଏ ଉଦ୍ୟମ କରାଯାଇଛି l ଆମର ଅଞ୍ଚଳର କଳା, ସଂସ୍କୃତି, ଇତିହାସ ସାଙ୍ଗେ ସାଙ୍ଗେ ଲୋକ ମାନଙ୍କର ହଁକ ଅଧିକାର ର ପକ୍ଷଧର ସାଜି ଆପଣ ମାନଙ୍କର ପାଖକେ ଖବର ପହଞ୍ଚାବାର ଲାଗି ଭେଟି ଦେଉଛୁଁ "ଡାକରା" l Thanks & Regards Dakra/ ଡାକରା Contact Us, [email protected]

ଡଙ୍ଗରିଆ କନ୍ଧଙ୍କ ନିଆରା ପ୍ରଥା | Charcha Tv

मासु नखाने अचम्मको गाउँ | तिब्बत छेउको बस्ती | गणेश हिमाल र बुढीगण्डकी नदीको रहस्य

ଉଚ୍ଚବର୍ଗ ଅତ୍ୟାଚାରୀ ? ଜାତିବାଦକୁ ନେଇ ନ୍ୟୁଜରୁମରେ ବଡ଼ ବିତର୍କ |Anil Mallick | Manoranjan Mishra|News Room

ମଣିଷ ଭିତରେ ଛୋଟ ଜାତି ବଡ ଜାତି କାହିଁକି କେବେ ଆରମ୍ଭ ହେଲା || Odia Pravachan || Birendra Panda

ଗୀତିନାଟ୍ୟ 'କିଚକ ବଧ' ସମ୍ପୂର୍ଣ କାହାଣୀ | “ଦ୍ରୌପଦୀ ଆଖିର ଲୁହ… କିଚକର ମୃତ୍ୟୁ! ସଂସ୍କୃତି ବିହାର

ମୁଖ୍ଯମନ୍ତ୍ରୀ ହେବ ତ କେବଳ ଏମିତି..!/ ଫେସ୍ to ଫେସ୍ ବସି ଅଫିସ୍ ଭିତରେ ମୋଦିଙ୍କୁସିଧା କହିଦେଲେ ବିଜୟ!/

ଗଣ୍ଡା ଓ ଡମ୍ ଜାତିର କୌଳିକ ବୃତ୍ତି l The Traditional Occupation of the Ganda and Dom Castes l

ଅସଲି ହରିଜନ କିଏ l Who is the real Harijan l

ଗଣ୍ଡା ଆଦିବାସୀ ମାନଙ୍କ ବଂଶ ଓ ଗୋତ୍ର l Lineage and clan of Ganda caste l गंडा जाति का वंश और गोत्र l

ଗଣିତଜ୍ଞ ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାଗବତ ପ୍ରଧାନଙ୍କ ନିର୍ଭୀକ ବିଚାର - ୧୫ ମଇ ୨୦୨୬

ହୋସ୍ ଉଡାଇବ ଅନ୍ଧାର ହାଟ❗️ନିଶା, ମାଂସ, ସାଥି ସବୁ ମିଳିବ❗#triballife #charigarhvlogs #odiavideo #marketfood

ହରିଜନ ଜାତିର ଜନ୍ମ ଇତିହାସ !କାହିଁକି ଏମାନେ ଅଛୁତ ହେଲେ | History of Harijan | History of Harijan word

ଲାବଣ୍ୟ ମାତା ମଠ ମାତା ମାନଙ୍କ ଭିକ୍ଷା🙏🏿|| Mahima Gadi || Labanya Mata Matha || Joranda Gadi

ବ୍ରହ୍ମାଣ୍ଡ ସୃଷ୍ଟି କିଏ କଲା? The Untold Mystery of Cosmic Creation | Bichardhara |

ପଞ୍ଚାୟତ ନିର୍ବାଚନ ହେବ ନାହିଁ ? | Panchayat Election Delay | SUNIL JENA OFFICIAL | REAL TALK

|| Mohan Majhi’s Tenure Faces Jharkhand-Style Comparisons : ମହଙ୍ଗା ପଡ଼ିପାରେ ଆଦିବାସୀ କାର୍ଡ ||

All President of India | List of President of India 1950 to 2023 | Facts about Presidents | ODIA

ବିର୍ସା ମୁଣ୍ଡାଙ୍କ ଅକୁହା କାହାଣୀ I ଜିଅନ୍ତା ପୋତିଦେଲେ ଇଂରେଜ I Full Documentary Birsa Munda | Real Story

ପ୍ରଭୁ ଯୀଶୁ ଦେଖାଇ ଦେଲେ ସ୍ୱର୍ଗର ବାଟ | New Odia Christian Song | Jesus Song Odia

