ସ୍ତ୍ରୀ କହିଲା ପାରିବା କାଟିବ ତ ଖାଇବା କୁ ମିଳିବ ନହଲେ ନାହିଁ

ଆଜ୍ଞା ନମସ୍କାର ମୁଁ ଆପଣ ମାନଙ୍କୁ ମୋର୍ ଆଉ ଗୋଟେ ଭିଡିଓ କୁ welcome କରୁଛି, ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ମୁଁ ମୋ ସ୍ତ୍ରୀ କୁ ପାରିବା କରିବା ରେ ହେଲ୍ପ କରୁଛି, ଆଉ ଆମ ପପି ଖଊଛି ମୋ ଝିଅ ମସ୍ତି କରୁଛି ଶେଷରେ ଆମେ ପୁରା ପାରିବାର ମିଳିମିଶି ଖାଉଚୁ, ୟେ ହଉଛି ଆଜ୍ଞା ଆମ ଜିବନ, ଆପଣ କେମିତି କଣ ନିଜ ଲାଇଫ କୁ ବଞ୍ଚନ୍ତି ସେ ବିଷୟ ରେ ଆମକୁ କମେଣ୍ଟ ମାଧ୍ୟମ ରେ କହି ପାରିବେ ଯଦି ଆମକୁ ନିଜର ବୋଲି ଭାବୁଥିବେ!! ରହିଲି ଆଜ୍ଞା ଜୟ ଶ୍ରୀ ଜଗନ୍ନାଥ 🙏🙏 ପୁଣି ଦେଖା ହବ ଆଉ ଏକ ନୁଆ ଭିଡିଓ ରେ, ଯଦି ଚ୍ୟାନେଲ କୁ subscribe କରୀ ନାହାନ୍ତି ତେବେ କରୀ ନିଅନ୍ତୁ ଆଉ like,share କରିବାକୁ ଜମା ଭୂଳନ୍ତୁ ନାହିଁ 🙏🙏