ଏକାଦଶ ଅଧ୍ୟାୟ , ବିଶ୍ଵରୂପ ଦର୍ଶନ ଯୋଗ । ଶ୍ଳୋକ ସଂଖ୍ୟା ୪୫,୪୬

ଏହି ପବିତ୍ର ଭିଡିଓରେ ଆଧ୍ୟାତ୍ମିକ ଗୀତା ନାରାୟଣ ପରିବାର ଟ୍ରଷ୍ଟ ଚ୍ୟାନେଲ ପକ୍ଷରୁ ଆୟୋଜିତ ସ୍ବାମୀ ଓଁକାରାନନ୍ଦ ସରସ୍ବତୀଙ୍କ ମାର୍ଗଦର୍ଶନରୁ ଭଗବତ୍ ଗୀତାର ନିତ୍ୟ ପାଠ ତଥା ପ୍ରତ୍ୟେକ ଶ୍ଳୋକର ଅର୍ଥ ବିସ୍ତୃତି କରାଯାଇଛି। ଆଜିର ଏହି ପଞ୍ଚଚତ୍ବାରିଂଶ ଏବଂ ଷଟଚତ୍ବାରିଂଶ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ କହୁଛନ୍ତି, ଆପଣଙ୍କର ଏହି ଅଦୃଷ୍ଟପୂର୍ବ ଆଶ୍ଚର୍ଯ୍ୟମୟ ରୂପ ଦେଖି ମୁଁ ହର୍ଷିତ ହେଉଛି ଓ ମୋର ମନ ଭୟରେ ଅତ୍ୟନ୍ତ ବ୍ୟାକୁଳ ମଧ୍ୟ ହେଉଛି। ଏଣୁ ଆପଣ ନିଜର ସେହି ଚତୁର୍ଭୁଜ ବିଷ୍ଣୁରୂପ ହିଁ ମୋତେ ଦେଖାନ୍ତୁ! ହେ ଦେବେଶ! ହେ ଜଗନ୍ନିବାସ! ପ୍ରସନ୍ନ ହୁଅନ୍ତୁ। ମୁଁ ଆପଣଙ୍କୁ ସେହିପରି ମୁକୁଟ ଧାରଣ କରିଥିବା ଗଦାଧର ଓ ଚକ୍ରଧର-ରୂପରେ ଦେଖିବାକୁ ଚାହେଁ। ଏଣୁ ହେ ବିଶ୍ଵରୂପ! ହେ ସହସ୍ରବାହୁ! ଆପଣ ସେହି ଚତୁର୍ଭୁଜ ରୂପରେ ପ୍ରକଟ ହୁଅନ୍ତୁ। ଶ୍ରୀକୃଷ୍ଣଙ୍କର ଏହି ଅମୂଲ୍ୟ ବାଣୀକୁ ସ୍ବାମୀ ଶ୍ରୀ ଓଁକାରାନନ୍ଦ ସରସ୍ବତୀ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।ଏହି ଆଲୋଚନାର ଶ୍ରବଣ ହେତୁ ଭକ୍ତିଜ୍ଞାନ ତତ୍ ସହିତ ମନ କୁ ଶାନ୍ତି, ଶ୍ରଦ୍ଧା ଆତ୍ମିକ ଶକ୍ତିକୁ ପରିପୂର୍ଣ୍ଣ କରେ। ଭକ୍ତିଭାବରେ ଶୁଣନ୍ତୁ ଏବଂ ଶ୍ରୀକୃଷ୍ଣଙ୍କ ଦିବ୍ୟ କୃପା ପ୍ରାପ୍ତ କରନ୍ତୁ।

Gita Narayan Adhyatmika Parivar Trust, Odisha Live Stream
▶︎

ଏକାଦଶ ଅଧ୍ୟାୟ , ବିଶ୍ଵରୂପ ଦର୍ଶନ ଯୋଗ ।  ଶ୍ଳୋକ ସଂଖ୍ୟା  ୪୦,୪୧,୪୨

ଆତ୍ମବୋଧ-17,ଶ୍ଳୋକ-35&36,ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ କୃତ ବ୍ୟାଖ୍ୟା ସ୍ୱାମୀ ଓଁକାରାନନ୍ଦ ସରସ୍ବତୀ

15. Yogine Akadashi Vrata Katha | योगिनी एकादशी व्रत कथा प्रवचन | Acharya Ramanuj Nepal

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

ଶାସ୍ତ୍ର ମାନଙ୍କ ମଧ୍ୟରେ ଶ୍ରେଷ୍ଠ କିଏ ପୁରାଣ ମାନଙ୍କ ଲକ୍ଷଣ କଣ କଣ ସୁତମୁନି ଯାହା ସନକାଦି ମୁନି କୁ ଯାହା କହିଲେ

家中突然出現壁虎?暗示你即將發生這件大事,千萬別亂趕!#易經 #人生智慧#開運 #磁場 #正能量

"ରଥଯାତ୍ରା ହୁଏ କାହିଁକି"ପ୍ରବକ୍ତା-ଇଂ ପ୍ରଫେସର ଡଃ ପ୍ରସନ୍ନ କୁମର ସ୍ଵାଇଁ (ପ୍ରସନ୍ନଜୀ)କଟରପଡା,ଜଗନ୍ନାଥଚେତନାଗବେଷକ

"ಮನೆಯಲ್ಲಿರುವ ದೇವರನ್ನು ಬಿಟ್ಟು ದೇವಸ್ಥಾನದಲ್ಲಿರುವ ದೇವರ ಕಡೆ ಏಕೆ ಹೋಗಬೇಕು?" | By BRAHMACHARYA Guru

યોગીની એકાદશી ની કથા આ કથા સાંભળવાથી 7 પેઢી તરી જાય છે P Rameshbhai Oza #jayshreekurshna

योगिनी एकादशी व्रतमाहात्म्यकथा आषाढकृष्ण  अठ्ठासिहजार ब्राह्मण भोजन गराएको फल दिने एकादशी yogini

Bhagavad Gita in English | Episode 1 with Narration | HG Gaurmandal Das | ISKCON | Shri Krishna

🔴 Live Day 2 - 490th Katha - श्री जगन्नाथ रथयात्रा | Perth 🇦🇺 Australia | July'26 #Rathyatra

COMPLETE STORY of Lord Jagannath Appearance in Puri ⭕❗⭕ | Krishna Kripa Dasa

Srila Prabhupada Japa 16 rounds | Prabhupada Chanting 16 rounds | Srila Prabhupada Japa Video

සම්මා සම්බුද්ධෝ බුදුගුණ භාවනාව
▶︎

සම්මා සම්බුද්ධෝ බුදුගුණ භාවනාව

ସଚେତନ ବାର୍ତ୍ତା ଭାଗ ୬୦  ମହାପୁରୁଷଙ୍କ ନାଁ ରେ ରୋଜଗାର କରିବ ମହାପୁରୁଷଙ୍କୁ ଅସମ୍ମାନ ବେଳେ ଚୁପ୍ ରହିବ ?

963 Hz Frequency of God, Return to Oneness, Spiritual Connection, Crown Chakra, Meditation Music

આજે યોગિની એકાદશી પર આ જગ્યાએ માત્ર 1 દીવો અને 11 પરિક્રમા કરો નકારાત્મક ઊર્જા કાયમ માટે ગાયબ!

Demolishing Devdutt Pattanaik Point by Point in Detail