କାଲି ରୁକ୍ମିଣୀ ହରଣ - ନିର୍ଜଳା ଏକାଦଶୀ | Jay Jagannath TV
#jayjgannathtvlive #namitaagrawal #jagannathtemplelive "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sitaramagrawal #patitapaban_arati #patakalagidarshan #jagannathdham #ଜୟଜଗନ୍ନାଥଟିଭି #rathayatralive #purilive #jagannathpurilive #jaijagannathtv #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Best Of Iskcon Kirtan | Hare Krishna, Hare Ram | Peaceful Mahamantra for Peace & Devotion

ମାଉସୀମା କିଏ ଜାଣିଲେ ଆଖିର ଲୁହକୁ ରୋକିପାରିବେନି ! Dhama Madhuri 32 | Dr. Ashutosh Prasad Mishra

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Jagannath Sloka | Kaliyuga Most Powerful Mantra | Jai Shree Jagannath | चतुर्भुज जगन्नाथ आरती

BHAJAN SANDHYA, GEETA PARWIWAR , KALAHANDI

ପତକାଲାଗି ଦର୍ଶନ କଲେ ମନରେ ଭରିଯାଏ ଆନନ୍ଦ | 21-Jun -PATAKALAGI FULL VIDEO | Jay Jagannath Tv

ମହାଦେବ ଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୁଏ 🙏charan ram das prabachana

Very Powerful Morning Mantras to Remove Negative Energy 🌅 Ganesh Shiva Hanuman Vishnu Gayatri

बुधवार स्पेशल भजन : ॐ गं गणपतये नमो नमः, वक्रतुंड महाकाय, सुखकर्ता दुखहर्ता, गणेश अमृतवाणी व आरती

Best Of ISKCON Kirtan | Hare Krishna Hare Rama | Deep Meditation & Inner Peace | Krishna Bhajan 2026

ମନ ଦୁଃଖ କରିବାରୁ ପୁରୀରେ ଘର ପ୍ରତିଷ୍ଠା ଦିନ ହେଲା ଚମତ୍କାର | Jagannath Mahima | Shakti Shankar Mishra

ଭକ୍ତରାଜ ଇନ୍ଦ୍ରଦ୍ୟୁମ୍ନ | Jay Jagannth Tv

ଶ୍ରୀମନ୍ଦିର ଉପରେ ଅଘଟଣ?Jagannath Temple Mystery !ତୃତୀୟ ବିଶ୍ୱଯୁଦ୍ଧ, ପ୍ରାକୃତିକ ବିପଦ, 2026 ସତର୍କ

Day - 1 | Shrimad Bhagwat Katha live With - Pujya Shri Indresh Ji Maharaj - Cuttack - OD

ଆଖିରୁ ଲୁହ ରୋକିପାରିବେନି 😭 ମାତୃହରା ୨ଟି ଶିଶୁ ସନ୍ତାନଙ୍କ ବିକଳ ଡାକ କଣ ଶୁଣିବେ ଚକାଡୋଳା?

OM Chanting @ 432 Hz

ଅଲୌକିକ ଅନୁଭୂତି, ଜଗନ୍ନାଥ ତାଙ୍କ ବାହାଘର ଭୋଜିରେ ମୋତେ ନିମନ୍ତ୍ରଣ କଲେ (213)ଡକ୍ଟର ବିବୁଧରଞ୍ଜନ

today's morning news odisha/25 june 2026/subhadra yojana online apply process/odisha news today

ପର୍ଶୁରIମଙ୍କ ତପସ୍ୟା - ଭାଗବତ ଟୁଙ୍ଗୀ | Ep 1137 | Baba Satyananda Das | Sidharth Utsav

