ଆଜି ସକଳ ଜଗତ ଦେଖୁଛି ଜଗନ୍ନାଥଙ୍କର ଦିବ୍ୟ ଅଦ୍ଭୁତ ଅଦ୍ୱିତୀୟ ଲୀଳାକୁ | Jay Jagannath TV
#RathYatra2026 #jayjagannathtvlive #PuriRathYatra #JagannathPuri 🙏 ଜୟ ଜଗନ୍ନାଥ 🙏 କୋଟି କୋଟି ଭକ୍ତଙ୍କ ଅପେକ୍ଷାର ଅବସାନ… ଆସିଗଲା ସେହି ମହାମିଳନର ଦିବ୍ୟ କ୍ଷଣ। ❤️ ଶ୍ରୀକ୍ଷେତ୍ର ପୁରୀ ବଡ଼ଦାଣ୍ଡରୁ କଳିଯୁଗର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ୨୦୨୬ର ଭବ୍ୟ ସିଧାପ୍ରସାରଣ। ଦେଖି କୋଟି ଜନ୍ମର ପୁଣ୍ୟ ଲାଭ କରନ୍ତୁ |✨ ଯେତେବେଳେ ମହାପ୍ରଭୁ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଆସନ୍ତି, ସେତେବେଳେ ଆଖିରେ ଲୁହ, ହୃଦୟରେ ଭକ୍ତି ଓ ମୁଖରେ କେବଳ ଗୋଟିଏ ନାମ—“ଜୟ ଜଗନ୍ନାଥ!” ଏହି ଅଦ୍ୱିତୀୟ ମହାଲୀଳାର ପ୍ରତ୍ୟକ୍ଷ ସାକ୍ଷୀ ହୁଅନ୍ତୁ— 🔸 ଦିବ୍ୟ ପହଣ୍ଡି ବିଜେ 🔸 ପବିତ୍ର ଛେରାପହଁରା ନୀତି 🔸 ବିଶ୍ୱପ୍ରସିଦ୍ଧ ରଥଟଣା 🔸 ଏବଂ ଭକ୍ତି, ଭାବ ଓ ଆସ୍ଥାର ଅନନ୍ୟ ମହାସଙ୍ଗମ। ଘରେ ବସି ପାଆନ୍ତୁ ଶ୍ରୀଜୀଉଙ୍କ ଦିବ୍ୟ ଦର୍ଶନ, ନିଜକୁ ସମର୍ପଣ କରନ୍ତୁ ମହାପ୍ରଭୁଙ୍କ ଚରଣରେ ଓ ସ୍ମରଣ କରନ୍ତୁ — “ହେ କାଳିଆ ସାଆନ୍ତ, ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ କୃପା ବର୍ଷା କର।” 🙏 ଆସନ୍ତୁ, ସମଗ୍ର ବିଶ୍ୱ ସହ ଏକ ସ୍ୱରରେ କହିବା— 🙏 ଜୟ ଜଗନ୍ନାଥ 🙏 #Rathajatra2026 #jayjagannathtvlive #rathyatra2026 #rathajatra2026live "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ପ୍ରଥମ ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U

ମହାପ୍ରଭୁଙ୍କ ଟାହିଆ କୁଆଡ଼େ ଗଲା , ସବୁ ସତ କହିଦେଲେ କାରିଗର ! Lord Jagannath Missing Tahia mystery

ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମୁହଁରୁ ଲୋମଟାଙ୍କୁରା କାହାଣୀ | Odisha Reporter

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ୩ ରଥ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର ପୁରୀ | Rath Yatra

ಜಗನ್ನಾಥ ದೇವಾಲಯದ 800 ವರ್ಷಗಳ ರಹಸ್ಯ! ವಿಜ್ಞಾನಕ್ಕೂ ಸಿಗದ ಉತ್ತರ | Puri Jagannath Full Documentary Kannada.

ଅଟକିଲା ନନ୍ଦିଘୋଷ ବଡଦାଣ୍ଡରେ Jay Jagannath Bhakta

ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର | Kalinga TV

Jagannath Raksha Stotra | Jagannath Raksha Stotra | NiladriBije

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya

🔴Live ଆଡପ ମଣ୍ଡପ ବିଜେ ସିଧାପ୍ରସାରଣ | Rath Yatra from Puri 2026 | @WCBhakti

ଶ୍ରୀ ମନ୍ଦିରରେ ଘଟେ ରହସ୍ୟମୟ ଘଟଣା ll EP- 26 ll Podcast with Ramachandra dasmohapatra || Kalinga TV

ପୂଜାପଣ୍ଡା ଓ ଦଇତାପତି କି ପଇତା ପିନ୍ଧାନ୍ତି ? | Seba Sebaka Oh Shri Jagannath | EP - 03 |S Jagannath Dham

ଆଜି17 07 2026ରଥରେ କାଳିଆଠାକୁରଙ୍କ ମଙ୍ଗଳ ଆଳତୀ Today's Mangala Alati Jay Jagannth Bhakta

RATHA YATRA 2026 SPECIAL - Jagannath Puri Temple Miracles & Mysteries with Dr Surya Roy | ST 202

Ama Jagannatha | How Lord Jagannath Saved His Ultimate Devotee Nilambara From Deadlƴ Attack!

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ସୁଦାମାଙ୍କ ଖୁଦଭଜା ଖାଇଲେ କାଳିଆ ! Rathyatra 2026 | Argus Digital

ଆଜି ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ନିଜକୁ ଧନ୍ୟ ମନେ କରୁଛି Jay Jagannath Bhakta

Syed Suhail |Jagannath Rath Yatra: Karachi-Bangladesh में भी जगन्नाथ यात्रा, Puri से PAK तक तस्वीरें

ଶରଧାବାଲିରେ ଶ୍ରୀଜୀଉଙ୍କ ଅପୂର୍ବ ଦର୍ଶନ Jay Jagannath Bhakta

କେମିତି ଭାଙ୍ଗିଲା ଟାହିଆ?..କହୁ କହୁ ସବୁ ସତ କହିଦେଲେ ସେବାୟତ | Why Did Lord Jagannath Appear Without Tahia?

ଜୟଦେବଙ୍କ ଭାବବିହ୍ବଳ ଗୀତ ଗୋବିନ୍ଦ | ଜୟ ଜୟ ଦେବ ହରେ | Jai Jai Dev Hare | Gita Govinda | Jagannatha Bhajan

🔴 LIVE : ଆଡ଼ପ ମଣ୍ଡପରେ ବିଜେ

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

