ବବୁନ୍ ପାଣ୍ଡେ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍: ୨ ନାବାଳକଙ୍କ ସହ ୫ ଗିରଫ୍
ଡୁଙ୍ଗୁରିପାଲି ଥାନା ସମେଇଛୁଆ ଅଞ୍ଚଳର ବହୁ ଚର୍ଚ୍ଚିତ ବବୁନ୍ ପାଣ୍ଡେ ହତ୍ୟାକାଣ୍ଡର ପୂରା ଗୁମର ଖୋଲିଲା ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାଲେପାଲି କେନାଲ୍ ପାଖ କୁକୁଡ଼ା ଦୋକାନରେ ଖଣ୍ଡା ଓ ବାଡ଼ିରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ଦୁଇଟି ମୋଟରସାଇକେଲ ସାହାଯ୍ୟରେ ମୃତଦେହକୁ ପାଣ୍ଡ୍ରି ଡୁଙ୍ଗୁରୀ ବୁଦା ଭିତରେ ଫିଙ୍ଗି ଦିଆଯାଇଥିଲା। ଦକ୍ଷ ପୋଲିସ ଅଫିସର ଅମିତ କୁମାର ଧଳଙ୍କ ନେତୃତ୍ୱରେ ମାତ୍ର କେଇ ଘଣ୍ଟା ମଧ୍ୟରେ ୨ ଜଣ ନାବାଳକଙ୍କ ସମେତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏସପି ନାରାୟଣ ନାୟକଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କ ଠାରୁ ୫ଟି ମୋବାଇଲ ଓ ବ୍ୟବହୃତ ଗାଡ଼ି ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସମ୍ପୂର୍ଣ୍ଣ ଖବର ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। #BabunPandeyMurder #DunguripaliNews #OdishaCrimeNews #OdishaPolice #SambalpuriNews #CrimeUpdate #BreakingNewsOdia

▶︎
ଚିକୁ-ମିକୁ Vs କୁମ୍ଭୀର-ଗୋଧି ଗ୍ୟାଙ୍ଗ, ପ୍ରେମିକା ପାଇଁ ରାଜଧାନୀରେ ଗ୍ୟାଙ୍ଗୱାର, ରାତି ଅଧରେ ବୁଲିଲା ଖଣ୍ଡା !

▶︎
୩୮ ଆତଙ୍କୀଙ୍କୁ ଫାଶୀଦଣ୍ଡ

▶︎
Police Detain Man for Assaulting Teacher Inside Classroom in Odisha

▶︎
Live: ସକାଳ ୯ର ଖବର | Puri Rath Yatra | Rain News Today | Odisha Politics | Low Pressure | Odia News

▶︎
Live: ସକାଳ ୮ର ବଡ଼ ଖବର | Iran US War News | Heavy Rain Alert | Book Error Controversy | Odia News

▶︎
Unplugged ft. Anuradha Paudwal | Untold Musical Journey | Devotional Song | Gulshan Kumar | T-Series

▶︎
ପୁଅ ନୁହେଁ ଝିଅ ଚଲଉଥିଲା ମର୍ସଡିଜ୍ କାର ! If bike wasn't struck car would have escaped, Bbsr

▶︎
Hindu Terror Origin, 26/11 Attacks, Ishrat Jahan Case, Malegaon Blast, Beant Singh| RVS Mani |EP-431

▶︎
🔴Live: ରଥଯାତ୍ରାରେ ଭୟଙ୍କର ବର୍ଷା ଘରୁ ବାହାରିବା ମନା ୨୨ ଜିଲ୍ଲାକୁ ଚେତାବନୀ ଜାରି ! Cyclone News | PratibadTV

▶︎
“India Lacks the Ambition to Achieve Viksit Bharat by 2047” | Economist Surjit Bhalla | EP-430

▶︎
Debate With Arnab: Lashkar Issues Open Threat On ‘2026 Attack’, Plots ‘Water Terror’

▶︎
Donald Trump scraps threat of 20% fee on Strait of Hormuz cargo | BBC News

▶︎
Woman Tries to Leave Store Without Paying, Hides Items in Purse — Gets Stopped by Police

▶︎
Bangkok Pub Fire LIVE: Thailand Forensics Deduce What Caused the Deadly Pub Fire that Killed 27

▶︎
Er wurde BELÄCHELT.. dann spielte er PANFLÖTE! 😲

▶︎
ପାଇକମାଳ ନବୋଦୟ ହଷ୍ଟେଲ ରେ ରେଗିଂ ଅଭିଯୋଗ ।। ହଷ୍ଟେଲ ଛାଡ଼ିଲେ ସପ୍ତମ ଶ୍ରେଣୀ ଛାତ୍ର ।

▶︎
ଛେଳି ଚରେଇବା ପାଇଁ ଯାଇ ଭାଲୁ ହାବୁଡ଼ରେ ପଡିଲେ || Nabarangpur ||

▶︎
KUNG NARANASAN MO ITO, MASAYA ANG NAKARAAN MO#buhayprobinsya #fishing #mudfishing #provincelife

▶︎
Mahaprabhu Leela Revealed | Malika Place Gada Kujanga | @SatyaBhanja

▶︎
