ରମାଦେବୀରେ ଗଣ୍ଡଗୋଳ ! ABVP-BJD ମୁହାଁମୁହିଁ | High Tension At Rama Devi University | BJD-BJP Faceoff
High Tension At Rama Devi University: BCJD And ABVP Students Clash Over Poster War, BJD-BJP Faceoff ଆହୁରି ୪ ମାସ ବାକି ଅଛି ଛାତ୍ର ସଂସଦ ନିର୍ବାଚନ । ତା ପୂର୍ବରୁ କଲେଜ କ୍ୟାମ୍ପସରେ ବାରି ହେଲାଣି ଉଷ୍ମତା । ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଦୁଇ ଗୋଷ୍ଠୀ ଭିତରେ ଗଣ୍ଡଗୋଳ ରାଜନୈତିକ ବିବାଦରେ ପରିଣତ ହୋଇଯାଇଛି । ପୋଷ୍ଟର ମରାକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜୁ ଛାତ୍ର ଜନତା ଦଳ ଏବଂ ଏବିଭିପି ସମର୍ଥିତ ଛାତ୍ରୀ। ଏହି ଘଟଣାକୁ ନେଇ ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି ବିଜେଡି, ବିଜେପି ।... With nearly four months still left for the college union elections, political temperatures have already soared across campuses in Odisha. A major clash erupted at the prestigious Rama Devi Women's University in Bhubaneswar between two student groups, which quickly snowballed into a massive political faceoff. #RamaDeviUniversity #CampusPolitics #BCJDvsABVP #CollegeElection #BhubaneswarNews #BJDBJPFaceoff #StudentUnrest #OdiaNews #News18Odia #BreakingNews Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook: / news18odia Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_KU

ବଦଳିବ କି ରାଜନୈତିକ ସମୀକରଣ? Baliguda Politics | MP Sukanta Panigrahi, MLA Chakramani in Huge Rally

Rama Devi Women's University VC Explains What Led to the Campus Clash

ବିଜେପିରୁ ଇସ୍ତଫା ଦେଲେ ସରପଞ୍ଚ ଚାମେଲି ଓଝା ,ନେଲେ ବଡ଼ ପଦକ୍ଷେପ Chameli Ojha Resigns from BJP

ଖବର ଫଟାଫଟ | Khabar Fatafat | Speed News | Rath Yatra 2026 | Odisha Rain | Odia News | Puri News

‘ଯେମିତି ଇଂରେଜ ଲୁଟିଲେ ସେମିତି ...’Why Did Sujata Karthikeyan Quit IAS? Public Speaks on BJD Defeat

ସତର୍କବାଣୀ ପ୍ରବଳ ବର୍ଷିବ ! IMD Forecast | Rain Alert | Bay Of Bengal | Low Pressure | Odia News

ସଭା ମଝିରେ ମୋହନଙ୍କୁ କଣ କହିଲେ ଧର୍ମେନ୍ଦ୍ର | Kalinga TV

ଭାରତର ରକେଟ୍ ଆମେରିକା... Historic Space Mission: India Launches First Private Orbital Rocket Vikram-1

ସେ ଅଣଛାତ୍ରୀ ମୋତେ ଜାବୁଡା ମାରିଲା,ଅଧ୍ୟାପକ ଠିଆ ହୋଇ ଯାତ୍ରା ଦେଖୁଥିଲେ ! | RamadeVi College Controversy

Cancer Treatment Now Free Under Ayushman Card / Odisha Issues Draft Reservation List for Chairperson

ଏମିତି ସେମିତି ଲଢେଇ ହବନି ଜୋରଦାର ଲଢେଇ ହବ | ABVP | Ipsita sahu | Ramadevi university | Bhubaneswar news

କାହିଁକି ଅଭିନୟ ଓ ଓଡ଼ିଶା ଛାଡିଲେ ମିଠି ? | EP-168 | Podcast With Popular Actress Lipsa Satpathy

Female RI cried at Pipili Police Station | ମିଳିଳାନି ନ୍ୟାୟ ଥାନାରେ କାନ୍ଦିଲେ ପୀଡିତା ମହିଳା RI..

ଦୁଃଖ ଶୁଣିଲାନି ବିଜେପି, ଏବେ ମୁହଁ ମୋଡି଼ ଦେଲେ ଚାମେଲୀ ଓଝା Chameli Ojha

Special Story: China Flood Horror: Over 900 Snakes Escape Farms, Cobra Panic Spreads Across Guangxi

କାହିଁକି ମହାପ୍ରଭୁଙ୍କ ଟାହିଆ ନଥିଲା ? ଶୁଣନ୍ତୁ ଏହାକୁ ନେଇ କଣ କହୁଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ | Prameya

ମୁଁ IIC, ତୋ ରଙ୍ଗ ଛଡ଼ାଇଦେବି | Odisha Reporter

CASE CHALICHI COURT RE || MR GULUA COMEDY || ODIA COMEDY

EXCLUSIVE | Shraddha Pradhan | ସେ ରାତି କଥା ଖୁଲି କହିଦେଲେ | OTV FeeDin

