ପିଲା ହେଉନି କି? | Dr Sini S Venugopal on infertility in Odia | Causes & Treatment
#infertility #DoctorAdvice #OdiaHealthTips ଜଣେ ମହିଳା ସ୍ୱାମୀଙ୍କ ସହିତ ଏକ ବର୍ଷ ପର୍ଯ୍ୟନ୍ତ କୌଣସି ଗର୍ଭନିରୋଧକ ଉପାୟ ନଆପଣାଇ ସହବାସ କରିବା ପରେ ଗର୍ଭଧାରଣ କରିନପାରିଲେ ତାଙ୍କର ବନ୍ଧ୍ୟାଦୋଷ (ବନ୍ଧ୍ୟାତ୍ୱ) ରହିଛି ବୋଲି କୁହାଯିବ। ହେଲେ ବନ୍ଧ୍ୟାଦୋଷର କାରଣ କ’ଣ? ବିଳମ୍ବରେ ଗର୍ଭଧାରଣ ପାଇଁ ଯୋଜନା କରିବା ବନ୍ଧ୍ୟାଦୋଷର କାରଣ କି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସିନି ଭେନୁଗୋପାଲ କ’ଣ କହୁଛନ୍ତି ଜାଣନ୍ତୁ। ଏହି ଭିଡିଓରେ ରହିଛି, ବନ୍ଧ୍ୟାଦୋଷ କ’ଣ? (0:00) ମହିଳା ବନ୍ଧ୍ୟାଦୋଷର କାରଣ କ’ଣ? (0:27) ପୁରୁଷ ବନ୍ଧ୍ୟାଦୋଷର କାରଣ (5:21) ବନ୍ଧ୍ୟାଦୋଷକୁ ଚିହ୍ନିବା ଲାଗି ପରୀକ୍ଷା (8:21) ବନ୍ଧ୍ୟାଦୋଷର ଚିକିତ୍ସା (10:03) ବିଳମ୍ବରେ ଗର୍ଭଧାରଣ ବନ୍ଧ୍ୟାଦୋଷର କାରଣ କି? (14:15) ଡାକ୍ତରଙ୍କ ଟିପ୍ସ (17:31) A woman who is unable to conceive after having intercourse with her husband for up to a year without contraception will be said to be infertile. But what is the cause of infertility? Is planning late pregnancy a cause for infertility? Let us find out from Dr Sini Venugopal, an obstetrician and gynaecologist. In this video, What is infertility? (0:00) What is the cause of female infertility? (0:27) Causes of male infertility (5:21) Diagnosis to identify infertility (8:21) Treatment of infertility (10:03) Is late pregnancy the cause of infertility? (14:15) Doctor's Advice (17:31) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at [email protected] Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

ପୁରୁଷଙ୍କଠାରେ ଯୌନ ଅକ୍ଷମତା – କାରଣ ଓ ଚିକିତ୍ସା | Dr Biswajit Nanda on Erectile Dysfunction in Odia

ଗର୍ଭନିରୋଧକ: କେଉଁଟି ବାଛିବେ? | How to Have Safe Sex with Contraception? | Dr Priyadarshini Tripathy

Test Tube Baby କିପରି ହୁଏ, କେତେ ଟଙ୍କା ଖର୍ଚ୍ଚ ହୁଏ? | PCOD | IVF Treatment | News18 Podcast | N18P

AWS Certified Cloud Practitioner Training 2020 - Full Course

The Role of Sjafrie Sjamsoeddin and Sufmi Dasco Ahmad in the Police-Prosecutor Conflict | Bocor A...

The Complete Cardiology Masterclass: Exam-Ready in One Video

🩺 All CNA Skills | Step-by-Step CNA Skills Review with Nurse Eunice (for ALL States)

ଟେଷ୍ଟଟ୍ୟୁବ ବେବି (ଆଇଭିଏଫ୍) – କେମିତି ହୁଏ? | Dr Lipsa Mishra on IVF in Odia | In vitro fertilization

ନପୁଂସକତା କାହିଁକି ହୁଏ? | Impotence (Erectile Dysfunction) in Odia | Signs & Treatment | Dr Samrat Kar

CNS Infections | Clinical Medicine

କମ୍ ଖର୍ଚ୍ଚରେ ପାଇପାରିବେ Infertility ସମସ୍ୟାରୁ ମୁକ୍ତି | Dr Sini S Venugopal

ହାର୍ଟ ଆଟାକ୍ – ଜାଣନ୍ତୁ, କେମିତି ଚିହ୍ନିବେ? | Dr Mahendra Prasad Tripathy on Heart Attack | Treatment

IUI _ Dr Sini Venugopal

ସିଆଟିକା କାହିଁକି ହୁଏ? | Sciatica in Odia | Symptoms & Treatment | Dr Rajendra Sahoo

ଘୁଙ୍ଗୁଡ଼ି ସମସ୍ୟାରୁ କେମିତି ପାଇବେ ମୁକ୍ତି? | Dr Damodar Bindhani on Snoring in Odia | Sleep Apnea

ମହିଳାଙ୍କଠାରେ ହରମୋନ୍ ଅସନ୍ତୁଳନ: କିଭଳି ପ୍ରଭାବ ପକାଉଛି? | Hormonal Imbalance, in Odia | Dr Swarnima Das

🔴Prescription Live |ପ୍ରେସକ୍ରିପ୍ସନ : ପିଲା ହେଉନି କରାନ୍ତୁ IVF ଚିକିତ୍ସା | IVF Treatment |Dr Babita Panda

Breast Cancer, Symptoms, Treatment, Stages, Chemotherapy & Myths - Dr Mandar | FO286 Raj Shamani

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

