ନେଦରଲ୍ୟାଣ୍ଡରେ ରଥଯାତ୍ରା | Odisha Reporter
ହଜାର ମାଇଲ୍ ଦୂରରେ ମଧ୍ୟ ଅତୁଟ ରହିଛି ଜଗନ୍ନାଥ ସଂସ୍କୃତିର ବନ୍ଧନ। ନେଦରଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଭବ୍ୟ ରଥଯାତ୍ରା ଭକ୍ତି, ଉତ୍ସାହ ଓ ଏକତାର ପରିବେଶରେ ପାଳିତ ହୋଇଛି। ୫୦୦ରୁ ଅଧିକ ଭକ୍ତଙ୍କ ସହଭାଗିତା, ମହାପ୍ରସାଦ ସେବା, ପାରମ୍ପରିକ ନୀତିକାନ୍ତି ଓ ପ୍ରବାସୀ ଓଡ଼ିଆଙ୍କ ସଂସ୍କୃତିପ୍ରେମ ଏହି ଉତ୍ସବକୁ ସ୍ମରଣୀୟ କରିଛି। ବିଶେଷ କରି ପିଲାମାନଙ୍କ ସକ୍ରିୟ ଅଂଶଗ୍ରହଣ ବିଦେଶ ମାଟିରେ ଓଡ଼ିଆ ପରମ୍ପରାର ଉଜ୍ଜ୍ୱଳ ଭବିଷ୍ୟତର ବାର୍ତ୍ତା ଦେଇଛି। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter #Jagannath #RathYatra #Netherlands #OSCAN #OdiaDiaspora #JayJagannath #JagannathCulture #IndianCulture #Europe #Dutch #Odisha #Spirituality #CulturalHeritage #NewsUpdate

Spanien – Argentinien Highlights | Finale, FIFA WM 2026 | sportstudio

କାହିଁକି ରଥ ଗଡିବାବେଳେ ଭାଷା କୁହନ୍ତି ଡାହୁକWhy Dahuka Chant the Chariot Pulling #otvdigital #rathayatra

ଗର୍ଭଗୃହର ଭିତିରି କଥା ll EP- 27 ll Podcast with Harekrusna singhari || Kalinga TV

ଆଖି ଭିଜାଇବ ସୌରଭଙ୍କ ଗୀତ Exclusive News Desk Interview With Singer Sourav Bharadwaj | Manas Dash

ପୁରୀରେ ରଣବୀର ଆଲ୍ଲାହାବାଦିଆ। I have come to understand Sanatan Dharma from Jagannath, Ranveer.

ଆଉ ଖାଇ ପାରିବନି ଅଣ୍ଡା ! | Odisha Reporter

ଜଗନ୍ନାଥଙ୍କ ବାଡଗ୍ରାହୀଙ୍କ ମୁହଁରୁ ଲୋମଟାଙ୍କୁରା କାହାଣୀ | Odisha Reporter

ଘଟଣା ପଛରେ ଥିଲା ଜଗନ୍ନାଥଙ୍କ ଲୀଳା Secrets of Jagannath Explained! Spiritual Spokesperson Mahesh Sahu

ରାତିରେ କାହିଁକି ହୁଏ ବ୍ରହ୍ମ ପରିବର୍ତ୍ତନ ?Why Does the Brahma Transfer at night #otvdigital #srimandira

Puri Rath Yatra: BJD Leader Sujata Rout Offers Prayers Alongside MLA Sunil Mohanty

“Inside a Daitapati Servitor’s Devout Home: Devotional Role of Wife & Daughter‑in‑law”

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ସୋନମ୍ ଓ CJP ସମ୍ପର୍କ କଣ ସତ କହିଦେଲେ ସ୍ତ୍ରୀ ଗୀତାଞ୍ଜଳି ! Sonam wangchuk wife Gitanjali reaction on HC

ମିଳିଲା ବଡ଼ ଆସ୍ୱସ୍ଥି! interview with Durgaprasad Dalai | jagannath animated movie |odia news

Special Report: Jagannath Rath Jatra in Karachi Stuns World | Devotion Beyond Borders

ଟାହିଆ ସାଧାରଣ ଅଳଙ୍କାର ନୁହେଁ,ଟାହିଆ ଖସିବା କି ବିପଦର ସଙ୍କେତ ନା ଏକ ଦିବ୍ୟ ରହସ୍ୟ ? କହିଦେଲେ ବାବା...

ଆମେ ଜଗନ୍ନାଥଙ୍କ ସେବକ ଚୋର ନୁଁହ || We Are Servitors Of Lord Jagannath Not Thieves || Kanak News Digital

Bina Tahiare Aasila Kalia || Jagannath Bhajan || Bishnu Mohan Kabi || Ratha Jatra || Sabitree Bhakti

ସତ୍ୟପାଠ: ବିଚରା ମୋଦି.. ପ୍ରଧାନଙ୍କ ମୋହ, ପିଲାଙ୍କ ଭୟ.. || Satyapatha News

