୭ଟି ପଦକ୍ଷେପ ଅସଂଖ୍ୟ ପିଲ 7Steps to get More tillers in Paddy

Arabia Sahoo KRUSHI SAMPADA 7ଟି ପଦକ୍ଷେପ ଅସଂଖ୍ୟ ପିଲ 7steps to get more tillers in paddy ଧାନ ଫସଲରେ ପିଲ ସଂଖ୍ୟା ବୃଦ୍ଧି ହେଲେ କେଣ୍ଡା ସଂଖ୍ୟା ବଢି ଥାଏ ଓ ଅମଳ ଅଧିକ ଆସିଥାଏ ସେଥିପାଇଁ ଆମକୁ 7ଟି ପଦକ୍ଷପ ନେବାକୁ ପଡିବ 1 ଧାନ ଫସଲରେ ଜୈବିକ ଖତ ବା ସାରର ପ୍ରୟୋଗ ଜୈବିକ ଖତ ପ୍ରୟୋଗ କରି ନଥିଲେ ଜୈବିକ ସାର BIOZYME ବା AGRI HUMIC GRANULE ବା SAGARIKA ପ୍ରୟୋଗ କରନ୍ତୁ 2 ରାସାୟନିକ ସାର ର ପ୍ରୟୋଗ ମୁଳ ସାର ହିସାବରେ DAP ଓ POTASH ସାର ଓ ପିଲ ସାର ହିସାବରେ ଧାନ ରୋଇବାର 15-20ଦିନରେ UREA 20kg ଓ potash kg ପ୍ରୟୋଗ କଲେ ଅଧିକ ପିଲ ହଉଥାଏ 3 ତଳି ରୋଇବାର ବୟସ ଅଳ୍ପ ଦିନର ତଳି ଯାହାକି 15-18ଦିନର ତଳି ଲଗାଇଲେ ଅଧିକ ପିଲ ହୋଇଥାଏ 4 ରୋଇବା ପଦ୍ଧତି ଧାଡିରେ ରୋଇଲେ ଓ ଅନୁମୋଦିତ ଦୁରତରେ ରୋଇଲେ ଅଧିକ ପିଲ ଆସିଥାଏ 5 ଜଳସେଚନ ରୁଆ ଧାନରେ ଅଳ୍ପ ପାଣି ରଖିଲେ ଅଧିକ ପିଲ ଆସିଥାଏ 6 ଘାସ ସମଷ୍ୟା ର ସମାଧାନ ଧାନ ଜମିରେ ଧାନ ରୋଇବାର 15-45 ଦିନ ଘାସ ମୁକ୍ତ ରହିଲେ ଅଧିକ ପିଲ ହୋଇଥାଏ 7 ରୋଗ ପୋକ ର ସଠିକ ପରିଚାଳନା ଧାନର ପିଲ ଅବସ୍ଥା ରେ ଫସଲକୁ ରୋଗ ପୋକ ମୁକ୍ତ ରଖିଲେ ଅଧିକ ପିଲ ହୋଇଥାଏ Thank you KRUSHI SAMPADA WATCH NEXT: ସୁନା ଫଳାଏ AGRI HUMIC GRANULE    • ଲାଭ ଦାୟକ Agri Humic Grannules   ତାଲିଘରା ରେ ଘାସ ପରିଚାଳନା    • ଧାନ ତାଲିଘରା ର ଘାସ ନିୟନ୍ତ୍ରଣ। Weed Manageme...   ଧାନ ର କାଣ୍ଡ ବିନ୍ଧା ପୋକ    • ଧାନର କାଣ୍ଡବିନ୍ଧା ପୋକ ପରିଚାଳନା How to Manag...   #paddytiller #krushisampada #howtogetmoretillerinpaddy #odia

ଶକ୍ତିଶାଳୀ ମୂଳସାର ପାଇଁ କେଉଁ ସାର ଓ ଅଣୁସାର କୁ ପ୍ରୟୋଗ କରିବା Basal does Fertilizer for Paddy
▶︎

ତାଲିଘରା କିପରି ପ୍ରସ୍ତୁତ କରିବେ  15ଦିନରେ ତଳି ରୋଇ ପାରିବେ Paddy nursery Management

ଧାନ ଫସଲରେ ମୂଳ ସାର କେଉଁ ସାର ଓ ଅଣୁସାର ସାର ପ୍ରୟୋଗ କରିବା

ଧାନ ପିଲ ହେବାର ୪ଟି ଦେଶୀ ସୂତ୍ର //ପିଲ ହେବାର ଉପାୟ// four tricks for tillering in paddy

କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଅଧିକ ଅମଳ କ୍ଷମ ଧାନ କିସମ High yielding paddy variety of NRRI

CRRI BARTA 16-31 May, 2026 (PART-122) II ICAR-CRRI, CUTTACK I ଧାନ ସମ୍ବାଦ I ସି ଆର ଆର ଆଇ ବାର୍ତା

ଫସଲର ସୁରକ୍ଷା କବଚ Potash ସାର-  କେବେ ପ୍ରାୟୋଗ କରିବା -କେତେ ପ୍ରାୟୋଗ କରିବା Potash fertilizer

ଧାନ ଫସଲରେ କେଉଁ କେଉଁ ସାର ପ୍ରାୟୋଗ କରିବା Fetilizer Management in paddy

POWERFUL SHIVA mantra to remove negative energy - Shiva Dhyana Mantra (Mahashivratri Chant) - 3 hrs

ଜିଆଖତ ରୁ ବର୍ଷକୁ ୨୦ଲକ୍ଷ ରୋଜଗାର ||Vermicompost Bussiness||Investment ||Profit || Krushak sathi odisha

ZERO BUDGET FARMING Urea ଓ DAP ସାର ଠାରୁ ଅଧିକ ଶକ୍ତିଶାଳୀ ସାର ଜୀବାମୃତ

ଧାନ ରହିବ- ଘାସ ମରିବ 100% ଘାସ ନିୟନ୍ତ୍ରଣ weed management in paddy

ଖାଲ ଜମି ପାଇଁ ଧାନ କିସମ  ପଡିବ ନାହିଁ  ଝଡ଼ିବ ନାହିଁ

Most Profitable Rice Varieties in Odisha With low investment heavy income full details in Odia

ଧାନ ଫସଲର ପିଲ ଅବସ୍ଥାରୁ କେଣ୍ଡା ଯାଏଁ କିଏ ଦେଇଥାଏ ସମ୍ପୁର୍ଣ ସୁରକ୍ଷା BARROZ ନା VIRTAKO

यसरी गरिन्छ पर्माकल्चर खेती,जोन १ देखि ५ सम्मको भ्रमणमा जे देखियो जस्ताको तस्तै - Permaculture farm

ଢିପ ଜମି /ମାଲ ଜମି ପାଇଁ Top 5 ଧାନ କିସମ 100 ଦିନରେ 25-28 qtl ଅମଳ

Beautiful Relaxing Music - Stop Overthinking, Stress Relief Music, Sleep Music, Calming Music #177

ଧାନର ପିଲ ସାର Fertilizer Management at paddy Tillering  ସାର ର Best Combination 40-50 ପିଲ

Humic Acid Humic acid Fertilizer ଧାନ ପିଲ ପାଇଁ ଅସଲ vitamin