ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || Rabi Kumar ||Jagannatha Bhajan

ଏ ତ ଘୋର କଳିଯୁଗ ଶେଷର କାରଣ || Umakanta Das || ମାଳିକା ବଚନ || kalijugara kahani ||Jagannatha Bhajan ♫ CREDITS ♫ ♫ Song Name - ଏ ତ ଘୋର କଳିଯୁଗ ଶେଷର କାରଣ ♫ Singer - Umakanta Das ♫ Lyrics - Rabi Kumar ♫ Music - Rabi Kumar ♫Tabla - Ajay Choudhury ♫Pad - Dr. Debajyoti Padhi ♫ DOP & Edit - Kumar Chandan ♫ Banner - Survibration ♫ Recording & Mixing - Survibration (BBSR) for recording new song call 7008940396 ♫ Lyrics ♫ ସମୁଦ୍ର ଆସିବ ମାଡି ଅଦିନ ବରଷା ଝଡି ମାରିବ ଯେ ଘଡଘଡି ବୈଶାଖରେ ନଇବଢି ବେଳ ଥାଉଁ ଥାଉଁ କେତେଯେ ଜୀବନ ଅକାଳରେ ଯିବ ଝଡି... ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********* ଭାଙ୍ଗିଯିବ କଳ୍ପବଟ ଶ୍ରୀହରି କରିବେ ନାଟ କଳ୍କୀ ଅବତାର ହୋଇ ଚଳିବେ ଛତିଆ ବଟ କଳା ଧଳା ଘୋଡା ଚଢି ମହାପ୍ରଭୁ ସଂହାରିବେ ପୁଣି ମ୍ଳେଚ୍ଛ ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********* ସାତ ଦିନ ଯେ ଅନ୍ଧାର ପୃଥ୍ବୀ ହେବ ଛାରଖାର ଶୃଗାଳ ଆଉ କୁକୁର ପଶିବେ ଘର ଭିତର ଚଣ୍ଡୀ ଚାମଣ୍ଡା ଯେ ଗୋଡାଇ ଖାଇବେ ରକ୍ଷା ନପାଇବେ ନର ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********* ଦେଢଶୁର ଭାଇବୋହୁ ପୀରତୀ କରିବେ ସେହୁ ଭାଇ ଭଉଣୀ ପୀରତୀ ବଢିବ ଯେ ଅପକୀର୍ତ୍ତୀ ହୋଇ କାମଭୋଳ ବୁଡାଇବେ କୂଳ ନମାନିବେ କେହି ଜାତି ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଗୃହସ୍ଥ ନମାନି ନାରୀ କୁଳ ଧର୍ମ ଭୂଲିକରି ପରପୁରୁଷରେ ମାତି କରିବେ ପୀରତୀ ଚୋରୀ ସ୍ବାମୀ ଥାଇ ପରପୁରୁଷ ସଙ୍ଗରେ ବୁଲୁଥିବେ ଗିରି ଘିରି ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଭାଇ ହୋଇବ ଭଗାରି ତଣ୍ଟି କାଁଟେ ଅଣ୍ଟି ଛୁରୀ ସ୍ବାର୍ଥେ ଅନ୍ଧ ହୋଇ ପୁଅ ବାପକୁ ପକାଏ ମାରି ନରମାଂସ ନର ଖାଇବ ଯାଣିଥା ରାକ୍ଷସଠୁ ଯିବ ବଳି ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ବାବା ହେବେ ମାଳ ମାଳ ଲାଗିବ ଯେ ମହା ଗୋଳ ଗୁପ୍ତେ ଯୁବତୀ ସଂଗରେ କରିବେ ପୀରତୀ ଖେଳ ମଦ ମାଂସ ଖାଇ ବିଳାସ ବ୍ୟସନେ ମାୟାରେ ହୋଇବେ ଭୋଳ ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଅର୍ଦ୍ଧ ନଗ୍ନ ରୂପ ହୋଇ ବୁଲୁଥିବେ ନାରୀ ତହିଁ ବାର ଅବାର ନମାନି ଆମିଷ ଭକ୍ଷିବେ ସେହି ନିଶାଶକ୍ତ ହୋଇ ନୃତ୍ୟ କରୁଥିବେ ସଂସ୍କୃତିକୁ ଭୂଲିଯାଇ ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********* ଏଣୁ ହେବେ ଅଳ୍ପାୟୂଷ ପାପେ ଯିବେ ସର୍ବେ ନାଶ ନାସ୍ତିକ ହେବେ ପ୍ରବଳ ଅଧର୍ମେ ହୋଇବେ ମେଳ ବିଗ୍ୟାନ ନାମରେ ମିଥ୍ୟା ଯୁକ୍ତି କରି ଲଗାଇବେ ମହାଗୋଳ.... ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଏତ ଘୋର କଳିଯୁଗ ଭାବର ଅଟେ ଅଭାବ ମୁର୍ଖ ବୋଲାଏ ପଣ୍ଡିତ ଦେଖି ଲାଗେ ଆଚମ୍ବିତ ବେଧର୍ମୀ ଜନର ବଢଇ ଆଦର ମୁର୍ଖ ଯେ ଯଶ ମଣ୍ଡିତ ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଭାବ ନଥାଇ ଭଜନ ଗାଇବେ କରି ଗର୍ଜନ ଅଶ୍ଲୀଳ ନୃତ୍ୟ ନାଚିବେ ଭୂଲି ଯାଇ ହରିନାମ ବିଦେଶୀ ସଂସ୍କୃତି ଆପଣେଇ ନେବେ ଧିକ ଧିକ ଏ ଜୀବନ... ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ଅଗ୍ନି ବୃଷ୍ଟି ହେବ ଶୁଣ ଅକାଳେ ହେବ ମରଣ ବନ୍ୟା ବାତ୍ଯା ଭୂମିକମ୍ପ ହେବ ମାଳିକା ପ୍ରମାଣ ହରିଙ୍କର ଚକ୍ର ଘୁରୁଥିବ ସଦା ଦୁଷ୍ଟ ହୋଇବେ ଛେଦନ ଏତ ଘୋରକଳି ଯୁଗ ଶେଷର କାରଣ ବେଳଥାଉ ନିଅ ଥରେ କାଳିଆ ଶରଣ ********** ମହା ବିପତ୍ତି ପଡିବ ଭୈରବୀ ରଡି ଶୁଭିବ ହରିଙ୍କ ଶରଣ ଗଲେ ନିଶ୍ଚୟ ରକ୍ଷା ପାଇବ ଜୟ ଜଗନ୍ନାଥ ଡାକିଦେଲେ ଥରେ ବିପଦୁ ଉଦ୍ଧାର ହେବ ଏତ ଘୋରକଳି ଯୁଗ ଶେଷର କାରଣ ବେଳ ଥାଉଁ ନିଅ ଥରେ କାଳିଆ ଶରଣ Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love #rathayatraspecial #torathadaudikuchuinlabelaku #UmakantaDas #RabiKumar #Survibration #NewJagannathBhajan #NewOdiaBhajan #JagannathBhajan #NewRathajatraBhajan #OdishaViralSinger Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I !! *ANTI PIRACY WARNING * !! This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented. *********** ✽ Subscribe our Official YouTube Channel - https://www.youtube.com/channel/UCT_S.... ✽ Like us on Facebook - h​  / drjayashreed.  .   / sur-vibratio..  . LIKE ◆ COMMENT ◆ SHARE ◆ SUBSCRIBE

BEST OF UMAKANTA || Umakanta Das || Rabi Kumar   || Survibration
▶︎

BEST OF UMAKANTA || Umakanta Das || Rabi Kumar || Survibration

କଳିଯୁଗ ନାରୀ ଲକ୍ଷଣ | New Odia Song | Gobinda Chandra | Jitu Mangaraj | Bhakti Renu |
▶︎

କଳିଯୁଗ ନାରୀ ଲକ୍ଷଣ | New Odia Song | Gobinda Chandra | Jitu Mangaraj | Bhakti Renu |

ଜୟ ଜଗନ୍ନାଥ 🙏 | ସକାଳ ଭକ୍ତିର ଶକ୍ତି 🔥 | ମନରୁ କହିଲେ ଇଚ୍ଛା ପୂରଣ ❤️ #JaiJagannath #OdiaBhakti #Bhakti#Odia
▶︎

ଜୟ ଜଗନ୍ନାଥ 🙏 | ସକାଳ ଭକ୍ତିର ଶକ୍ତି 🔥 | ମନରୁ କହିଲେ ଇଚ୍ଛା ପୂରଣ ❤️ #JaiJagannath #OdiaBhakti #Bhakti#Odia

Viral Boy Santanu ଗାଇଲେ ଏମିତି ଗୀତ Stage ପୁରା ଜଳିଲା - Odisha Ra Nua Swara   Studio Round- Sidharth TV
▶︎

Viral Boy Santanu ଗାଇଲେ ଏମିତି ଗୀତ Stage ପୁରା ଜଳିଲା - Odisha Ra Nua Swara Studio Round- Sidharth TV

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan
▶︎

Sri Krushnanka Sarira Tyaga | ଶ୍ରୀ କୃଷ୍ଣଙ୍କ ଶରୀର ତ୍ୟାଗ | Sricharan Mohanty | Sri Krushna Bhajan

ଚାମେଲିଙ୍କ ପାଇଁ BJPକୁ ଧୋଇଲେ ସୁରେଶ୍! / Suresh Panda Exposed Chameli Case! / Suresh Panda Exposed BJP!
▶︎

ଚାମେଲିଙ୍କ ପାଇଁ BJPକୁ ଧୋଇଲେ ସୁରେଶ୍! / Suresh Panda Exposed Chameli Case! / Suresh Panda Exposed BJP!

କଳିଯୁଗ କଳା ମାଷ୍ଟର I KALIJUGA KALA MASTARA I SRICHARAN MOHANTY #BHAJAN I JK SAHU I MUSIC TODAY ODIA
▶︎

କଳିଯୁଗ କଳା ମାଷ୍ଟର I KALIJUGA KALA MASTARA I SRICHARAN MOHANTY #BHAJAN I JK SAHU I MUSIC TODAY ODIA

Grand Finaleରେ କୁନି ନମିତା Soumyashree  ରେ ଦେଲେ ଜବରଦସ୍ତ Performance - Mun Bi Namita Agrawal Hebi
▶︎

Grand Finaleରେ କୁନି ନମିତା Soumyashree ରେ ଦେଲେ ଜବରଦସ୍ତ Performance - Mun Bi Namita Agrawal Hebi

Umakanta HITS || Blind Singer Umakanta Das || Superhit Bhajana Odia || Jay Jagannatha ||Survibration
▶︎

Umakanta HITS || Blind Singer Umakanta Das || Superhit Bhajana Odia || Jay Jagannatha ||Survibration

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti
▶︎

Shree Jagannathanka Janma Kahani | Sourav Bharadwaj | Krushna Chandra | Nila Madhab, Sabitree Bhakti

Morning odia bhajana/#/odia nanstop/#/bhajana/#/singer:-saurav bharadwaj/#/☺️☺️../#/ song
▶︎

Morning odia bhajana/#/odia nanstop/#/bhajana/#/singer:-saurav bharadwaj/#/☺️☺️../#/ song

Gobinda Gobinda Gobinda - ହୃଦୟସ୍ପର୍ଶୀ ଭାବପୂର୍ଣ ଓଡିଆ ଜଗନ୍ନାତ ଭଜନ | Siba Nana(Shiba Prasad Dash) Audio
▶︎

Gobinda Gobinda Gobinda - ହୃଦୟସ୍ପର୍ଶୀ ଭାବପୂର୍ଣ ଓଡିଆ ଜଗନ୍ନାତ ଭଜନ | Siba Nana(Shiba Prasad Dash) Audio

Bhakta Balaram Das Beshya Mayajalare | ବାଲି ରଥ | Sricharan Mohanty | ଭକ୍ତ ବଳରାମ ଦାସ ବେଶ୍ୟା ମାୟାଜାଲରେ
▶︎

Bhakta Balaram Das Beshya Mayajalare | ବାଲି ରଥ | Sricharan Mohanty | ଭକ୍ତ ବଳରାମ ଦାସ ବେଶ୍ୟା ମାୟାଜାଲରେ

Mananiya Jagannath || UmaKanta Das || NagarjunaBesa Part -2 || Rabi Kumar /superhit
▶︎

Mananiya Jagannath || UmaKanta Das || NagarjunaBesa Part -2 || Rabi Kumar /superhit

BIRTHDAY SPECIAL Arabinda Muduli - ଜନ୍ମଦିନ ଅବସରରେ - Superhit Odia Bhajans - Nonstop Odia Bhakti Song
▶︎

BIRTHDAY SPECIAL Arabinda Muduli - ଜନ୍ମଦିନ ଅବସରରେ - Superhit Odia Bhajans - Nonstop Odia Bhakti Song

Se Kala Pakhala Galani | Full Video Song | Gobinda Chandra | Bibhuti Swain | Partha | Bhakti Upasana
▶︎

Se Kala Pakhala Galani | Full Video Song | Gobinda Chandra | Bibhuti Swain | Partha | Bhakti Upasana

ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan @rcnmedia
▶︎

ଆଖିର ଜନମ କାନ୍ଦିବା ପାଇଁ । Akhira janama kandiba pain । Adit Hota । Odia bhajan @rcnmedia

Tanka Tanka Kanhin Hauchu Babu ll ଟଙ୍କା ଟଙ୍କା କାହିଁ ହଉଛୁ ବାବୁ ll ଟଙ୍କା ନେଇ ସ୍ୱର୍ଗପୁରକୁ ଯିବୁ?
▶︎

Tanka Tanka Kanhin Hauchu Babu ll ଟଙ୍କା ଟଙ୍କା କାହିଁ ହଉଛୁ ବାବୁ ll ଟଙ୍କା ନେଇ ସ୍ୱର୍ଗପୁରକୁ ଯିବୁ?

Tarini Maa Ra Kahani | Odia devotional | Tarini Bhajan l Narendra Kumar |  Gahani || Bindas Odisha
▶︎

Tarini Maa Ra Kahani | Odia devotional | Tarini Bhajan l Narendra Kumar | Gahani || Bindas Odisha

Kalki Baba | କଳ୍କୀ ବାବା | କଳିଯୁଗ | Odia Gahani 2025 | Muskan Pradhan | Asit Jena | MP
▶︎

Kalki Baba | କଳ୍କୀ ବାବା | କଳିଯୁଗ | Odia Gahani 2025 | Muskan Pradhan | Asit Jena | MP