ମୋ ଭାଇକୁ ଜନ୍ମଦିନରେ ଡାକି , ପ୍ରେମିକ ସହ ଘରେ ମାରିଛନ୍ତି ଭାଉଜ !Suspicious Death of Youth in Balasore
ମୋ ଭାଇକୁ ଜନ୍ମଦିନରେ ଡାକି , ପ୍ରେମିକ ସହ ଘରେ ମାରିଛନ୍ତି ଭାଉଜ ! ମୋ ଭାଇକୁ ମାରିଛନ୍ତି ଭାଉଜ , କଲ୍ କରି କହିଲେ ତୁମ ଭାଇ ଆଉ ନାହାଁନ୍ତି l ସ୍ତ୍ରୀ ଜନ୍ମଦିନରେ ନିଜ ସ୍ୱାମୀଙ୍କୁ ଯୋଜନାବଦ୍ଧ କରି ହତ୍ୟା କରାଯାଇଥିବା ଅଭିଯୋଗ। ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକ। ନିଜ ସ୍ତ୍ରୀ, ତାଙ୍କ ପ୍ରେମିକ ଓ ପରିବାର ଲୋକ ମିଶି ଯୁବକଙ୍କୁ ମାରିଥିବା ନେଇ ସହଦେବଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ବାଲେଶ୍ୱର ସହଦେବଖୁଣ୍ଟା ଥାନା ଆଜିମାବାଦ ଅଞ୍ଚଳର ବିଜୁ ପଟ୍ଟନାୟକ ଆଦର୍ଶ କଲୋନୀର ଏକ ଭଡ଼ା ଘରେ ମୃତକଙ୍କ ସ୍ତ୍ରୀ ରଶ୍ମିରେଖା ଭୂୟାଁ ରହୁଥିଲେ। ସେଠାରେ ଗତକାଲି ବିଳମ୍ବିତ ରାତିରେ ଯୁବକ ରଶ୍ମିରଞ୍ଜନ ସେଠୀ ଆତ୍ମହତ୍ୟା କରିଥିବା ନେଇ ମହିଳା ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ। ମୃତକ ହେଲେ ଜଗତସିଂହପୁର ଜିଲ୍ଲାର ରାମଚନ୍ଦ୍ର ସେଠୀଙ୍କ ୩୪ ବର୍ଷୀୟ ପୁଅ ରଶ୍ମିରଞ୍ଜନ ସେଠୀ। ତେବେ ଗତକାଲି ଥିଲା ମୃତକଙ୍କ ସ୍ତ୍ରୀର ଜନ୍ମଦିନ। ଜନ୍ମଦିନ ମାନିବାକୁ କଟକରୁ ବାଲେଶ୍ବରରେ ରହୁଥିବା ସ୍ତ୍ରୀଙ୍କ ନିକଟକୁ ଆସିଥିଲା ଯୁବକ। ଅଭିଯୋଗ ଅନୁସାରେ ମୃତକଙ୍କ ସ୍ତ୍ରୀ ପୂର୍ବରୁ କରଞ୍ଜିଆରେ ଏନଏଚଏମ୍ ର ଜେଇ ଭାବରେ ଚାକିରି କରୁଥିବା ବେଳେ ସେଠାକାର ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଏହି ପରକୀୟା ପ୍ରୀତି କାରଣରୁ ଗତ ଦୁଇ-ଅଢ଼େଇ ବର୍ଷ ହେବ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା।Suspicious Death of Youth in Balasore #BalasoreMurderCase #JusticeForBalasoreYouth #OdishaCrimeNews #SuspiciousDeathInvestigation #OdishaPoliceDemandJustice #BalasoreCrimeAlert Vist our Website :https://www.pratidintv.com/ Like Our Facebook Page: / pratidinodisha Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel: / @pratidintvodisha #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha

ଛୁଟି ନେଇ ଆସିଥିଲେ ପତ୍ନୀଙ୍କ ଜନ୍ମଦିନରେ ସର୍ପ୍ରାଇଜ୍ ଦେବାକୁ, ଫେରିଲା ଶବ; କୁଆଡ଼େ ଗଲେ ରଶ୍ମିରଞ୍ଜନଙ୍କ ପତ୍ନୀ?

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଝାଇ କହିଲେ , କେମିତି ଗଡୁଛି ହାଇଡ୍ରୋଜେନ୍ ଟ୍ରେନ୍ ! Railway Minister Vaishnaw

ଫାଇଲ ଚୋରି .... ‘ଏବେ ପାଳି ପାଣ୍ତିଆନଙ୍କର | Odisha Reporter

ପୁରୀରେ ରଣବୀର ଆଲ୍ଲାହାବାଦିଆ। I have come to understand Sanatan Dharma from Jagannath, Ranveer.

ବାହା ହେବେ ବୋଲି କହି ଠକିଦେଲେ ଡାକ୍ତର, ନବ ବଧୂ ବେଶରେ ଧାରଣା ଦେଲେ କନ୍ୟା

The True Story Of KPS Gill | Satluj Reignites The ‘Supercop’ Vs ‘Butcher’ Debate | Akash Banerjee

ତ୍ରିକୋଣୀୟ ପ୍ରେମ ପାଇଁ ଝୁଲିପଡ଼ିଲେ ଷ୍ଟାଫ୍ ନର୍ସ || Love Triangle Case || Bhubaneswar

Press Meet Shock: Will Santarupta Betray Naveen? | Nirbhay Gumar Katha

ସେବାୟତଙ୍କ ମୁହଁରେ ସତ ... କେମିତି ଭାଙ୍ଗିଲା ଟାହିଆ ? || Lord Jagannath's Tahia || Ratha Yatra 2026 || OR

କେମିତି ଭାଙ୍ଗିଲା ଟାହିଆ?..କହୁ କହୁ ସବୁ ସତ କହିଦେଲେ ସେବାୟତ | Why Did Lord Jagannath Appear Without Tahia?

Man Found Dead on Birthday in Balasore, Wife and Alleged Lover Accused of Murder

ଗାଁ ଭୋଟରଙ୍କ ପାଇଁ ବଡ଼ ଘୋଷଣା | Odisha CM Mohan Majhi | Big Announcement Before Panchayat Election

ଫୋନରେ ସ୍ୱାମୀର ମୁଁହକୁ ପିଟିଲା ସ୍ତ୍ରୀ,ଚାଲିଗଲା ସ୍ୱାମୀର ଜୀବନ!Husband Dies After Wife Hits Him With Phone

ଟାହିଆ ସାଧାରଣ ଅଳଙ୍କାର ନୁହେଁ,ଟାହିଆ ଖସିବା କି ବିପଦର ସଙ୍କେତ ନା ଏକ ଦିବ୍ୟ ରହସ୍ୟ ? କହିଦେଲେ ବାବା...

ପ୍ରେମିକ ପାଇଁ ସ୍ୱାମୀକୁ ହତ୍ୟା | Odisha Reporter

Hindu Terror Origin, 26/11 Attacks, Ishrat Jahan Case, Malegaon Blast, Beant Singh| RVS Mani |EP-431

SIR: Why Bengaluru voters and BLOs are confused | 149 | Pooja Prasanna

E20 Fuel Damages Maruti Grand Vitara; Consumer Court Orders Replacement Or Refund | India Today

Vijay Film | 'He's Purely an Emotion for the People': Jana Nayagan Producer on CM Vijay

