ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିବେ ଦଇତା, ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ | Snana Purnima Ritual
ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ କରିବେ । ଆସନ୍ତା ଜୁନ ୨୯ ତାରିଖରେ ରେ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଆୟୋଜିତ ହେବାକୁ ଯାଉଛି । ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ତେବେ ସେହିକ୍ରମରେ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହେବ । ଆଜି ଦଇତାପତି ମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିବେ । ଆଜି ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଦଇତାପତିଙ୍କର ରହିଛି ଗୋଷ୍ଠୀଗତ ସେବା । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ହେଉଛନ୍ତି ଦଇତାପତି ସେବକ । #Jagannath #Puri #Srimandir #Daita #SnanaPurnima #SnanaYatra #JagannathCulture #RathYatra2026 #OdiaCulture #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube: / prameyanews7odia Twitter: / news7odia Facebook: / news7odia Instagram: / prameyanews7 Podcast: • News7 Podcast Playlists :- Doctor's Pathshala: • Doctor's Pathshala ରୋଜଗାର: • ROJAGAR | ରୋଜଗାର | News7 Odia Maganna Oligi: • Maganna Oligi ଆରୋଗ୍ୟମ: • Arogyam ବଜାର News: • ବଜାର News | Bazar News ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh Biswas Abiswas Andhabiswas: • Biswas Abiswas Andhabiswas Face To Face: • Face To Face Ebe Bi Rahasya: • Ebe Bi Rahasya Explore Odisha Season 3: • Explore Odisha Season 3 Breakfast Odisha: • Breakfast Odisha News7 Digital Special Stories: • Digital Special Stories #PrameyaNews7 #News7 #OdishaNews

ଶୃଙ୍ଖଳିତ ଦର୍ଶନ ପାଇଁ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା ? | Snana Purnima | Puri | PrameyaNews7

ହ୍ଯୁମାନଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା | Human Sagar Wife Interview | Shreya Mishra | Manas Dash Podcast

ଦେବସ୍ନାନ ପୂର୍ଣ୍ଣିମାର କଥା | DebaSnana Purnima Katha | Snana Purnima Special | Namita Agrawal

Debasnana Purnima Tomorrow: Sacred Rituals Underway at Jagannath Temple

ପତକାଲାଗି ଦର୍ଶନ କଲେ ମନରେ ଭରିଯାଏ ଆନନ୍ଦ | 21-Jun -PATAKALAGI FULL VIDEO | Jay Jagannath Tv

BEDACHARYA | ବେଦାଚାର୍ଯ୍ୟ EP-4 | ଆମ ଶାସ୍ତ୍ରକୁ ଜାଣିବା ପ୍ରୟାସ | ପଣ୍ଡିତ ଶ୍ରୀନିବାସ,ଭଜରାମ,ଶ୍ରୀକୁମାର | SB

Exclusive Episode of Sri Pulin Bihari Panda | Discussion about Kaliyug End | Malika | @SatyaBhanja

ଶ୍ରୀମନ୍ଦିରର ୩ ବଡ଼ ରହସ୍ୟ ll EP- 18 ll Podcast with Pandit Suryanarayan Rathashrma | Kalinga TV

ଦିନରୁ ଲାଇନରେ ଛିଡ଼ା ହେଇଛୁ, ପାଳି ପଡ଼ିଲା ବେଳକୁ କହୁଛନ୍ତି ଘରକୁ ଫେରିଯାଅ : ଶ୍ରଦ୍ଧାଳୁ | Puri News

Preparations Intensify at Shree Jagannath Temple Ahead of Debasnana Purnima; Key Rituals Underway

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୮, ଅଧ୍ୟାୟ-୧୧ | Jay Jagannath TV

រឿងពូជអ្នកធ្វើបុណ្យ_🙏🌿💖សម្ដែងដោយ ៖ ព្រះវិជ្ជាកោវិទ សាន ភារ៉េត || San Pheareth

ରାତି ପାହିଲେ ପବିତ୍ର ସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିରାଯିବେ ଚତୁର୍ଦ୍ଧାମୂର୍ତ୍ତି, ପୁରୀରେ ଭକ୍ତିମୟ ପରିବେଶ

ଘରେ ପୁଅଟା ଅଛି ମିଠା ଟିକେ ନେବିନି ! Jagannath Mahima | Shakti Shankar Mishra | Odisha 365

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୮, ଅଧ୍ୟାୟ-୧୨ | Jay Jagannath TV

🔴 LIVE 🙏 ଶ୍ରୀକ୍ଷେତ୍ର ପୁରୀରୁ ସିଧା ପ୍ରସାରଣ 🛕 ଦେବସ୍ନାନ ପୂର୍ଣ୍ଣିମା ଓ ଗଜବେଶର ମହିମା 🐘✨ ODISHA SUCHANA

ମଙ୍ଗଳ ଆଳତୀ ଦର୍ଶନ (03-Apr) | Today's Live Mangala Alati - Puri Jagannath Temple | Jay Jagannath Tv

Puri Lawyers Force Entry into Shree Jagannath Temple Over Special Darshan Demand

କେବେ ଖୋଲିବ ମହାପ୍ରଭୁଙ୍କ ପଞ୍ଚମ ଦ୍ୱାର ? | News7 Podcast with Sevayat Nabakishore Patimohapatra

