IND vs IRE: ବିଶ୍ୱବିଜେତାର ଲଜ୍ଜାଜନକ ପରାଜୟ, ୦-୨ ସିରିଜ୍ କବ୍ଜା କରି ରେକର୍ଡ କଲା ଆୟର୍ଲାଣ୍ଡ
ବିଶ୍ୱବିଜେତାର ଲଜ୍ଜାଜନକ ପରାଜୟ। ଟି-୨୦ ୱାର୍ଲ୍ଡ ଚାମ୍ପିୟନକୁ ସେହି ଫର୍ମାଟରେ ଶୋଚନୀୟ ଭାବେ ସିରିଜ ହରାଇଲା ଆୟର୍ଲାଣ୍ଡ । ରବିବାର ଟି-୨୦ ସିରିଜର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚରେ ଆୟର୍ଲାଣ୍ଡ ଟିମ୍ ଇଣ୍ଡିଆକୁ ମାତ୍ର ୧ ରନରେ ହରାଇ ୦-୨ ସିରିଜ୍ କବ୍ଜା କରି ନେଇଛି। ଆୟର୍ଲାଣ୍ଡ ପାଇଁ ଖୁସୀର କଥା ହେଲା ଏହି ଦେଶ ପ୍ରଥମ ଥର ପାଇଁ ଭାରତ ବିରୁଦ୍ଧରେ ଟି-୨୦ ସିରିଜ ଜିତିଛି। ବେଲଫାଷ୍ଟରେ ଦୁଇ ଦଳ ପ୍ରଥମ ଥର ପାଇଁ ଟି-୨୦ ଖେଳୁଥିବା ବେଳେ ଭାରତ ପରାଜୟ ହୋଇଛି। ଆଜିର ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ଭାରତକୁ ୧୫୫ ରନ୍ ଟାର୍ଗେଟ୍ ଦେଇଥିଲା। ହେଲେ ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୯ ୱିକେଟ୍ ହରାଇ ମାତ୍ର ୧୫୩ ରନ୍ ହିଁ କରିପାରିଥିଲା। ଏହି ମ୍ୟାଚ୍ରେ ବି ଭାରତର ଟପ୍ ଅର୍ଡର ସମ୍ପୂର୍ଣ୍ଣ ଫେଲ୍ ମାରିଥିଲା। ଏହି ପରଜାୟ ସହିତ ଭାରତର କ୍ରମାଗତ ୧୬ ଟି ଟି-୨୦ ସିରିଜ ବିଜୟର ବିଜୟ ଧାରା ମଧ୍ୟ ଭାଙ୍ଗି ଯାଇଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ ସିରିଜର ପ୍ରଥମ ମୁକାବିଲାରେ ୩୪ ରନରେ ପରାସ୍ତ ହୋଇଥିଲା। ଏଭଳି ସ୍ଥିତିରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଆବଶ୍ୟକ ଥିଲା। କିନ୍ତୁ ଦଳ ବିଶ୍ୱବିଜେତା ହେବାର ସମ୍ମାନ ବି ରଖିପାରି ନାହିଁ।। ଶେଷ ଓଭରରେ ଭାରତକୁ ଜିତିବା ପାଇଁ ୨୦ ରନର ଆବଶ୍ୟକତା ଥିଲା। ହର୍ଷିତ ରାଣା (୨୧ ରନ୍) କିଛି ଶଟ୍ ଖେଳି ଆଶା ସଞ୍ଚାର କରିଥିଲେ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ ଆଉଟ୍ ହୋଇଯାଇଥିଲେ। ଶେଷ ବଲରେ ପ୍ରିନ୍ସ ଯାଦବ ମଧ୍ୟ ଛକା ମାରିଥିଲେ, କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇସାରିଥିଲା। ରନ ଚେଜରେ ଭାରତର ଆରମ୍ଭ ଖରାପ ରହିଥିଲା। ଦଳ ୩୫ ରନ୍ ସ୍କୋର ବେଳକୁ ୪ ୱିକେଟ୍ ହରାଇ ସାରିଥିଲା। ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ୍ ଗୋଲ୍ଡେନ୍ ଡକରେ ଆଉଟ୍ ହୋଇଥିଲେ। ସେହିପରି ଅଧିନାୟକ ଶ୍ରେୟସ ଆୟର ମାତ୍ର ୧୦ ରନ୍ କରିଥିଲେ। ଏହି ତିନିଜଣ ବ୍ୟାଟରଙ୍କୁ ଜୟ ମୁନ୍ଦ୍ରା ପ୍ୟାଭିଲିୟନ୍ ପଠାଇଥିଲେ। ସେହିପରି ଇଶାନ କିଷନ ୧୨ ରନ୍ କରି ରନ୍ ଆଉଟ୍ ହୋଇଥିଲେ। ଏହାପରେ ତିଳକ ବର୍ମା ଏବଂ ଅକ୍ଷର ପଟେଲ ୩୯ ରନ୍ ଯୋଡ଼ି ଭାରତୀୟ ପାଳିକୁ ସମ୍ଭାଳିଥିଲେ। ମାଥ୍ୟୁ ହଲାର୍ଡ ଅକ୍ଷରଙ୍କୁ ଆଉଟ୍ କରି ଏହି ଭାଗୀଦାରୀକୁ ମଧ୍ୟ ଭାଙ୍ଗିଥିଲେ। ଶିବମ ଦୁବେ ଏବଂ ତିଲକ ବର୍ମା ଦୁହେଁ ମିଶି ଷଷ୍ଠ ୱିକେଟ୍ ପାଇଁ ୩୫ ରନର ପାର୍ଟନର୍ସିପ୍ କରିଥିଲେ। କିନ୍ତୁ ବଡ଼ ଶଟ୍ ଆବଶ୍ୟକ ଥିବା ବେଳେ ଶିବମ ଦୁବେ ମାଥ୍ୟୁ ହମ୍ଫ୍ରିଜ୍ ସ୍ପିନ୍ ଜାଲ ଫସି ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ସେ ଦଳ ପାଇଁ ମାତ୍ର ୨୦ ରନର ଯୋଗଦାନ ଦେଇପାରିଥିଲେ। ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ ସତ, କିନ୍ତୁ ଦଳ ପାଇଁ କଷ୍ଟସାଧ୍ୟ ସମୟରେ ସେ ମଧ୍ୟ ଆଉଟ୍ ହୋଇଯାଇଥିଲେ। ତିଳକ ୫ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୪୬ଟି ବଲରୁ ୫୫ ରନ୍ ସଂଗ୍ରହ କରିଥିଲେ। ଏହି ଯୋଡି ଯିବା ପରେ ଭାରତ ପାଇଁ ମ୍ୟାଚ୍ ଜିତିବା କଷ୍ଟକର ହୋଇପଡ଼ିଥିଲା। ସେପେଟ ଆୟର୍ଲାଣ୍ଡ ପକ୍ଷରୁ ଜୟ ମୁନ୍ଦ୍ରା ଏବଂ ମାଥ୍ୟୁ ହଲାର୍ଡ ତିନିଟି ଲେଖାଏ ୱିକେଟ୍ ନେଇଥିଲେ। ଭାରତ ଏବଂ ଆୟର୍ଲାଣ୍ଡ ଏପର୍ଯ୍ୟନ୍ତ ୧୦ ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଟିମ୍ ଇଣ୍ଡିଆ ଏଥିମଧ୍ୟରୁ ୮ଟି ମ୍ୟାଚ୍ ଜିତିଥିବା ବେଳେଆୟର୍ଲାଣ୍ଡ ଦୁଇଟି ଜିତିଛି। ତେବେ ଭାରତ ବିରୁଦ୍ଧରେ ଟି-୨୦ ସିରିଜୟ ଜିତିବାରେ ଏହା ଆୟର୍ଲାଣ୍ଡର ପ୍ରଥମ। 📌 SUPPORT THE CHANNEL: If you enjoyed this analysis, please LIKE the video and SUBSCRIBE for daily IPL 2026 updates! 🏏 Help us reach our milestone: 1000 Subscribers 🌐 JOIN THE COMMUNITY: 📸 Instagram: / gameoftheruns 📺 OUR OTHER CHANNELS: 🏏 Game of the Runs ODIA: / @gameoftheruns

India vs Ireland 2nd T20 Match Full Highlights 2026 | IND VS IRE 2nd T20 Highlights

India vs iralend | 2nd T201 | Hindi |Highlights |iralend won 1 run |2-0 series win ireland

ବିଦ୍ରୋହୀଙ୍କ ତାଲିକାରେ ୧୬ ବିଧାୟକ ! ଅଡୁଆରେ ପାଣ୍ଡିଆନ ଦମ୍ପତ୍ତି, ଅସନ୍ତୁଷ୍ଟ ତୃଣମୂଳ କର୍ମୀ, ଦୁଇ ଫାଳ ବିଜେଡି!

ଏମିତି କଳାକନା ବୁଲେଇଲେ ଯେ ଆମେ କିଛି ଜାଣି ପାରିଲୁନି! କୋଟିକୋଟି ଠକେଇ ପରେ ବି ମିଳିଯିବ କି ବେଲ୍!

The Man Behind the India's Tallest 108ft Maha Vishnu Statue | Dr. B. Sadananda | Podcast 🙏🕉

Train re Alope Tapama Gogoj kanako/New Santali Video/Bahadur Soren

Due To These 5 Villains Team India Lost The T20I Against Ireland | IND vs IRE

See How a 453kg Giant Bluefin Tuna Is Flawlessly Carved in Seconds

ହାରିଲେ ହିଁ ଶିଖିବୁ କିନ୍ତୁ ସୂର୍ଯ୍ୟବଂଶୀ ଖେଳିବେନି କହିଲେ କୋଚ୍ ଗମ୍ଭୀର ! Gambhir | Vaibhab | SHRIKHETRA TV

She Faked Eveything - Ketan Agarwal Siya Goyal Case

IND vs BAN T20 WC: ଶେଫାଳୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ

India vs Ireland 2nd T20 Full Match Highlights 2026

What were key factors in India's loss? Will Vaibhav play in England? Ryan ten Doeschate replies

🔴LIVE: ପିକୁଙ୍କ ବିସ୍ପୋରକ ବୟାନ ll FOCUS PLUS ||

Senegal Shocked The World & Destroyed England 😱🔥⚡ ❮ Senegal (3-1) England ❯ | Historic Comeback

Big Ben Retires | Ireland Embarrass India | Caught Behind

IND-W vs AUS-W: ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଟି-୨୦ ବିଶ୍ୱକପରୁ ବିଦା ହେଲା ଭାରତ | T20 World Cup 2026

"HOW CAN YOU NOT PICK HIM?!" - ESPN's Matt Roller REACTS to Vaibhav Sooryavanshi's India T20 Call Up

The protests against AI City outside Bengaluru

