ମୁଁ ମରିଗଲେ ମୋ ନାତିକୁ କିଏ ଦେଖିବ ? || Odisha Reporter
#ମୁଁ_ମରିଗଲେ_ମୋ_ନାତିକୁ_କିଏ_ଦେଖିବ ? ଯେତେବେଳେ ଦାଇତ୍ବ ସାଜେ ପ୍ରାଥମିକତା ସେତେବେଳେ ବୟସ ବି ମାନିଯାଏ ହାର । ସେଥିପାଇଁ ତ ଜୀବନର ଶେଷ ପାହାଚରେ ଛିଡା ହୋଇ ବି ଦିବ୍ୟାଙ୍ଗ ଅଣ ନାତିର ସେବା କରୁଛନ୍ତି ଏହି ବୃଦ୍ଧା । ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କପ୍ତିପଦା ବ୍ଲକ ଜେଏସ ଜାମୁଡିଆ ପଞ୍ଚାୟତ ମାଙ୍କିଡିଆ କଲୋନୀରୁ । କାଇଁ କେତେ ବର୍ଷ ଧରି ଏହି ଗ୍ରାମରେ ରହି ଆସୁଛନ୍ତି ୮୫ ବର୍ଷୀୟ ବୃଦ୍ଧା ଜୟମଣୀ ଏବଂ ତାଙ୍କ 10 ବର୍ଷୀୟ ଅଣ ନାତି ଜୀବନ ମାଙ୍କିଡିଆ । ଏହି ଭଙ୍ଗା ଦଦରା ଘର ସାମ୍ନାରେ ଗୋଟିଏ ଗଛ ମୂଳରେ ଏମିତି ସବୁବେଳେ ପଡି ରହିଥାଏ ଜୀବନ । ନା କୁଆଡେ ଚାଲିବୁଲି ପାରେ ନା କାହା ସହ କଥା ହୋଇ ପାରେ । #udala #Mayurbhanj #OdishaReporter #OdishaNews Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ଜଗନ୍ନାଥଙ୍କ ବଗିଚାର ମାଳି| Odisha Reporter

ହେଇ ଦେଖ କେମିତି କଣେଇ ଅନଉଛି ଜଗା... | | Odisha Reporter

Train Accident| 'ଆମ ବଗିରେ କେହି ବଞ୍ଚିନାହାନ୍ତି'||Odisha Train Accident|Balasore| coromandel| #local18

ଜଗାଦୁଆରେ ପ୍ରବଳ ଭିଡ଼ ଆଖିରେ ଲୁହ.. | Odisha Reporter

Exclusif : Ousmane Sonko déclare qu'"il n'y aura pas de déchirure" avec Bassirou Diomaye Faye

ବିଶ୍ବାସରେ ବିଷ ଦେଲା ପୁଅ, କାନ୍ଦୁଛି ବାପା | Balasore | Father Crying

10 Hidden Social Rules in Germany Nobody Warns You About!

Lord Jagannath and Balabhadra at Snana Bedi | Snana Purnima 2024 | Snana Yatra 2026 | Argus News

Balasore Man Marries Divyang Girlfriend in Heartwarming Act of Love

Kolumbien – Portugal Highlights | Gruppe K, FIFA WM 2026 | sportstudio

‘ଛୁଆ ପିଲା ଚାପି ହୋଇ ଚିତ୍କାର କରୁଥିଲେ’ | Balasore Train Accident | Locals Narrate The Accident |

Tamil Nadu CM Vijay Leads Anti-Drug Marathon As Buzz Grows Over Stalin's By-Poll Return | Watch

ୱାର୍ଡେନ୍ ଅଛି ଆମେ କାଇଁ ବାଥରୁମ ସଫା କରିବୁ? || Balasore ITI Girls Protest || Odisha Reporter

ମୋ’ କୋଳ ପୂରା କରିଦେ ମୋ’ ଛୁଆକୁ ୨୨ ପାହାଚେ ଗଡ଼ାଇଦେବି | Odisha Reporter

Bicycle Sparks Controversy Over Balasore FM College Student Death On Harassment | Argus Digital

Transcendence Trailer - "Sudden Snow" | Genshin Impact #GenshinImpact #GenshinSnezhnaya

ଜଗାକୁ ଡାକିଲି ମୋ ଝିଅ ମିଳିଗଲା.. | Odisha Reporter

ଅନୁତାପ କରୁଛି ଗାଇ | Tragic Incident in Balasore | Odisha News | Argus News

‘ମୋ ସହ ଖେଳିଲେ, ମୁଁ ନିଆଁ ଲଗାଇଦେଲି’ | Customer sets fire to fridge in anger, Balasore shop | OR

