THE BREAD OF LIFE 02 APRIL 2026

John 19:17-27 ଯୀଶୁଙ୍କ କ୍ରୁଶବିଦ୍ଧ 17 ତହିଁରେ ସେମାନେ ଯୀଶୁଙ୍କୁ ଘେନିଗଲେ; ଆଉ, ଯୀଶୁ ଆପେ କ୍ରୁଶ ବହି କପାଳସ୍ଥଳ ନାମକ ସ୍ଥାନ, ଯାହାକୁ ଏବ୍ରୀ ଭାଷାରେ ଗଲ୍‍ଗଥା ବୋଲି କହନ୍ତି, ସେଠାକୁ ବାହାରିଗଲେ । 18 ସେଠାରେ ସେମାନେ ତାହାଙ୍କୁ କ୍ରୁଶରେ ଚଢ଼ାଇଲେ ଓ ତାହାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଚଢ଼ାଇଲେ, ଦୁଇ ପାଖରେ ଦୁଇ ଜଣଙ୍କୁ ଓ ମଝିରେ ଯୀଶୁଙ୍କୁ । 19 ଆଉ, ପୀଲାତ ଗୋଟିଏ ଅଭିଯୋଗପତ୍ର ମଧ୍ୟ ଲେଖି କ୍ରୁଶ ଉପରେ ଲଗାଇଦେଲେ । ସେଥିରେ ଲେଖା ଥିଲା, ନାଜରିତୀୟ ଯୀଶୁ, ଯିହୁଦୀମାନଙ୍କ ରାଜା । 20 ଯିହୁଦୀମାନଙ୍କ ମଧ୍ୟରୁ ଅନେକେ ଏହି ଅଭିଯୋଗପତ୍ର ପାଠ କଲେ, କାରଣ ଯେଉଁ ସ୍ଥାନରେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଯାଇଥିଲା, ତାହା ନଗରର ନିକଟରେ ଥିଲା; ପୁଣି ସେହି ପତ୍ର ଏବ୍ରୀ, ଲାଟୀନ୍‍ ଓ ଗ୍ରୀକ୍‍ ଭାଷାରେ ଲେଖା ହୋଇଥିଲା । 21 ତେଣୁ ଯିହୁଦୀମାନଙ୍କର ପ୍ରଧାନ ଯାଜକମାନେ ପୀଲାତଙ୍କୁ କହିଲେ, ଯିହୁଦୀମାନଙ୍କ ରାଜା ବୋଲି ନ ଲେଖି ବରଂ ମୁଁ ଯିହୁଦୀମାନଙ୍କର ରାଜା ବୋଲି ସେ କହିଲା, ଏହା ଲେଖନ୍ତୁ । 22 ପୀଲାତ ଉତ୍ତର ଦେଲେ, ଆମ୍ଭେ ଯାହା ଲେଖିଛୁ, ଲେଖିଛୁ । 23 ସୈନ୍ୟମାନେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇଲା ଉତ୍ତାରେ ତାହାଙ୍କ ବସ୍ତ୍ର ଘେନି ଚାରି ଭାଗ କଲେ, ପ୍ରତ୍ୟେକ ସୈନ୍ୟ ପାଇଁ ଏକ ଏକ ଭାଗ, ଆଉ ସେମାନେ ତାହାଙ୍କ ଅଙ୍ଗରଖା ମଧ୍ୟ ନେଲେ । ସେହି ଅଙ୍ଗରଖା ସିଲାଇ ନ ହୋଇ ଉପରୁ ତଳ ଯାଏ ସମୁଦାୟ ବୁଣା ହୋଇଥିଲା । 24 ତେଣୁ ସେମାନେ ପରସ୍ପର କହିଲେ, ଏହାକୁ ଚିରିବା ନାହିଁ, କିନ୍ତୁ ଏହା କାହାର ହେବ, ସେଥିପାଇଁ ଗୁଲିବାଣ୍ଟ କରିବା, ଯେପରି ଧର୍ମଶାସ୍ତ୍ରର ଏହି ବାକ୍ୟ ସଫଳ ହୁଏ, ସେମାନେ ଆପଣା ଆପଣା ମଧ୍ୟରେ ମୋହର ବସ୍ତ୍ର ଭାଗ କଲେ, ପୁଣି ମୋହର ଅଙ୍ଗରଖା ନିମନ୍ତେ ଗୁଲିବାଣ୍ଟ କଲେ । ତେଣୁ ସୈନ୍ୟମାନେ ଏହାସବୁ କଲେ । 25 କିନ୍ତୁ ଯୀଶୁଙ୍କ କ୍ରୁଶ ନିକଟରେ ତାହାଙ୍କ ମାତା, ତାହାଙ୍କ ମାତାଙ୍କ ଭଗ୍ନୀ, କ୍ଳୋପାଙ୍କ ସ୍ତ୍ରୀ ମରିୟମ ଓ ମଗ୍‍ଦଲୀନୀ ମରିୟମ ଠିଆ ହୋଇଥିଲେ । 26 ଯୀଶୁ ଆପଣା ମାତା ଓ ଯେଉଁ ଶିଷ୍ୟଙ୍କୁ ପ୍ରେମ କରୁଥିଲେ, ତାଙ୍କୁ ପାଖରେ ଠିଆ ହୋଇଥିବା ଦେଖି ମାତାଙ୍କୁ କହିଲେ, ଗୋ ନାରୀ, ଦେଖ, ତୁମ୍ଭର ପୁତ୍ର ! 27 ତତ୍ପରେ ସେ ସେହି ଶିଷ୍ୟଙ୍କୁ କହିଲେ, ଦେଖ, ତୁମ୍ଭର ମାତା ! ଆଉ, ସେହି ଦଣ୍ଡରୁ ସେହି ଶିଷ୍ୟ ତାଙ୍କୁ ଆପଣା ଗୃହକୁ ଘେନିଗଲେ ।

THE BREAD OF LIFE 25 JUNE 2026
▶︎

THE BREAD OF LIFE 25 JUNE 2026

THE BREAD OF LIFE 24 JUNE 2026
▶︎

THE BREAD OF LIFE 24 JUNE 2026

God Says:"TAKE THIS MESSAGE SERIOUSLY, BECAUSE ONLY YOU ARE SEEING IT"/God Message Now/God Message
▶︎

God Says:"TAKE THIS MESSAGE SERIOUSLY, BECAUSE ONLY YOU ARE SEEING IT"/God Message Now/God Message

BODYBUILDERS Laughed at Him Again… Until Anatoly Was ATTACKED 😱💪🧹 | Gym Prank GONE Wild
▶︎

BODYBUILDERS Laughed at Him Again… Until Anatoly Was ATTACKED 😱💪🧹 | Gym Prank GONE Wild

OVERTHINKING ? | Nada Brahma in Veena🌿 | Deep Meditation & Mindfulness Focus
▶︎

OVERTHINKING ? | Nada Brahma in Veena🌿 | Deep Meditation & Mindfulness Focus

24/7 Final Fantasy Community Stream - Walkthroughs By Dansg08 - Final Fantasy & Chill Since 2018
▶︎

24/7 Final Fantasy Community Stream - Walkthroughs By Dansg08 - Final Fantasy & Chill Since 2018

How Proctor’s texts in Karen Read lawsuit could free dangerous criminals
▶︎

How Proctor’s texts in Karen Read lawsuit could free dangerous criminals

आज की मुरली 20-06-2026 with TEXT | Aaj Ki Murli | BK Usha | DAILY MURLI In Hindi | BRAHMA KUMARIS
▶︎

आज की मुरली 20-06-2026 with TEXT | Aaj Ki Murli | BK Usha | DAILY MURLI In Hindi | BRAHMA KUMARIS

✨ Jesus, open the right doors on this new day | Powerful morning prayer
▶︎

✨ Jesus, open the right doors on this new day | Powerful morning prayer

My Golden Retriever Heals a Terrified Rescue Kitten in Just 3 Meetings!
▶︎

My Golden Retriever Heals a Terrified Rescue Kitten in Just 3 Meetings!

Найдет ли веру на земле? | Проповедь
▶︎

Найдет ли веру на земле? | Проповедь

THE BREAD OF LIFE 23 JUNE 2026
▶︎

THE BREAD OF LIFE 23 JUNE 2026

25 June 2026 murli/ Aaj ki Murli with Text/ आज की मुरली/ 25-6-2026/ Today Murli
▶︎

25 June 2026 murli/ Aaj ki Murli with Text/ आज की मुरली/ 25-6-2026/ Today Murli

LET ME SHOW YOU HOW TO HEAR GOD | LEARN HOW TO HEAR
▶︎

LET ME SHOW YOU HOW TO HEAR GOD | LEARN HOW TO HEAR

People Who Messed With The Royal Guard and Regretted It!
▶︎

People Who Messed With The Royal Guard and Regretted It!

Hmong Christian Talks: An Interview with Kx. & N. Kx.  Vam Tseeb Lauj from France
▶︎

Hmong Christian Talks: An Interview with Kx. & N. Kx. Vam Tseeb Lauj from France

🔴 LATEST 2026 KH. ANWAR ZAHID SERMON, THE FUNNIEST LIVE FROM CARANGREJO, SAMBONG, PONOROGO
▶︎

🔴 LATEST 2026 KH. ANWAR ZAHID SERMON, THE FUNNIEST LIVE FROM CARANGREJO, SAMBONG, PONOROGO

See How a 453kg Giant Bluefin Tuna Is Flawlessly Carved in Seconds
▶︎

See How a 453kg Giant Bluefin Tuna Is Flawlessly Carved in Seconds

الفيديو اللي مش أي حد يشوفه… ربنا بعتهولك علشانك أنت
▶︎

الفيديو اللي مش أي حد يشوفه… ربنا بعتهولك علشانك أنت

खुद को संभालना सीखो, कोई नहीं अपना! | Learn to Handle Yourself, No One Truly Belongs to Anyone...
▶︎

खुद को संभालना सीखो, कोई नहीं अपना! | Learn to Handle Yourself, No One Truly Belongs to Anyone...