ବ୍ରିଲିଆଣ୍ଟ୍ ଷ୍ଟୁଡେଣ୍ଟ୍ ଭଗବାନ ସହିଲେନି || Odisha Reporter
#ବ୍ରିଲିଆଣ୍ଟ୍_ଷ୍ଟୁଡେଣ୍ଟ୍_ଭଗବାନ_ସହିଲେନି ବାପା ବୋଲି ଡାକୁଥିଲା। କାଲି ଦେଖା ହୋଇଥିଲା ତା ସାଙ୍ଗରେ। ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ୍ ବୋଲି ଅରଜିତକୁ ସେ ଅଞ୍ଚଳର ଲୋକେ ଟ୍ୟୁସନ କରିବାକୁ ଡାକନ୍ତି। ଟ୍ୟୁସନ କରି ଫେରୁଥିଲା। କହିଲା ବାପା ତୁମେ ଯେଉଁ କାମ ଦେଇଥିଲ ମୁଁ ତାକୁ ଆଜି କରିଦେବି। ହେଲେ ଆଜି ରହିଗଲା ଆଜି ଭିତରେ। ଅରଜିତର ପଡୋଶୀ ଘରେ ରହୁଥିବା ହାଇକୋର୍ଟର ଆଇନଜୀବୀ ବିଷ୍ଣୁ ଚରଣ ଦାସ ଦୁଃଖରେ ଭାଙ୍ଗି ପଡିଛନ୍ତି। ଖୋଜୁଛନ୍ତି ତାଙ୍କ ପାଳିତ ପୁଅ ଅରଜିତଙ୍କୁ। ମାମୁଁ ତ୍ରିନାଥ ଖୁଣ୍ଟିଆ ବି ଭଣଜାର ଅଚାନକ ମୃତ୍ୟୁକୁ ଗ୍ରହଣ କରିପାରିନାହାନ୍ତି। ପାଣିରେ ଭାସିଯିବା ଖବର ଶୁଣି ଦଉଡି ଆସିଛନ୍ତି ନଦୀ କୂଳକୁ। ଭୋ ଭୋ କାନ୍ଦି ଭଣଜାକୁ ମନେ ପକାଉଛନ୍ତି। #cuttack #MahanadiRiver #Odisha #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook: / odishareporter Twitter: / odishareporter Telegram: https://telegram.me/Odisha_Reporter_o... Instagram: / odishareporter_official #OdishaReporter

ଏ ନିମ୍ବୋଡ଼ା ବୁଦ୍ଧି ଦେଲା କିଏ ? || Odisha Reporter

୧୫,୦୦୦ ଲୋକଙ୍କୁ ମାରିବାର ଷଡ଼ଯନ୍ତ୍ର ! Mumbai Police Foil Alleged Mass Poisoning Plot | Argus Digital

Special Story: Youth's Death Takes New Turn; Family Alleges Love Affair Murder Disguised as Suicide

ମଇଦାନକୁ ଓହ୍ଲାଇଲା ଭାରତ ଟ୍ୟାକ୍ସି । India Launches Bharat Taxi. #otvdigital #breakingnews #otv

ହ୍ଯୁମାନଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା | Human Sagar Wife Interview | Shreya Mishra | Manas Dash Podcast

"ଯେଉଁମାନେ ପିଲାଙ୍କ ବହି ଲେଖିଛନ୍ତି ତାଙ୍କ ଫୋଟୋ ଛାପିଲେ ମୁଁ ସବୁଦିନ ନମସ୍କାର କରନ୍ତି "Textbook Controversy

ଅଜୟ ଆଉଟ୍..Congress Changes Odisha Leadership: Lalji Desai Replaces Ajay Kumar as AICC In Charge N18V

Special Report Leave Home and Travel Freely – Police to Guard Your House in New Safety Plan

କିଏ ନେଲା ହ୍ୟୁମାନଙ୍କ ଟଙ୍କା ? Human Sagar Wife Shreya Mishra Breaks Silence After 8 Months | Odia News

'ମୋ ପ୍ରିୟାଠାରୁ କିଏ ଅଧିକ ସୁନ୍ଦର'... ସେଦିନର ଟପ୍ ହିରୋଇନ୍... | EP-165 | Podcast With Tripura Mishra

ପିଲାର ଜୀବନ ଗଲା, କ୍ୟାପିଟାଲ ହସ୍ପିଟାଲ ଗୁଣ୍ଡ କରିଦେଲେ | Child Death | Capital Hospital | Bhubaneswar |OR

Wife's Tears Misled Ketan? Shocking Murder Plot With Boyfriend Exposed

ସନ୍ଧ୍ୟା ୭ର ବଡ଼ ଖବର | 7PM Headlines | 29th JUNE 2026 | Odia News | Breaking News | Kanak News

Black Pulsar Terror in Bhubaneswar! CCTV Captures Live Chain Snatching!

Special Story: Pune Murder Case: Alleged Plan A, B, C to Kill Ketan Agrawal Revealed

Venezuela earthquake death toll tops 1,400 as hopes for more survivors dim

Fresno family collecting life-saving supplies to be sent to Venezuela

ସତ୍ୟପାଠ: ସବୁ ଅଙ୍କ ଭୁଲ୍ ହେଇଗଲା.. || Book Error || Mohan Majhi || Nityananda Gond || Satyapatha News

🔴LIVE | ରକ୍ତ ରଞ୍ଜିତ ରାଜଧାନୀ, ପରିବାର ଆଗରେ ପୁଅକୁ ହତ୍ୟା | Odisha Reporter | Murder | 29.06.2026

