❤️OMSPF❤️ #swagatamsong #odishamahilashakti #narishaktisong #womenempowerment #malkangiri #shggroup
ସଂସ୍କୃତି ଭବନ ଠାରେ ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ପାଳିତ। ତା-୨୨-୧୧-୨୫ରିଖ ମାଲକାନଗିରି ଜିଲ୍ଲା ସଦରମହକୁମା ସ୍ଥିତ ସଂସ୍କୃତି ଭବନ ଠାରେ ଓଡିଶା ମାତ୍ରୁଶକ୍ତି ପ୍ରଗତି ଫାଉଣ୍ଡେସନର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି।ଏହି ଉତ୍ସବରେ ମାଲକାନଗିରି ବିଧାୟକ ଶ୍ରୀଯୁକ୍ତ ନରସିଂହ ମାଡକାମୀ,ଚିତ୍ରକୋଣ୍ଡା ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲ,ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ, ମାଲକାନଗିରି ବ୍ଲକ ଉପାଧ୍ଯକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ହାଲଦାର,ଵରିଷ୍ଠ ସାମ୍ବାଦିକ ତଥା ଓଡିଶା ସାହିତ୍ୟ। ଏକାଡେମୀ ସଦସ୍ଯ ଶ୍ରୀଯୁକ୍ତ ରତ୍ନାକର ଦାଶ ଓ ସଂସ୍ଥାର ନିର୍ଦ୍ଦେଶ କ ତଥା ସଂସ୍ଥାପକ ଶ୍ରୀଯୁକ୍ତ ବିଦ୍ଯା ଧର ନାୟକ ଯୋଗଦେଇଥିଲେ।ସଂସ୍ଥାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଅତିଥି ମାନଙ୍କ ଗହଣରେ ଜାତୀୟସଙ୍ଗୀତ ଗାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଅତିଥି ମାନଙ୍କ କରକମଳରେ ସଂସ୍ଥାର ପ୍ରତିଷ୍ଠା ଓ ଏକବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସୁନ୍ଦର ଓ ଭାବପୂର୍ଣ୍ଣ ଗୀତ ମାଲକାନଗିରି ଜିଲ୍ଲା ଉଦ୍ଦେଶ୍ଯରେ ଉନ୍ମୋଚନ ଓ ଜିଲ୍ଲା ଉଦ୍ଦେଶ୍ଯରେ ଉତ୍ସର୍ଗ କରାଯାଇଥିଲା ।ଏଥିରେ ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକର ବ୍ଲକ ଏରିଆ ମ୍ଯାନେଜର,ଫିଲ୍ଡ ଅଫିସର,ଏଜେଣ୍ଟ ଜିଲ୍ଲ ପରିଚାଳକ ଏହିଭଳି ମୋଟ ୭୦୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସଂସ୍ଥାର ନିର୍ଦ୍ଦେଶକ ତଥା ପରିଚାଳକ ସଂସ୍ଥାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ବିଷୟରେ ବର୍ଣ୍ଣନା କରି କହିଥିଲେଯେ,ସଂସ୍ଥାଦ୍ୱାରା ଓଡିଶା ର ସମସ୍ତ ମହିଳା ମାନଙ୍କୁ ସ୍ବାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ହେଉଛି ମୁଖ୍ଯ ଉଦ୍ଦେଶ୍ଯ।ସଂସ୍ଥା ଆଗାମୀ ଦିନରେ ନାରୀ ଶିକ୍ଷା,ସ୍ବଚ୍ଛତା,ପରିବେଶ ପର୍ଯ୍ୟାବରଣ,ସମାଜସେବା,ଦକ୍ଷତା ତାଲିମ,ଜୈବ ପ୍ରଣାଳୀରେ ଚାଷ,ସ୍ବାସ୍ଥ୍ଯ ସେବା ଆଦି କାର୍ଯ୍ୟକୁ ପ୍ରାଧାନ୍ଯ ଦେବ।ଏଥି ସହ ସଂସ୍ଥାର ଏକବର୍ଷ ପୂର୍ତ୍ତି ଉପଲକ୍ଷେ ମାଲକାନଗିରି ଜିଲ୍ଲା ପାଇଁ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ପାଇଁ ସଂସ୍ଥା ତରଫରୁ ଅତିଥି ମାନଙ୍କ ଦ୍ବାରା ପ୍ରକଳ୍ପ ଉଦଘାଟନ କରାଯାଇଅଛି। ଅଳ୍ପଦିନ ମଧ୍ଯରେ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ସଂସ୍ଥାର ନିର୍ଦ୍ଦେଶକ ତଥା ସଂସ୍ଥାପକ ଶ୍ରୀଯୁକ୍ତ ବିଦ୍ଯାଧର ନାୟକ ଘୋଷଣା କରିଥିଲେ। #womenempowerment #odishamatrushaktipragatifoundation #odisha #malkangiri #bidyadharnayak #odishamahilashakti #matrushakti

Project Inauguration Program Highlights |Malkangiri Anthem Song Odisha Matrushakti PragatiFoundation

மெய்ப்பொருள் காண்போம் - முத்துமணிகண்டன், தருண் ஆவிச்சி, சக்தி சோலையப்பன், நாச்சி மெய்யப்பன்,சுருதிகா

ଚନ୍ଦ୍ରଗିରି ଖସଡ଼ା ରେ ଭୋଜି ସମୟରେ ସବୁ ଏକାଠୀ 05/07/26

ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି 😍 7000+ Sishu Vatika Teacher Vacancy | Eligibility, Apply Date, Salary

गरोदर मातेचे ओटी भरण

ଦେଢ ଲକ୍ଷ ଟଙ୍କା ନୁହେଁ ଜୋତା ...ମତେ ଏବେ କପି କରୁଛନ୍ତି...ଜର୍ସି ନେବାକୁ ମତେ କୋଟି କୋଟି ଯାଚୁଛନ୍ତି ||

Millions Don’t Know This 😱 Turn Charcoal and Salt Into a Free Homemade Heat Source

Rekha जी को रुलाने के बाद Amitabh ने पोंछे उनके आंसू || The Kapil Sharma Show || Latest Episode ||

Under the Chancellor’s Command: Does the BND Now Have a License to Kill? Risky Intelligence Agenc...

DVD Screensaver 1 hour - No Loop - Real Accurate Speed

Siegmund exposes "pre-arranged" Lanz episode!

A New Beginning for Women's Self-Reliance | Grand Inauguration Ceremony #womenempowerment #OMSPF

Janapada sangama - Maduve hadu

ଚତୃଥୀ ଭାର ନେଇ ବାହାରିଲୁ ଆମେ / PAMI PRITAM LIFE

Shah Rukh Khan के बेटे Aryan Khan ने किया Kapil Sharma को नमस्ते | Kapil Sharma Show | New Episode

ଭାନୁମତି ସେଠ ଙ୍କ ଅଡୁଆ ମନଶିକ୍ଷା ଗୀତ ସୋନପୁର ର ଝିଅ ମାନେ ନାଚି ନାଚି ଅଥା||ମଦ ମାଂସ ଗୀତ Jaya Rama

I've never tried zucchini like this before! Now I cook this zucchini five times a week!

The Nighttime Rosemary Trick Eliminates Melasma, Dark Spots, Wrinkles, and Brightens Skin

DVD Screensaver test

