ଆଜି (13-dec) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୪୮ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv
✨ ଆଜିର ଦ୍ୱାରଫିଟା ନୀତି (13-dec-2025) ✨ ପୁରୀ ଶ୍ରୀମନ୍ଦିରରେ ଆଜି ପ୍ରାତଃ ୫ଟା ୪୮ ମିନିଟ୍ ରେ ଦ୍ୱାରଫିଟା ସମ୍ପନ୍ନ ହେଲା । ଭକ୍ତମାନଙ୍କ ପାଇଁ ଏହା ହେଉଛି ପ୍ରଭୁଙ୍କ ଦିବ୍ୟ ଦର୍ଶନର ଆରମ୍ଭ । ଦ୍ୱାରଫିଟା ଦର୍ଶନ ମାଧ୍ୟମରେ ମିଳେ ଭକ୍ତି, ଶାନ୍ତି ଓ ଦିନ ହୁଏ ଶୁଭମୟ । 🔔 ଆଜିର ଦିନକୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହିତ ଆରମ୍ଭ କରନ୍ତୁ । 📺 Jay Jagannath TV – ଆପଣଙ୍କ ଘରେ ଶ୍ରୀମନ୍ଦିରର ଦର୍ଶନ । 🙏 ଜୟ ଜଗନ୍ନାଥ #DwaraPhitaNiti #jayjagannathtv #SidharthTV #jagannath #jagannatha #jagannathtemple #Dwaraphitai #JagannathCulture #NamitaAgrawal #SitaramAgrawal #SidharthUtsav #SidharthGold #SidharthMusic #SidharthNetwork "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! #jayjagannathtv #jayjagannathpuri #jayjagannathtvlive 📡 Watch “JAY JAGANNATH TV” on DTH: ========================================= Tata Play - 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ========================================= Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates : ========================================= Facebook: / jayjagannathtv Instagram: / jayjagannathtv YouTube: / @jayjagannathtvofficial Twitter: https://x.com/JayJagannathTV ========================================= #JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम

🔴 𝐋𝐢𝐯𝐞 | 𝐉𝐀𝐘 𝐉𝐀𝐆𝐀𝐍𝐍𝐀𝐓𝐇 𝐓𝐕 | 𝐁𝐫𝐞𝐚𝐤𝐟𝐫𝐞𝐞 𝐋𝐢𝐯𝐞 𝐃𝐚𝐫𝐬𝐡𝐚𝐧 𝐟𝐫𝐨𝐦 𝐏𝐮𝐫𝐢 𝐓𝐞𝐦𝐩𝐥𝐞 | ଜୟ ଜଗନ୍ନାଥ ଟିଭି

ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାରେ ଲକ୍ଷ୍ମୀ ନାରାୟଣଙ୍କ କଳି | Laxmi Narayana Kali | Prarthana Life

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଏକାଦଶ ସ୍କନ୍ଧର ୧୧ମ ଅଧ୍ୟାୟ | Jay Jagannath TV

Hanuman Chalisa Bhajans ! श्री हनुमान चालीसा ! संकटमोचन हनुमान अष्टक ! गुलशन कुमार हनुमान चालीसा

Jagannath Rakshamam | Powerful Jagannath Chant

ଆଜି (28-Aug) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୩୫ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ମହାପ୍ରଭୁଙ୍କ ସହ କଳି କଲେ ମା' ଲକ୍ଷ୍ମୀ ସାଆନ୍ତାଣୀ..🙏| Niladri Bije 2026 | Rath Yatra | S J Dham

୫୦ ବର୍ଷ ତଳେ Ratna Bhandarରେ କଣ ଥିଲା? କହିଲେ ବରିଷ୍ଠ ଆଇନିଜୀବୀ ତଥା ଗବେଷକ Umakanta Nanda || Puri

The Spiritual Mystery of the Empty Chariot After Rath Yatra | Jay Jagannath TV Hindi

ଏଯାଏଁ ଓଡ଼ିଆ ଜାତି ଜାଣିନି ଜଗନ୍ନାଥଙ୍କ ଏ ଅଜଣା କଥା | EP-167 | Podcast With Pandit Suryanaryan Rathasharma

Music therapy 🎹 Gentle Bird Sounds & Peaceful Piano Music🐦stress and fatigue💚

Jagannath Raksha Stotra | Jagannath Raksha Stotra | NiladriBije

Laxmi Narayan Kali | ଏ କଳି ଯିଏ ଶୁଣିବ ତାର ଦାମ୍ପତ୍ୟ କଳହ ରହିବ ନାହିଁ | Dr. Ashutosh Prasad Mishra

ଆସିଗଲେ ପାଟ ମହାଦେଈ | When Lord Jagannath Faces Maa Lakshmi | #NiladriBije #RathYatra2025

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ସ୍କନ୍ଧ-୮, ଅଧ୍ୟାୟ-୧୧ | Jay Jagannath TV

ସୁନା ପିନ୍ଧୁଥିଲା କାଳିଆ ଏମିତି ଘଟିଲା… Lord Jagannath Was Being Adorned in Gold… Then This Happened!

Jagannath Aarti | Kaliyuga Most Powerful Aarti | Jai Shree Jagannath | चतुर्भुज जगन्नाथ आरती

🔴LIVE : Niladri Bije Of Lord Jagannath || Rath Yatra 2026 || ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ

ନମିତା ଅଗ୍ରୱାଲଙ୍କ କଣ୍ଠରେ ଓଡ଼ିଆ ଭାଗବତ ଦ୍ୱାଦଶ ସ୍କନ୍ଧର ୦୩ ଅଧ୍ୟାୟ | Jay Jagannath TV

